Movie prime

ଗୋଟିଏ ଗୋଡରେ ନାଚିଲା କୁନି ଝିଅ ଦେଖନ୍ତୁ ଏହି ସୁନ୍ଦର ଦୃଶ୍ୟ ସମସ୍ତେ ଦେଖି ହେଲେ ସମ୍ପୂର୍ଣ ଆଶ୍ଚର୍ୟ୍ଯ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନର ଡିଜିଟାଲ ଦୁନିଆରେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଗୁଡିକ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଆଉ ଏସବୁ ଘଟଣା ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ଅତି ସହଜରେ ଦେଖି ପାରୁଛନ୍ତି ।
Special Report
ବନ୍ଧୁଗଣ ଏମିତି ଅନେକ ଲୋକ ଅଛନ୍ତି ଯେଉଁ ମାନେ ସୋସିଆଲ ମିଡିଆ ମାଧ୍ୟମରେ ନିଜର ମନୋରଞ୍ଜନ କରିପାରୁଛନ୍ତି। ଆଉ କିଛି ଲୋକ ଏପରି ବି ଅଛନ୍ତି ଯେଉଁ ମାନେ ସୋସିଆଲ ମିଡିଆ ମାଧ୍ୟମରେ ଲୋକ ମାନଙ୍କ ମନୋରଞ୍ଜନ କରାଇ ଅତି ସହଜରେ ଫେମସ ହୋଇପାରୁଛନ୍ତି। 
ବନ୍ଧୁଗଣ କୁହାଯାଇଥାଏ ଯେ ଭଗବାନ ସବୁ ମଣିଷଙ୍କୁ କିଛି ନା କିଛି ବିଶେଷ ଗୁଣ ଦେଇ ଥାନ୍ତି। କେବଳ ଏହାକୁ ଚିହ୍ନିବାକୁ ପଡିଥାଏ। ତେବେ ଏହି ଗୁଣ ଆପଣଙ୍କୁ ନଦେଖା ଗଲେ ମଧ୍ୟ ଅନ୍ୟ ଲୋକଙ୍କୁ ଦେଖାଯାଏ।
Special Report
ଟ୍ୟାଲେଣ୍ଟ ଏମିତି ଗୋଟେ ଜିନିଷ ଭଗବାନ ମଣିଷକୁ ଦେଇଛନ୍ତି ଯାହା କେବେ ଲୁଚିକି ରହିବ ନାହିଁ, ଦିନେ ନା ଦିନେ ସମସ୍ତଙ୍କ ସାମ୍ନାକୁ ଆସିଥାଏ। ତେବେ ଧନୀ ହୁଅନ୍ତୁ ବା ଗରିବ ଭଗବାନ ସମସ୍ତଙ୍କୁ ଟ୍ୟାଲେଣ୍ଟ ବୋଲି ଜିନିଷ ଦେଇଥାନ୍ତି। ଏହି ଟ୍ୟାଲେଣ୍ଟ ସାହାଯ୍ୟରେ ପୁରା ଦୁନିଆରେ ଲୋକ ମାନ ସମ୍ମାନ ଏବଂ ନାଁ ପାଇଥାନ୍ତି।
ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଭିଡିଓ ଦେଖିବାକୁ ମିଳିଛି ଗୋଟିଏ ଗୋଡ଼ରେ କମାଲ ନୃତ୍ୟ କରି ମନ ଜିଣି ନେଲେ କୁନି ଝିଅ। ବୋରିଗୁମ୍ମା ସ୍ଥିତ ମିନି ଷ୍ଟାଡିୟମରେ ବ୍ଲକ ସ୍ତରୀୟ ଦିବ୍ୟାଙ୍ଗ ଶିଶୁଙ୍କ ନିମନ୍ତେ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
Special Report
ଏହି କାର୍ଯ୍ୟକ୍ରମରେ ବୋରିଗୁମ୍ମା ବ୍ଲକର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟର ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ବିଭିନ୍ନ ପ୍ରକାରର ଖେଳ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। 
ସବୁଠାରୁ ଆକର୍ଷଣ ନୃତ୍ୟ ପରିବେଷଣ କରିଥିଲେ ବୋରିଗୁମ୍ମା ବ୍ଲକ ଢୁଟିଗୁଡା ପ୍ରାଥମିକ ବିଦ୍ୟାଳୟର ଜଣେ ଦିବ୍ୟାଙ୍ଗ ଛାତ୍ରୀ ଗୋଟିଏ ଗୋଡ଼ରେ ଖୁବ ସୁନ୍ଦର ହୃଦୟସ୍ପର୍ଶୀ ନୃତ୍ୟ ପରିବେଷଣ କରିଥିଲେ।
ଏହି ନୃତ୍ୟକୁ ଦେଖି ସମସ୍ତଙ୍କ ଆଖିରେ ଲୁହ ଆସି ଯାଇଥିଲା। ଭଗବାନ ଲୋକଙ୍କୁ ଅନେକ କିଛି ଦେଇ ମଧ୍ୟ ମଣିଷଜାତି ସବୁବେଳେ ଅଭିଯୋଗ ଆଣିଥାଏ। କିନ୍ତୁ ଏହି କୁନି ଝିଅଟି ନିଜର ଇଛା ଶକ୍ତି ଆଉ ବିଶ୍ୱାସ ବଳରେ ଅନେକ କିଛି ଅସମ୍ଭବ କୁ ସମ୍ଭବ କରିଦେଇଖେଇଛି।