ଆସିଗଲା ନବୀନ ଙ୍କ ନୂଆ ନିର୍ବାଚନୀ ଯୋଜନା, ଏଣିକି ପ୍ରତି ଗରିବ ହୋଇଯିବେ ମାଲାମାଲ
Updated: Aug 22, 2023, 08:20 IST

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି କି ଓଡ଼ିଶାର ଅର୍ଥନୀତି ଏବେ ଏକ ମଜଭୁତ ସ୍ଥିତି ରେ ଆସି ପହଞ୍ଚିଛି। ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଜାତୀୟ ପତାକା ଉତ୍ତୋଳନ କରି ନବୀନ ପଟ୍ଟନାୟକ କହିଛନ୍ତି କି ଓଡ଼ିଶାରେ ଗରିବୀ କମିଛି।

ଆଉ ଲକ୍ଷ ଲକ୍ଷ ଟଙ୍କାରୁ ମଧ୍ୟ ପୁଞ୍ଜି ଆସୁଛି ସବୁ ପଞ୍ଚାୟତରେ ମଧ୍ୟ ତାଙ୍କର ବ୍ୟାଙ୍କିଙ୍ଗ ସୁବିଧା ପହଞ୍ଚାଇବାର ଲକ୍ଷ ରହିଛି। ମଧୁବାବୁ ପେନସନ ଯୋଜନାରେ ମଧ୍ଯ ନୂଆ ହିତାଧିକାରୀ ମାନଙ୍କୁ ସାମିଲ କରାଯାଇଛି।
ଆଉ ୪ ଲକ୍ଷ ହିତାଧିକାରୀ ଙ୍କୁ ମଧ୍ୟ ମିଳିବ ମଧୁବାବୁ ଙ୍କ ପେନସନ ଯୋଜନା। ଏବଂ ରାଜ୍ୟର ପ୍ରତି ଗ୍ରାମରେ ମଧ୍ୟ ମିଲିବ ବ୍ୟାଙ୍କ୍ ସେବା।୪୩୭୩ ବ୍ୟାଙ୍କିଙ୍ଗ ଆଉଟ୍ ଲେଟ ଖୋଲିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।
ସେ ଚାଷୀ ମାନଙ୍କ ସ୍ବାର୍ଥ ର ସୁରକ୍ଷାକୁ ଗୁରୁତ୍ଵ ଦେଇଛନ୍ତି ବୋଲି ମଧ୍ୟ କହିଛନ୍ତି। ଓଡ଼ିଶା ମଧ୍ଯ ଆଜି ରୂପାନ୍ତର ଯୁଗରେ ପହଞ୍ଚି ଯାଇଛି। ସବୁ କ୍ଷେତ୍ରରେ ମଧ୍ୟ ଏହି ରୂପାନ୍ତର ଏକ ନୁଆ ଆଶା ସୃଷ୍ଠି କରିଛି।

ମୋ ସରକାର କାର୍ଯ୍ୟକ୍ରମ ରେ ମଧ୍ୟ ଲୋକ ମତର ଗୁରୁତ୍ଵ ବଢ଼ିଛି। ଚନ୍ଦ୍ରୟାନ ୩ ମଧ୍ୟ ମହାକାଶ ଯାନ କ୍ଷେତ୍ରରେ ଗୌରବ ବଢ଼ାଇଛି। ଓଡ଼ିଶାର ବିକାଶରେ ମଧ୍ୟ ସମସ୍ତଙ୍କର ଭାଗିଦାରୀ ରହିଛି।
ଆଉ ମାଆ ମାନେ ହେଉଛନ୍ତି ଆମର ଏହି ବିକାଶର ପ୍ରତି ଛବି ଅଟନ୍ତି। ସବୁ କ୍ଷେତ୍ରରେ ଓଡ଼ିଶା ଅନ୍ୟ ମାନଙ୍କ ପାଇଁ ଆଦର୍ଶ ପାଲଟିଛି। ନୁଆ ଯୋଜନାରେ ଲକ୍ଷେ ଯୁବକ ମାନଙ୍କୁ ତାଲିମ ଦିଆଯିବ , ନବ ଓଡ଼ିଶା ଓ ନବୀନ ଓଡ଼ିଶା କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହୋଇଛି।
ଚାରି ହଜାର କୋଟି ଟଙ୍କାର ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କର ସ୍ପଷ୍ଟୀକରଣ ପ୍ରଦାନ କରିଛନ୍ତି। ଆଉ ଏହା ଓଡିଆ ମାନଙ୍କ ପାଇଁ ନିଶ୍ଚିତ ଭାବରେ ବେଶ ସହାୟକ ହେବ।
ଏବେ ସୋସିଆଲ ମିଡ଼ିଆରେ ନବୀନ ଙ୍କ ସରକାର ଙ୍କ ଏହି ବୟାନ ମଧ୍ୟ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ତେବେ ଆପଣଙ୍କୁ ଏହି ଖବର ଶୁଣି କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।