Movie prime

ନବୀନ ବାବୁ ଙ୍କ ଡବଲ ଚାଲାଖି ଧରା ପଡ଼ିଗଲା, ଗରିବ ଲୋକ ଙ୍କୁ ମାଗଣା ରେ ବାଣ୍ଟିଲେ 5t ବ୍ୟାଗ ....

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବିଜେଡ଼ି ସରକାର ଙ୍କ ବ୍ୟାଗ ପଲିଟିକ୍ସ। ଶଙ୍ଖ ଲଗା ବ୍ୟାଗ ଦେଇ ବ୍ୟାଗ ହାତେଇବାକୁ ଚକ୍ରାନ୍ତ କରିଛି। କେନ୍ଦ୍ର ଦେଉଛି ଚାଉଳ ରାଜ୍ୟ ଦେଉଛି ଖାଲି ବ୍ୟାଗ। ଏବେ ଧରା ପଡି ଯାଇଛି ପାଣ୍ଡିଆନ ସରକାର ଙ୍କ ନୂଆ ଚାଲ।
Special report
ଏବେ ଏସଏଜି ମହିଳା ଙ୍କୁ ଏହି ବ୍ୟାଗ ଦେଇ ଭୋଟ ହାତେଇବା ପାଇଁ ଚକ୍ରାନ୍ତ ଚଳାଇଛି ବିଜେଡ଼ି। ଆଉ ଲୋକମାନେ କିନ୍ତୁ ଭୋଟ ମୋଦୀ ଙ୍କୁ ଦେବେ ବୋଲି,
ଜଣେ ମହିଳା ହିତାଧିକାରୀ ମିଡିଆ ସାମ୍ନାରେ କହିଛନ୍ତି। ସେ କହିଥିଲେ କି କେନ୍ଦ୍ର ସରକାର ତାଙ୍କୁ ସବୁ କିଛି ଯୋଗାଉ ଛନ୍ତି। ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନାରେ ଅଶି କୋଟି ଦେଶବାସୀ ଙ୍କୁ ମାଗଣାରେ ରାସନ ଯୋଗାଉ ଛନ୍ତି।
ଦେଶର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାହା ବାହା ନେବା ପାଇଁ ଆମ ଓଡ଼ିଶା ନବୀନ ଓଡ଼ିଶା ବ୍ୟାଗ ମାଧ୍ୟମରେ କଣ୍ଟ୍ରୋଲ ଦୋକାନ ରେ ନିଜର ପ୍ରଚାର କରୁଛନ୍ତି। ଏହା ନିର୍ବାଚନ ପୂର୍ବରୁ ନବୀନ ସରକାର ଙ୍କ ନୂଆ ଚାଲ।
Special report
ଏହା ପଲିଟିକ୍ସ କରି ବ୍ୟାଗ ହାତେଇବା ପାଇଁ ବର୍ତ୍ତମାନ୍ ସମୟରେ ଯୋଜନା ଚାଲିଛି। କେନ୍ଦୀୟ ଯୋଜନାକୁ ନିଜ ନାଆଁ ପ୍ରଚାରରେ ବିଜେପି ଜୋର୍ ଦାର ଭାବରେ ବିରୋଧ କରିଛି।
ନୂଆପଡ଼ା , ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ପଞ୍ଚାୟତ ପିଡିଏସ କେନ୍ଦ୍ରରେ ହିତାଧିକାରୀ ମାନଙ୍କୁ ଖାଲି ବ୍ୟାଗ ବଣ୍ଟନ କରାଯାଇଛି। ବ୍ୟାଗ ରେ 5T ସହ ଆମ ନବୀନ ଓଡ଼ିଶା ମଧ୍ୟ ସେଥିରେ ଲେଖା ଯାଇଥିବା ଦେଖିବାକୁ ମିଳିଛି।
ଏହି ଖାଲି ବ୍ୟାଗ ନେଇ ସାରିବା ପରେ ହିତାଧିକାରୀ ମାନେ ତାଙ୍କ ଉପରେ ବର୍ଶି ଛନ୍ତି। ସେମାନେ କହିଛନ୍ତି କି ନବୀନ ସରକାର ନିର୍ବାଚନ ପାଖେଇ ଆସୁଛି ବୋଲି ଏଭଳି କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି।
ଏହାକୁ ନେଇ ଏବେ ମଧ୍ଯ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଆପଣ ଏହାକୁ ନେଇ ଆମକୁ ମତ ଦେବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।

Around The Web