Movie prime

ମୁଁହ ଦେଖି ଜାଣନ୍ତୁ ନାରୀ ମାନଙ୍କ ଚରିତ୍ର କିପରି ଦେଖନ୍ତୁ ଜାଣି ପାରିବେ ପୁରା ସତ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ, କୁହାଯାଏ ଜଣେ ବ୍ୟକ୍ତିଙ୍କ ମୁହଁକୁ ଦେଖିଦେଲେ ସେ କିପରି ସ୍ୱଭାବର ତାହା ଜାଣିହେବ। ହେଲେ, ମୁହଁକୁ ଦେଖି ତାଙ୍କ ବ୍ୟକ୍ତିତ୍ୱ ସମ୍ପର୍କରେ ଜାଣିବା ଏକ କଷ୍ଟକର କଥା। କିନ୍ତୁ ଆପଣ ଜଣଙ୍କ ମୁହଁକୁ ଚାହିଁ, ତାଙ୍କ ବ୍ୟକ୍ତିତ୍ୱ ସମ୍ପର୍କରେ କିପରି ଜାଣି ପାରିବେ, ଜ୍ୟୋତିଷ ଶାସ୍ତ୍ରରେ ସେନେଇ ଉପାୟ ମଧ୍ୟ ରହିଛି। 
Special report
୧- ଯେଉଁ ମହିଳାଙ୍କ ମୁହଁର ଆକାର ଲମ୍ବା ଏବଂ ପତଳା ହୋଇଥାଏ। ସେମାନେ ଶାରିରୀକ ଭାବରେ ଖୁବ୍ ବଳବାନ ହୋଇଥାନ୍ତି। ଏହି ମହିଳା ମାନେ ସବୁବେଳେ ବ୍ୟବସ୍ଥିତ ଭଙ୍ଗରେ ରହିବାକୁ ପସନ୍ଦ କରନ୍ତି। 
୨- ଯେଉଁ ମହିଳାଙ୍କ ମୁହଁର ଆକାର ଅଣ୍ଡାକାର ହୋଇଥାଏ, ସେହି ମହିଳା ମାନେ ଆକର୍ଷିତ ସ୍ଵଭାବର ହୋଇଥାନ୍ତି। ଏହି ମହିଳା ମାନେ ଖରାପ ଏବଂ ଭଲ ପରିସ୍ଥିତିରେ ନିଜକୁ ଆୟତ କରି ରଖିଥାନ୍ତି। 
Special report
୩- ଯେଉଁ ସ୍ତ୍ରୀଙ୍କ ମୁହଁର ଆକାର ଗୋଲ ଅଟେ ସେହି ସ୍ତ୍ରୀଙ୍କ ଲଭ୍ ଲାଇଫ ବହୁତ୍ ଖୁସିରେ କଟିଥାଏ। 
୪- ଯେଉଁ ସ୍ତ୍ରୀଙ୍କ ମୁହଁର ଆକାର ତ୍ରିଭୁଜକାର ହୋଇଥାଏ ସେହି ସ୍ତ୍ରୀ ଚଞ୍ଚଳ ପ୍ରକୃତିର ହୋଇଥାନ୍ତି। 
୫- ଯେଉଁ ସ୍ତ୍ରୀ ଙ୍କ ମୁହଁର ଆକାର ଚାରି କୋଣିଆ ସଦୃଶ୍ୟ ହୋଇଥାଏ, ସେହି ସ୍ତ୍ରୀ ମାନେ ବହୁତ୍ ବୁଦ୍ଧିମାନ ହୋଇଥାନ୍ତି। ଏବଂ ସେହି ସ୍ତ୍ରୀମାନେ ଛୋଟ ଛୋଟ କଥାରେ ଖୁବ୍ ଶୀଘ୍ର ରାଗିଯାନ୍ତି।
Special report
୬:- ଯେଉଁ ସ୍ତ୍ରୀଙ୍କ ମୁହଁର ଆକାର ଚେପା ହୋଇଥାଏ ସେହି ସ୍ତ୍ରୀଙ୍କ ଥୋଡ଼ି ଏବଂ ମଥା ଉଚ୍ଚ ହୋଇଥାଏ।
୭:- ଯେଉଁ ସ୍ତ୍ରୀଙ୍କ ମୁଣ୍ଡ ଲମ୍ବା ହୋଇଥାଏ ଏବଂ ଚଉଡ଼ା କମ୍ ହୋଇଥାଏ, ସେହି ସ୍ତ୍ରୀ ଜୀବନରେ ସବୁ ସୁବିଧା ପାଇଥାନ୍ତି।
Special report
୮:- ଯେଉଁ ସ୍ତ୍ରୀଙ୍କ ମୁଣ୍ଡର ଆକାର ମଧ୍ୟମ ଧରଣ ହୋଇଥାଏ ସେହି ସ୍ତ୍ରୀ ପଇସା ମାମଲାରେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି।
୯:- ଯଦି କୌଣସି ମହିଳାଙ୍କ ମୁଣ୍ଡ ଅନ୍ୟ ଲୋକଙ୍କ ଅପେକ୍ଷା ଅଲଗା ହୋଇଥାଏ, ମୁଣ୍ଡଟି ବଡ଼ ଏବଂ ଚଉଡ଼ା ହୋଇଥାଏ, ସେହି ମହିଳା ମାନଙ୍କୁ ଜୀବନରେ ବହୁତ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ।
୧୦:- ଯେଉଁ ସ୍ତ୍ରୀଙ୍କ ମୁହଁର ଆକାର ଗୋଲ କିମ୍ୱା ବୃତ୍ତାକାର ହୋଇଥାଏ, ସେହି ସ୍ତ୍ରୀ ଟିକେ ମୋଟା, ଅଳସୁଆ ଏବଂ ଦେଖିବାକୁ ଆକର୍ଷିତ ହୋଇଥାନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.