Movie prime

ନବୀନ ବାବୁ ପୁଣି ଗରିବ ଙ୍କୁ ସାହାଯ୍ୟ କରିବାକୁ ବାହା କଲେ ନୂଆ ବସ ଯୋଜନା, ଫୁଲ ଭଳିଆ ଆରାମ ରେ ଯିବେ ଗରିବ ଲୋକେ...

 
Special Report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକ ମାନଙ୍କ ସୁବିଧା ପାଇଁ ନିକଟ ରେ ଲକ୍ଷ୍ମୀ ବସ୍ ସେବା ଯୋଗାଇ ଦେଇ ଥିଲେ।ଆଗକୁ ନିର୍ବାଚନ ରହିଛି।ଏହାକୁ ଦୃଷ୍ଟି ରେ ରଖି ବିଭିନ୍ନ ରାଜନୈତିକ ଦଳ ନିଜ ନିଜ ର ଯୋଜନା ପ୍ରସ୍ତୁତ କରୁଛନ୍ତି।
Special Report
ଏହି ନିକଟରେ ମୁଖ୍ୟ ମନ୍ତ୍ରୀ ମଧ୍ୟ ଲକ୍ଷ୍ମୀ ବସ୍ ସେବା ର ବ୍ୟବସ୍ଥା କରିଥିଲେ।ଏଥିରେ ଲୋକ ମାନେ ବହୁତ ଖୁସି ଅଛନ୍ତି।ଏହା ସାଧାରଣତଃ ଉପାନ୍ତ ଅଞ୍ଚଳ ରେ ବେଶୀ କାର୍ଯ୍ୟ କ୍ଷମ ହେଉଚି।ଆଦିବାସୀ ଅଞ୍ଚଳ ରେ ଯେଉଁ ଠାରେ କି ଲୋକ ମାନଙ୍କୁ ସୁବିଧା ସୁଯୋଗ ମିଳି ପାରି ନ ଥିଲା।
ସେଠାରେ ଲୋକ ମାନଙ୍କୁ ଏହି ସୁବିଧା ଦେଇଛନ୍ତି।ତେବେ ଆପଣ ମାନେ ଜାଣିଛନ୍ତି କି ଏହି ଯୋଜନା ରେ କେତେ ମା ମାନେ ନିଜ ମୁହଁ ରେ ହସ ଫୁଟେଇ ଛନ୍ତି।ଏହି ବସ୍ ର ରକ୍ଷଣାବେକ୍ଷଣ ଦାୟିତ୍ଵ ସ୍ୱୟଂ ସହାୟିକା ଗୋଷ୍ଠୀ ଙ୍କୁ ଦିଆ ଯାଉଛି।
ଏହା ଦ୍ବାରା ମହିଳା ମାନଙ୍କୁ କିଛି କାମ ମିଳି ଯିବା ସହିତ ସେମାନେ ମଧ୍ୟ ଘରୁ ବାହାରକୁ ଯାଇ ପାରିବେ।ମୁଖ୍ୟ ମନ୍ତ୍ରୀ ଙ୍କ ଏଭଳି କାମ କୁ ସମସ୍ତେ ପ୍ରଶଂସା କରିଛନ୍ତି।ଏଥିରେ ହଜାର ହଜାର ନାରୀ ପୁରୁଷ ମାନେ ସେମାନଙ୍କ ଆଶା ପୂର୍ଣ୍ଣ କରି ପାରିବେ।ମହିଳା ଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ରେ ଉନ୍ନତି ଆଣିବ।
Special Report
ଲୋକ ମାନଙ୍କୁ ନିରବଚ୍ଛିନ୍ନ ଗମନାଗମନ ଓ ଶିକ୍ଷା ଯୋଗାଇଛି ଲକ୍ଷ୍ମୀ।ଏଥିରେ ଲୋକ ମାନେ ବହୁତ ଖୁସି ଅଛନ୍ତି।ପିଲା ମାନେ ଏହି ବସ୍ ରେ ବିଦ୍ୟାଳୟ,କଲେଜ୍ ସବୁ ସ୍ଥାନ କୁ ଖୁବ୍ ସହଜ ରେ ଯିବା ଆସିବା କରି ପାରୁ ଛନ୍ତି।ଆଜି ଏହି ବସ୍ ଲୋକ ଙ୍କ ଜୀବନ ଯାପନ ପ୍ରଣାଳୀରେ ଉନ୍ନତି ଆଣିଚି।
ମାତ୍ର ୫ ଟଙ୍କା ରେ ବିଭିନ୍ନ ସ୍ଥାନ କୁ ଯାତାୟାତ ହୋଇ ପାରିଛି ସହଜ।ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ମହିଳା ମାନେ ଓ ଅନ୍ୟ ମାନେ ବହୁତ ଆରାମ ରେ ଏହି ବସ୍ ରେ ଯାତ୍ରା କରି ପାରିବେ।ଏଥିରେ କୌଣସି ପ୍ରକାର ଅସୁବିଧା ହେବ ନାହିଁ।
ଏହି ବସ୍ ମାଧ୍ୟମ ରେ ସୁରକ୍ଷିତ ଯାତ୍ରା ସମ୍ଭବ ହୋଇ ପାରୁଛି।ଆର୍ଥିକ ଦୃଷ୍ଟି କୋଣ ରୁ ମଧ୍ୟ ଏହି ବସ୍ ସେବା ବହୁତ ଭଲ।ଏହି ବସ୍ ରେ ଯାତ୍ରା କରିବା ପାଇଁ ବହୁତ କମ୍ ଟଙ୍କା ଆପଣ ମାନଙ୍କୁ ଦେବାକୁ ପଡ଼ିବ।ସରକାର ଙ୍କ ଏଭଳି କାର୍ଯ୍ୟ କୁ ସମସ୍ତେ ଖୁବ୍ ପ୍ରଶଂସା କରିଛନ୍ତି।ଆଜି ଆମେ ଏହି ବସ୍ ମାଧ୍ୟମ ରେ ଖୁବ୍ ସୁବିଧା ପାଇ ପାରୁଛୁ।