Movie prime

ବିଜୁ ଜନତା ଦଳ ର ଭୀଷ୍ମ ପିତାମହ ହେଉଛନ୍ତି ନବୀନ..ଆଉ ଅର୍ଜୁନ ଙ୍କ ପରି ଶିଷ୍ୟ ହେଉଛନ୍ତି ପାଣ୍ଡିଆନ

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବିଜେପି କହୁ କିଏ ଆଉଟ୍ ସାଇଡର? ଆସନ୍ତା ନିର୍ବାଚନରେ କ୍ଲିନ ସୁଇପ କରିବ ବିଜେଡ଼ି। ବିଜେପି ଦୁଇ ଅଙ୍କ ନ ଛୁଇଁବା ର ରହିଛି ସମ୍ଭାବନା।
ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ରାଜନୀତିକ ଉଷ୍ମତା ମଧ୍ୟ ସେତେ ମାତ୍ରାରେ ବଢ଼ିବାରେ ଲାଗିଛି। ଏହାରି ମଧ୍ୟ ରେ ପ୍ରତି ଦଳୀୟ ପ୍ରାର୍ଥୀ ମାନେ ନିଜ ନିଜ ଦଳ ପାଇଁ ଜୋର୍ ସୋର ରେ ପ୍ରଚାର କରିବା ମଧ୍ୟ ଆରମ୍ଭ କରି ଦେଇଛନ୍ତି।
Nj
ବିଜେଡିର ଷ୍ଟାର କ୍ୟାମ୍ପେନର ଭାବରେ ମଇଦାନ କୁ ଓହ୍ଲାଇ ଥିବା କାର୍ତ୍ତିକ ପାଣ୍ଡିଆନ ମଧ୍ୟ ଦଳ ପାଇଁ ପ୍ରଚାରକୁ ଜୋରଦାର କରି ଦେଇଛନ୍ତି। ରାଜ୍ୟରେ ବିଭିନ୍ନ ଆସନକୁ ଭ୍ରମଣ ରେ ଯାଇ ଯୋଡ଼ି ଶଙ୍ଖର
ଭୋଟ ଦେବାକୁ ନିବେଦନ କରିବା ସହ ରାଜ୍ୟ ସରକାର ଙ୍କ ବିକାଶ ର କଥା କହିଛନ୍ତି। ବିରୋଧୀଙ୍କ ବିଭିନ୍ନ ପ୍ରସଙ୍ଗ ନେଇ ପାଣ୍ଡିଆନ କହିଛନ୍ତି କି ଆଉଟ୍ ସାଇଡର କିଏ? ୱାନ ନେଶନ କହୁଥିବା ଜାତୀୟ ଦଳ ବିଜେପି ପ୍ରଥମେ କହିବା ଦରକାର୍ କି,
କିଏ ଆଉଟ୍ ସାଇଡର? ଜଣେ ଭାରତୀୟ ନାଗରିକ କିଏ ସେମାନେ ତାହା ବୁଝାଇବା ଦରକାର୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରସ୍ପର କୁ ଖୁବ ସମ୍ମାନ ଦିଅନ୍ତି। ସେମାନେ ହେଉଛନ୍ତି ପ୍ରକୃତ ରାଷ୍ଟ୍ର ନିତିଜ୍ଞ।
Jj
ବିଜୁ ଜନତା ଦଳ ମଧ୍ୟ ଆସନ୍ତା ନିର୍ବାଚନରେ କ୍ଲିନ୍ ସୁଇପ୍ କରିବ। ଏପରି କି ବିଜେପି ଦୁଇ ଅଙ୍କ ନ ଛୁଇଁବା ର ମଧ୍ୟ ସମ୍ଭାବନା ରହିଛି।୨୦୧୯ ତୁଳନା ରେ ଏବେ ବିଜେଡ଼ି ଅଧିକ ଲୋକସଭା ଆସନ ଜିଣିବ ,
ବିଧାନ ସଭାରେ ମଧ୍ୟ ବିଜେଡ଼ି ତିନି ଚତୁର୍ଥାଂଶ ଆସନ ହାତେଇବ। ଏହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଆଉ ଅନେକ ମତାମତ ରୁ ଏହା ମଧ୍ୟ ଜଣା ପଡ଼ିଛି କି ବୋଧ ହୁଏ ଏଥର ପୁଣି ଥରେ ବିଜେଡ଼ି ହାତକୁ ଶାସନ ଭାର ଯିବ।
ଏହାକୁ ନେଇ ସାରା ଓଡ଼ିଶାରେ ଏବେ ଖୁବ୍ ଚର୍ଚ୍ଚା ଲାଗି ରହିଛି। ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.