Movie prime

ମୋଦୀ ଆମେରିକା ର ପ୍ରେସିଡେଣ୍ଟ ଠୁ ବି ବେଶୀ ସିକ୍ୟୁରିଟି ରେ ରହୁଛନ୍ତି, ପିମ୍ପୁଡ଼ି ବି ପଶି ପରିବନି

 
Special Report
ଆପଣମାନେ ଯେତେବେଳେ ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ରାଲି ଦେଖିଥାନ୍ତି ସେତେବେଳେ କଳା କଳା ଚଷମା ପିନ୍ଧିଥିବା ଲୋକମାନଙ୍କୁ ନରେନ୍ଦ୍ର ମୋଦି ଙ୍କ ଆଖପାଖରେ ରହିଥିବାର ଆପଣମାନେ ଦେଖିଥିବେ।
କିନ୍ତୁ ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଯେ ଏମାନେ ଚଳବୁଲା କରୁଥିବା ଘାତକ ହତିଆର ଅଟନ୍ତି।
ଏମାନେ କେବଳ ଖାଲିରେ ଚଶମା ପିନ୍ଧି ନଥାନ୍ତି।ଏହାର ବହୁତ ବଡ଼ କାରଣ ରହିଛି।ସେମାନେ ଶାଗୁଣା ପରି ନଜର ରଖିଥାନ୍ତି।ଏବଂ ଏମାନଙ୍କ ଏସ ପିଜି କମାଣ୍ଡୋ ବୋଲି କୁହାଯାଇଥାଏ।
ଆଉ ଏହି ଏସ ପିଜି କମାଣ୍ଡୋ ଙ୍କ ଦାୟିତ୍ଵ କେବଳ ଦେଶର ପ୍ରଧାନ ମନ୍ତ୍ରୀ ଙ୍କୁ ସୁରକ୍ଷା ଦେବାକୁ ଥାଏ।ଏହି ଏସ ପିଜି କମାଣ୍ଡୋ ଯେମିତି ସାଧାରଣ ଦେଖା ଯାଇଥାନ୍ତି ସେତେ ଅଧିକ ଶକ୍ତିଶାଳୀ ଆଉ ଘାତକ ହୋଇଥାନ୍ତି।ଏମାନେ ବାହାରକୁ ସାଧାରଣ ସୁଟ ପିନ୍ଧିଥାନ୍ତି।
ତାଙ୍କ ପାଖରେ ବିଭିନ୍ନ ପ୍ରକାରର ଅସ୍ତ୍ର ଶସ୍ତ୍ର ରହିଥାଏ।ଯେପରି କି FN f୨୦୦୦,FN SCAR,FNP90 ଏଭଳି ଅନେକ କିଛି ହତିଆର ଏମାନଙ୍କ ପାଖରେ ରହିଥାଏ।ଯାହାକି ବହୁତ ଭୟଙ୍କର ହୋଇଥାଏ।
ଏହି ବନ୍ଧୁକ ଗୁଡ଼ିକର ଖାସ କଥା ହେଉଛି ଯେ ଏହି ବନ୍ଧୁକ ଗୁଡିକରେ ଗୋଟିଏ ମିନିଟ ରେ ପାଞ୍ଚ ଶହ ରୁ ଅଧିକ ଗୁଳି ଫାୟାର ହୋଇ ପାରିଥାଏ।
ଆପଣମାନେ ସବୁବେଳେ ଦେଖିଥିବେ ଯେ ଏମାନଙ୍କ ହାତରେ ଏକ କଳା ରଙ୍ଗର ଶୁଟ କେଶ ଥାଏ କିନ୍ତୁ ଏହା କୌଣସି ସୁଟ୍ କେଶ ନୁହେଁ।
ତାହା ଏକ ବୁଲେଟ ପ୍ରୁଫ ସିଲ ହୋଇଥାଏ।ଯଦି କୌଣସି ହଠାତ୍ ଗୁଳି ଚାଲି ଥାଏ ତାହେଲେ ତୁରନ୍ତ ଏହାକୁ ଖୋଲି ଦିଆଯାଇଥାଏ। ଆଉ ଏହା ପଛରେ ପ୍ରଧାନମନ୍ତ୍ରୀ ଙ୍କୁ ସୁରକ୍ଷା ଦିଆଯାଇଥାଏ।
ଏହି ଘଟଣାଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.