Movie prime

ନିଆରା ପ୍ରେମର ଉଦାହରଣ ଦେଲେ ଏହି ପ୍ରେମୀ ଯୁଗଳ ଦେଖନ୍ତୁ କେମିତି ଆରମ୍ଭ ହୋଇଥିଲା ପ୍ରେମର ଆରମ୍ଭ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଆପଣମାନେ ସବୁ ପ୍ରକାରର ଖବର ପାଇବା
Special report
ସହ ଆପଣମାନେ ପ୍ରେମକୁ ନେଇ ଅନେକ କିଛି ଖବର ପାଇ ପାରୁଛନ୍ତି । ଏବେ ଏହି ଭିଡିଓ ମାଧ୍ୟମରେ ସୋସିଆଲ ମିଡ଼ିଆ ସାହାଯ୍ୟରେ ଦୁଇଜଣ ପ୍ରେମ ବନ୍ଧନରେ ବାନ୍ଧି ହୋଇଛନ୍ତି ଏବେ ଏହି ଖବର ଆପଣମାନେ ପାଇପାରିବେ । 
ଆଜି ହେଉଛି ପ୍ରୋପୋଜ ଡେ । ଏହି ଦିନ ଅନେକ ପ୍ରେମିକ ପ୍ରେମିକା ପରସ୍ପରକୁ ପ୍ରେମ ପାଇଁ ନିବେଦନ କରିଥାନ୍ତି । ସେମାନେ ପରସ୍ପରକୁ ଭଲ ପାଆନ୍ତି ବୋଲି କହିଥାନ୍ତି । ଏବେ ଏହି ଭିଡିଓ ମାଧ୍ୟମରେ ପ୍ରେମିକ ଆଉ ପ୍ରେମିକା ତାଙ୍କ ପ୍ରେମକୁ ନେଇ ଅନେକ କିଛି କହିଛନ୍ତି ।
Special report
ପ୍ରେମିକା ଜଣକ କହିଛନ୍ତି ପ୍ରେମିକ ଜଣକ ହାଫ୍ ପ୍ୟାଣ୍ଟ ପିନ୍ଧି କଲେଜକୁ ଯାଇଥିଲେ । ସେ ତାଙ୍କ ସାଙ୍ଗକୁ ଦେଖିବାକୁ ଯାଇଥିଲେ । ସେହି କଲେଜରେ ଅନେକ ଝିଅ ଥିଲେ । ଆଉ ସେ ଏହି କଥା ଜାଣି ନଥିଲେ ।
ସେହି ପ୍ରେମିକ ଜଣକ ହାଫ୍ ପ୍ୟାଣ୍ଟ ପିନ୍ଧି କଲେଜକୁ ଯାଇଥିଲେ ଆଉ ସେ ସେତେବେଳେ ତାଙ୍କୁ ଜାଣି ନଥିଲେ । ପ୍ରେମିକା ଜଣକ ସେତେବେଳେ ତାଙ୍କର ପ୍ରେମିକା ନଥିଲେ । ଯେତେବେଳେ ପୁଅ ଜଣକ କଲେଜରେ ପହଞ୍ଚିଥିଲେ ସେତେବେଳେ ସେ ଏହି ଝିଅକୁ ଦେଖିଥିଲେ କିନ୍ତୁ ଜାଣି ନଥିଲେ ।
Special report
ଆଉ ଝିଅ ମଧ୍ୟ ସେହି ପୁଅକୁ ଦେଖିଥିଲେ ଆଉ ଏହି ପୁଅ ରିଲ୍ସ କରନ୍ତି ବୋଲି ସେ ଜାଣିଥିଲେ । ସେମାନେ କେବେ ଭାବି ନଥିଲେ କି ସେମାନେ ପ୍ରେମରେ ପଡ଼ିବେ ବୋଲି । 
ସେମାନେ ପରସ୍ପରକୁ ପାଇ ବହୁତ ଖୁସି ଅଛନ୍ତି । ସେମାନେ ଅକ୍ଟୋବର ୨୦ ତାରିଖରେ ଜନ୍ମ ହୋଇଛନ୍ତି । ଏହି ପ୍ରେମିକ ଜଣକ ଜଣେ ରିଲ୍ସ ମେକର ଅଟନ୍ତି । ପ୍ରେମିକ ଜଣକ ବହୁତ ଭାଗ୍ୟବାନ ବୋଲି ସେ କହିଛନ୍ତି ।
ପ୍ରେମିକ ଜଣକ କହିଛନ୍ତି ତାଙ୍କ ପ୍ରେମିକା ତାଙ୍କ ସହ ଝଗଡ଼ା କରନ୍ତି ନାହିଁ କି କିଛି କୁହନ୍ତି ନାହିଁ । ଏହି ପ୍ରେମିକା ଜଣଙ୍କର ଦୁଃଖରେ ହେଉ ବା ଖୁସିରେ ତାଙ୍କ ଆଖିରୁ ଲୁହ ବାହାରି ପଡ଼ିଥାଏ । ସେମାନେ ବିବାହ କରିବେ ଆଉ ପରସ୍ପର ଘରେ ଜାଣିଛନ୍ତି । ସୋସିଆଲ ମିଡ଼ିଆରୁ ଦୁଇଜଣ ଭଲପାଇ ଏକାଠି ଅଛନ୍ତି ।