Movie prime

ନବୀନ ନିବାସ ରେ ଷ୍ଟାର ମାନଙ୍କ ଘମାଘୋଟ ଗହଳି..ଗୁପ୍ତ ରେ ତାହାଲେ ନବୀନ ଦେଇ ଦେଲେ ଏଇ ଷ୍ଟାର କୁ ଟିକେଟ

 
Yu
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ଆଗକୁ ନିର୍ବାଚନ ଆସୁଛି।ଏହି ନିର୍ବାଚନ ପୂର୍ବ ରୁ ଅନେକ କଥା ଦେଖିବାକୁ ମିଳୁଛି।ଆଜି ସକାଳେ ନବୀନ ନିବାସ ରେ ଓଡ଼ିଆ କଳାକାର ମାନଙ୍କ ର ଭିଡ ଦେଖିବାକୁ ମିଳିଥିଲା।
ଯାହାକୁ ନେଇ ଏବେ ସାଧାରଣ ଲୋକ ଙ୍କ ମଧ୍ୟରେ ଖୁବ୍ ଚର୍ଚ୍ଚା କରା ଯାଉଛି।କୁହା ଯାଉଚି କି କଳାକାର ମାନେ ନିଜ ନିଜର ଫାଇଦା ହାସଲ କରିବା ପାଇଁ ଆଜି ନବୀନ ପଟ୍ଟନାୟକ ଓ ୫ ଟି ଅଧକ୍ଷ ଭି କେ ପାଣ୍ଡିଆନ ଙ୍କୁ ସାକ୍ଷାତ କରିଛନ୍ତି।
Gy
ସୂଚନା ଅନୁସାରେ ଆଜି ସକାଳେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଦେଖା କରିବା ପାଇଁ ଯାଇ ଥିଲେ ଓଡ଼ିଆ ସିନେମା ର ଆଗ ଧାଡ଼ି ର ଅଭିନେତା ବାବୁଶାନ୍ ମହାନ୍ତି
ଅମ୍ଳାନ ଦାସ,ପ୍ରଜ୍ଞା,ଶଙ୍କର,ଦେବାଶିଷ,ସ୍ବରାଜ ଓ ଅଭିନେତ୍ରୀ ମାନଙ୍କ ମଧ୍ୟରେ ସୁପ୍ରିୟା,ଭୂମିକା ।
ସେମାନେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ସାକ୍ଷାତ କରି ତାଙ୍କ ସହିତ ପ୍ରାୟ ଏକ ଘଣ୍ଟା କାଳ କଥା ହୋଇ ଥିଲେ।ତେବେ ଏହା ପରେ ଗଣ ମାଧ୍ୟମ ଆଗରେ ନିଜ ପ୍ରତିକ୍ରିୟା ରଖିବାକୁ ଯାଇ କହି ଥିଲେ କି ଆଗାମୀ ଦଶ ବର୍ଷ ମଧ୍ୟରେ ଓଡ଼ିଶା ରେ ହେବାକୁ ଥିବା ବିକାଶ ମୂଳକ କାର୍ଯ୍ୟ ବିଷୟ ରେ ଆମେ କଥା ହେଇଚୁ।
Hh
ଏଥିପାଇଁ ଆପଣ ମାନେ ଏତେ ଚିନ୍ତା କରିବାର ଆବଶ୍ୟକତା ନାହିଁ।ତେବେ ଏ ନେଇ କିଛି ଲୋକ ଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଚି।କୁହା ଯାଉଚି ଯେ ଓଡ଼ିଆ ସିନେ ଜଗତ ରେ ଏବେ ଯେଭଳି ପରିସ୍ଥିତି ଚାଲିଛି ତାହାକୁ ନେଇ ଏବେ ବୋଧ ହୁଏ ସେମାନେ ମୁଖ୍ୟ ମନ୍ତ୍ରୀ ଙ୍କ ସହିତ ଆଲୋଚନା କରିଛନ୍ତି।
ତେବେ ଏହି ଆଲୋଚନା ପରେ ଓଡ଼ିଆ ସିନେମା ଜଗତର କେତେ ଉନ୍ନତି ହେଉଚି ତାହା ଦେଖିବାକୁ ବାକି ରହିଲା।ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସହିତ ଭି କେ ପାଣ୍ଡିଆନ ମଧ୍ୟ ସେଠାରେ ଉପସ୍ଥିତ ଥିଲେ।
 ଆଜି ସକାଳୁ ସକାଳୁ ଅଭିନେତା ଓ ଅଭିନେତ୍ରୀ ମାନେ ନବୀନ ନିବାସ ରେ ପହଞ୍ଚି ଥିଲେ।ସେଠାରେ ପ୍ରାୟ ଏକ ଘଣ୍ଟା କାଳ କଥା ହୋଇ ପୁର୍ନବାର ଘର କୁ ଚାଲି ଯାଇ ଥିଲେ।କିଛି ଅଭିନେତା ମାନେ ଗଣ ମାଧ୍ୟମ ଆଗରେ ନିଜ ମତ ପ୍ରକାଶ କରି ଥିଲେ।ତେବେ ଆଗକୁ ଦେଖିବାକୁ ବାକି ରହିଲା ଓଡ଼ିଆ ସିନେ ଜଗତ ରେ କିଭଳି ପରିବର୍ତ୍ତନ ଘଟୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.