Movie prime

୨୦୨୮ ନିର୍ବାଚନ ରେ ନବୀନ ଙ୍କ ପୁତୁରା ହେବେ ମୁଖ୍ୟମନ୍ତ୍ରୀ, ଏବେ ଠୁ କଣ ହେଲାଣି ପ୍ରସ୍ତୁତି!

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ଏକ ସୂଚନା ମିଳିଛି କି ନବୀନ ପଟ୍ଟନାୟକ ଙ୍କ ପରେ ଏବେ ଅରୁଣ ଙ୍କ ଯୁଗ ଆରମ୍ଭ ହେବା ପାଇଁ ଯାଉଛି ।
ଆଜ୍ଞା ହଁ ବିଜୁ ପଟ୍ଟନାୟକ ଙ୍କ ପରେ ଆସିଥିଲେ ତାଙ୍କ ପୁଅ ନବୀନ ପଟ୍ଟନାୟକ ଓ ଏଣେ ବିଜୁ ପଟ୍ଟନାୟକ ଙ୍କ ନାତି ଅରୁଣ ପଟ୍ଟନାୟକ ଏକ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ସବୁ ଆଶାୟୀ ମାନଙ୍କ ଛାତି ଏବେ ଥରିବାରେ ଲାଗିଛି କାରଣ ବୋଧ ହୁଏ ଅରୁଣ ପଟ୍ଟନାୟକ ଏବେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।
କୁହା ଯାଉଛି କି ନବୀନ ପଟ୍ଟନାୟକଙ୍କ ଚାଲ୍ ଆଗରେ ଫେଲ୍ ମାରିବାକୁ ଯାଉଛି କୂଟନୀତି। ତାଙ୍କ ପୁତୁରା ଏବେ ମୁଖ୍ୟମନ୍ତ୍ରୀ ହେବା ପାଇଁ ଯାଉଛନ୍ତି। ଆଜ୍ଞା ହଁ ନବୀନ ଙ୍କ ଯୁଗ ସରିବା ପରେ ଏବେ ଆରମ୍ଭ ହେବାକୁ ଯାଉଛି ଅରୁଣ ଙ୍କ ଯୁଗ।
Special Report
ଓଡ଼ିଶା ମଧ୍ୟ ଏବେ ଦେଖିବାକୁ ଯାଉଛି ନବୀନ ଙ୍କ ସୂର୍ଯ୍ୟୋଦୟ ଅର୍ଥାତ ତାଙ୍କ ବାପା ବିଜୁ ପଟ୍ଟନାୟକ ଙ୍କ ପରେ ନବୀନ ପଟ୍ଟନାୟକ ଏତେ ବର୍ଷ ଧରି ଓଡ଼ିଶାରେ ରାଜ କରୁଛନ୍ତି।
ଆଉ ଏବେ ନବୀନ ତାଙ୍କ ପୁତୁରା ଙ୍କୁ ଅର୍ଥାତ ବିଜୁ ପଟ୍ଟନାୟକ ଙ୍କ ନାତି ଙ୍କୁ ମୁଖ୍ୟମନ୍ତ୍ରୀ କରିବେ ବୋଲି ଚର୍ଚ୍ଚା ଜୋର ଧରିଛି। ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ ଓଡ଼ିଶାରେ ଗୋଟେ ପ୍ରଶ୍ନ ହିଁ ସମସ୍ତଙ୍କ ମନରେ ଉଙ୍କି ମାରିଥାଏ
 ତାହା ହେଉଛି ନବୀନ ପଟ୍ଟନାୟକଙ୍କ ପରେ କିଏ ହେବ ଓଡ଼ିଶାର ମୁଖ୍ୟମନ୍ତ୍ରୀ? କାରଣ ଆଜି ଯାଏଁ ଓଡ଼ିଶାରେ ସେଭଳି କେହି ନେତା ସୃଷ୍ଠି ହୋଇ ନାହାଁନ୍ତି ଯିଏ କି ନବୀନ ପଟ୍ଟନାୟକ ଙ୍କ ବିକଳ୍ପ ହୋଇ ପାରିବ।
 ବିଜେଡ଼ି ଦଳରେ ମଧ୍ଯ ନବୀନ ପଟ୍ଟନାୟକ ଙ୍କୁ ଛାଡି ଦେଲେ ଆଉ ଦ୍ଵିତୀୟ ନେତା କେହି ହେଲେ ମଧ୍ୟ ନାହାଁନ୍ତି। ତେଣୁ ତାଙ୍କ ପରେ ଆଉ କିଏ ବୋଲି ଅନେକ ଥର ପ୍ରଶ୍ନ କରାଯାଇ ଥାଏ। ଆପଣ ମାନେ ଜାଣିଥିବେ କି ଯେଉଁ ପ୍ରଶ୍ନ ଯେତେ ମାତ୍ରାରେ ପଚରା ଯାଇଥାଏ
 ତାହାକୁ ନେଇ ସେତେ ମାତ୍ରାରେ ଉଡା ଖବର ମଧ୍ଯ ଘୁରି ବୁଲୁଥାଏ। ସେଭଳୀ ଏବେ ଉଡା ଖବର ଆସୁଛି କି ନବୀନ ପଟ୍ଟନାୟକଙ୍କ ପରେ ତାଙ୍କ ପୁତୁରା ମୁଖ୍ୟମନ୍ତ୍ରୀ ହେବେ ।ତେବେ ଦେଖା ଯାଉ ଏହି କଥା ଆଗକୁ କେତେ ମାତ୍ରାରେ ସତ୍ୟ ହେଉଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.