Movie prime

ମାଉସୀ ଏମିତି କଣ କହିଲେ ନବୀନ ଖାଲି ହାବୁଡେ ପଡ଼ନ୍ତେ ମୋର

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ସବୁବେଳେ ଆପଣମାନେ ଏଭଳି କିଛି ଘଟଣା ପାଇପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ
 । ଏଭଳି କିଛି ଘଟଣା ଏବେ ଦେଖିବାକୁ ମିଳୁଛି । ଆମ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁରେ ଏଭଳି କିଛି ଖବର ଆସିଛି ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । 
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁରେ ବୁଢ଼ୀ ମାଉସୀ ଜଣକ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । ଆଉ ସେ ଏଭଳି କଥା କହିଛନ୍ତି ଯାହା ଶୁଣିଲେ ଯେ କେହିବି ମନରେ ଅନେକ କଥା ଭାବିବ ।
ଏହି ମାଉସୀ ଜଣକ ଗଣମାଧ୍ୟମ ଆଗରେ ଏହି କଥା କହିଛନ୍ତି । ଆଉ ଏହାସହ ସେ ସଫା କରିବା କାମ କରନ୍ତି । ତାଙ୍କ ସହ ମଧ୍ୟ ଅନେକ ମହିଳା ଅଛନ୍ତି । ଏହି ଭିଡିଓ ମାଧ୍ୟମରେ ଆପଣ ମାଉସୀ କହୁଥିବା କଥା ବିଷୟରେ ଜାଣିପାରିବେ । 
ମାଉସୀ ଜଣକ କହିଛନ୍ତି ତାଙ୍କ ରୋହି ଜଳୁଛି । ସେ ବହୁତ ଦୁଃଖରେ ଅଛନ୍ତି । ଗ୍ୟାସ ରେଟ୍ ବଢ଼ିଲାଣି, ତେଲ ଲିଟର ୧୫୦ ଟଙ୍କା ଆଉ ଏଭଳି ସବୁ ଜିନିଷର ରେଟ୍ ବଢ଼ିଲାଣି । ଆଉ କଣ୍ଟ୍ରୋଲ ଚାଉଳ ୧ ଟଙ୍କାରେ ମିଳିଗଲେ ସବୁ କିଛି ମିଳିଯିବ ତାହା ନୁହେଁ ।
ଆଉ ସେମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି କହିଛନ୍ତି କିନ୍ତୁ ଦରକାର ତାଙ୍କ ପାଇଁ କିଛି କରୁନାହିଁ । କେବଳ ୧ ଟଙ୍କାରେ ଚାଉଳ ଦେଇଦେଲେ ସବୁ କିଛି ଠିକ୍ ହୋଇଯିବ ତାହା ନୁହେଁ । 
ଏହାସହ ସେ ଅନେକ ରୂଢି ସହ ତାଙ୍କମାନଙ୍କର ଅସୁବିଧା କଥା କହିଛନ୍ତି । ଆଉ ଏହି ଭିଡିଓରେ ଆପଣମାନେ ଏହିସବୁ ଅସୁବିଧା ବିଷୟରେ ଶୁଣିପାରିବେ । ଏହାସହ ସେ ମଧ୍ୟ କହିଛନ୍ତି ଖାଲି ନବୀନ ତାଙ୍କ ହାବୁଡ଼ରେ ଥରେ ପଡନ୍ତୁ !
ଆଉ ଏହିସବୁ କଥା ନବୀନକୁ ଶୁଣାଇ ଦେବ । ଆଉ ତାଙ୍କ କଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପସନ୍ଦ ଆସୁନି ବୋଲି ସେ କହିଛନ୍ତି । ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ସେମାନେ ହେଉଛନ୍ତି ମଳି ମୁଣ୍ଡିଆ ଲୋକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ କଥା ଶୁଣୁ ନାହିଁ ।