Movie prime

୨୦୨୪ ରେ ନବୀନ ଙ୍କ ଜାତକ କହୁଛି କି ପୁଣି ଥରେ ଓଡ଼ିଶା କୁ ଘାଣ୍ଟିବେ...

 
Special Report
ନମସ୍କାର ପାଠକ ବନ୍ଧୁ। ଆସିଛି ବଡ ଖବର।ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ରାଶି ବିଷୟ ରେ ଆପଣ ମାନେ ସମସ୍ତେ ଜାଣି ଥିବେ।ତାଙ୍କ ରାଶି ହେଉଛି ମିଥୁନ।ଆଜି ଆମେ ଏହି ବିଷୟ ରେ କଥା ହେବୁ।ଜଣେ ଜ୍ୟୋତିର୍ବିଦ ତାଙ୍କ ରାଶି ଚକ୍ର କୁ ନେଇ ଆଲୋଚନା କରି ଥିଲେ।
Special Report
ସେ ଏଥିରେ ନବୀନ ପଟ୍ଟନାୟକ ଙ୍କ ଆଗୁଆ ଭବିଷ୍ୟ ବାଣୀ କରିଛନ୍ତି।ତାଙ୍କ ମତ ରେ ନବୀନ ପଟ୍ଟନାୟକ ଙ୍କ ରାଶି ଟି ବହୁତ ଭଲ ରହିଛି।ଆଗକୁ ତାଙ୍କର ଆହୁରି ଉନ୍ନତି ହେବ।ଓ ତାଙ୍କ ଦଳ ର ସମସ୍ତ ସଦସ୍ୟ ତାଙ୍କୁ ଅଧିକ ମାନିବେ।ଲୋକ ମାନେ ତାଙ୍କୁ ଏବେ ବହୁତ ପସନ୍ଦ କରନ୍ତି।ଆଗକୁ ଆହୁରି ଅଧିକ ପସନ୍ଦ କରିବେ।
ସୂଚନା ଅନୁସାରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ରାଶି ଚକ୍ର କୁ ନେଇ ଏବେ ଖୁବ୍ ଆଲୋଚନା କରା ଯାଇଛି।କୁହା ଯାଇଛି। ତାଙ୍କ ରାଶି ଏବେ ଖୁବ୍ ଭଲ ରହୁଚି।ଆଗକୁ ହେବାକୁ ଥିବା ନିର୍ବାଚନ ରେ ସେ ପୁଣି ଠାରେ ସଂଖ୍ୟା ଗରିଷ୍ଠତା ହାସଲ କରିବେ।
ଲୋକ ମାନେ ବିପୁଳ ପରିମାଣରେ ଭୋଟ ଦେଇ ଜିତାଇବା।ମିଥୁନ ରାଶି ଏପ୍ରିଲ୍ ମାସ ପର୍ଯ୍ୟନ୍ତ ଭଲ ରହିବ।ଏଥିରେ ବଳବାନ ଶନି ବଳବାନ ରାହୁ ଓ ବଳବାନ ବୃହସ୍ପତି ରହିବ।ଯାହା ଫଳ ରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ରାଶି ଟି ଭଲ ରହିବ।
Special Report
ଆଗକୁ ନିର୍ବାଚନ ରହିଛି।ଏହାକୁ ନେଇ ଏବେଠାରୁ ଚର୍ଚ୍ଚା ହେଲାଣି।ଏହି ନିର୍ବାଚନ ରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଜିତିବାର ଶହେ ପ୍ରତିଶତ ସୁଯୋଗ ରହିଛି।ଓଡ଼ିଶା ର ରାଶି ହେଉଚି କର୍କଟ।ମିଥୁନ ରାଶି ସହିତ କର୍କଟ ରାଶି ର ଭଲ ସମ୍ପର୍କ ରହିବ।ମିଥୁନ ରାଶି ଏପ୍ରିଲ ମାସ ପର୍ଯ୍ୟନ୍ତ ବଳବାନ ଶନି ରାହୁ ରହିବେ।
ଯାହା ଦ୍ଵାରା ଏହି ରାଶି ର ବ୍ୟକ୍ତି ମାନଙ୍କର ଉନ୍ନତି ଦେଖା ଦେବ।କିନ୍ତୁ ସ୍ବାସ୍ଥ୍ୟ କ୍ଷେତ୍ର ରେ ଏ ବର୍ଷ ସେମାନଙ୍କ ପାଇଁ ଭଲ ନାହିଁ।ବିଭିନ୍ନ ରୋଗ ରେ ଏହି ବର୍ଷ ସେମାନେ ପୀଡ଼ିତ ହେବେ।ହୃଦୟ ରୋଗ କିମ୍ବା ପେଟ ରୋଗ ବଢିବ।
ଆପଣ ମାନେ ସମସ୍ତେ ଜାଣି ଥିବେ ମିଥୁନ ରାଶି ହେଉଚି ଆମ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ରାଶି।ପୂର୍ବ ବର୍ଷ ଭଳି ୨୦୨୪ ରେ ମଧ୍ୟ ତାଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍ ରହିବ ନାହିଁ।ସେଥିପାଇଁ ତାଙ୍କୁ ଟିକେ ସଚେତନ ରହିବାକୁ ପଡିବ।
ଏହି ବର୍ଷ ରାଜ୍ୟ ରାଜନୀତି ରେ ବହୁତ ଉନ୍ନତି ହେବ।ମୁଖ୍ୟ ମନ୍ତ୍ରୀ ନୂଆ ନୂଆ ଯୋଜନା ପ୍ରସ୍ତୁତ କରିବେ।ଲୋକ ମାନେ ଏଥିରେ ବହୁତ ଖୁସି ହେବେ।ଯେଉଁଥିପାଇଁ ସେ ଏହି ବର୍ଷ ଜିତିବାର ଯଥେଷ୍ଟ ସମ୍ଭାବନା ରହିଛି।