Movie prime

ନବୀନ ଆଉ ପାଣ୍ଡିଆନ ଙ୍କ ଯୋଡ଼ି ଓଡ଼ିଶା ରେ କରୁଚି କମାଲ,ଓଡ଼ିଶା ବିଗତ ୨ ବର୍ଷ ରେ ମୁମ୍ବାଇ ଭଳି ଉନ୍ନତି କରିଛି..

 
Hu
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ବିକାଶ ସାଜିଛି ଓଡ଼ିଶା ର ନୂଆ ପରିଚୟ।ରାଜ୍ୟ ର ଉନ୍ନତି କୁ ପ୍ରଥମ ଓ ଶେଷ ପ୍ରସଙ୍ଗ କରିଛି ଶଙ୍ଖ ଦଳ।ଲୋକଙ୍କ ମନ କୁ ଛୁଇଁଛି ନବୀନ ଙ୍କ ଲୋକାଭିମୁଖୀ ଯୋଜନା।
ରାଜ୍ୟ ରେ ଦୃତଗତି ରେ ବଢୁଛି ବିକାଶ ର ଗାଡି। ଯୁଆଡେ ଦେଖିଲେ ସିଆଡେ କେବଳ ବିକାଶ ହିଁ ବିକାଶ। ଯାହାକି ନୂଆ ଓଡ଼ିଶାର ପରିଚୟ ସାଜିଛି।ରାଜ୍ୟ ର ବିକାଶ,ପ୍ରଗତି ଓ ଉନ୍ନତି କୁ ପ୍ରଥମ ଓ ଶେଷ ପ୍ରସଙ୍ଗ କରିଛି ବିଜେଡି।
Ui
ଏହି ଲକ୍ଷ୍ୟ ହାସଲ ଲାଗି ରାଜ୍ୟ ର ବିକାଶ କୁ ଆଗକୁ ନେବା ସହିତ ଗତିଶୀଳ କରିବା ପାଇଁ ଦଳ କାମ କରୁଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଲୋକାଭିମୁଖୀ ଯୋଜନା କରୁଛନ୍ତି ତାହା ଲୋକଙ୍କ ମନ କୁ ଛୁଇଁଛି।
ଗ୍ରାଉଣ୍ଡ ରେ ବିଜେଡି କୁ ଓଡ଼ିଶାବାସୀ ଆର୍ଶୀବାଦ କରୁଛନ୍ତି।ଯାହା ଓଡ଼ିଶା ରାଜନୀତି ର ତୃଣମୂଳ ସ୍ତର ରେ ମାଇଲ ଖୁଣ୍ଟ ସଦୃଶ ଛିଡ଼ା ହୋଇଛି ବିଜେଡି। ମନ କିଣିଛି ନବୀନ ଙ୍କ ଲୋକାଭିମୁଖୀ ଯୋଜନା।
Hh
ଲୋକମାନେ ବେଶ ଖୁସି ଅଛନ୍ତି।ବିକାଶ,ପ୍ରଗତି ଓ ଉନ୍ନତି ପଥେ ଓଡ଼ିଶା ଆଗେଇ ଚାଲିଛି।ଓଡ଼ିଶାବାସୀ ଙ୍କ ପାଇଁ ନବୀନ ଯୋଜନା ପରି ଯୋଜନା ର ଭଣ୍ଡାର ଖୋଲି ଦେଇଛନ୍ତି।
ଯୋଜନା ସବୁ କୁ ସତ ପ୍ରତିଶତ ଗ୍ରାଉଣ୍ଡ ରେ ସଫଳ କରି ଚାଲିଛନ୍ତି ରାଜ୍ୟ ସରକାର।ସ୍ବାସ୍ଥ୍ୟ, ଶିକ୍ଷା,ଗମନାଗମନ ରୁ ଆରମ୍ଭ କରି ଶିଳ୍ପ,ପର୍ଯ୍ୟଟନ ସାମାଜିକ ସୁରକ୍ଷା କ୍ଷେତ୍ର ରେ ଓଡ଼ିଶା ରେ ଆରମ୍ଭ ହୋଇଛି ନୂଆ ଅଧ୍ୟାୟ।
ଏସବୁ ଯୋଜନା ରେ ସାଡେ ଚାରି କୋଟି ଲୋକମାନେ ଖୁସି ଅଛନ୍ତି।ନିର୍ବାଚନ ସମୟରେ ନବୀନ ଙ୍କ ଲୋକାଭିମୁଖୀ ଯୋଜନା ଯୋଗୁ ତୃଣମୂଳ ସ୍ତର ରେ ବିଜେଡି ପ୍ରତି ଲୋକଙ୍କ ଆର୍ଶୀବାଦ ବଢ଼ିବାରେ ଲାଗିଛି।
ଓଡ଼ିଶା ର ବିକାଶ, ପ୍ରଗତି ଓ ଉନ୍ନତି ର ଦଳ ପ୍ରଥମ ଓ ଶେଷ ପ୍ରସଙ୍ଗ କରିଛି।ଏହି ଖବରଟି ବର୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି