Movie prime

ନିଜ ବାହାଘର ର ପରେ ପରେ ଚତୁର୍ଥୀ ରାତି ହେଉ ହେଉ ଭିଡିଓ କଲେ ପରିନିତି, ଆଉ ଏମିତି କଲେ ସେୟାର

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ବଲିଉଡ ଅଭିନେତ୍ରୀ ପରୀଣିତି ଚୋପ୍ରା ଙ୍କୁ ଜାଣି ଥିବେ।ଅନେକ ଫିଲ୍ମ ରେ ସେ ନିଜର ଦମଦାର ଅଭିନୟ କୁ ଦେଖାଇଛନ୍ତି।ନିକଟ ରେ ସେ ଆମ ଆଦମୀ ପାର୍ଟି ର ନେତା ରାଘବ ଚଡ୍ଡା ଙ୍କୁ ବିବାହ କରିଛନ୍ତି।
Special report
ତାଙ୍କ ବିବାହ ଖବର ଆସିଲା ପରେ ତାଙ୍କ ପ୍ରଶଂସକ ମାନେ ବହୁତ ଖୁସି ଅଛନ୍ତି।ସେ ତାଙ୍କ ଅଭିନୟ ମାଧ୍ୟମ ରେ ଦର୍ଶକ ମାନଙ୍କ ମନ ଜିଣି ନେଇ ଛନ୍ତି।ଏବେ ସେ ଅଭିନୟ ଦୁନିଆ ଠାରୁ ଦୂରରେ ରହୁଛନ୍ତି।ନିକଟ ରେ ଉଦୟପୁର ର ଏକ ଶାନଦାର ହୋଟେଲ ରେ ତାଙ୍କ ବିବାହ ସମ୍ପନ୍ନ ହୋଇଛି।
ସୂଚନା ଅନୁସାରେ ପରିଣିତି ଚୋପ୍ରା ଓ ତାଙ୍କ ସ୍ଵାମୀ ରାଘବ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ନିର୍ବନ୍ଧ ର ସମସ୍ତ ଭିଡିଓ ଅପଲୋଡ଼ କରିଥିଲେ।ଏହାକୁ ଦେଖି ପ୍ରଥମେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।
କେହି ବି ଜାଣି ନ ଥିଲେ ପରିଣିତି ରାଘବ ଙ୍କୁ ବିବାହ କରିବେ।ଏହି କିଛି ଦିନ ତଳେ ତାଙ୍କ ବିବାହ ର ଫଟୋ ଗୁଡ଼ିକ ମଧ୍ୟ ଆସି ଥିଲା।ଏବେ ତାଙ୍କ ବାହାଘର ର ପ୍ରଥମ ଦିନ ର ଭିଡିଓ ଆସି ଯାଇଛି।ବିବାହ ପରେ ପରିଣିତି ଓ ରାଘବ ନିଜ ଘର କୁ ଫେରିଛନ୍ତି।
Special report
ଶାଶୁ ଘରେ ପରିଣିତି ଙ୍କୁ ଭବ୍ୟ ସ୍ଵାଗତ କରାଗଲା।ବାଜା ବଜାଇ ବାଣ ଫୁଟାଇ ଏୟାର ପୋର୍ଟ ରୁ ତାଙ୍କୁ ଅଣା ଯାଇଥିଲା।ଏହାକୁ ତାଙ୍କ ପ୍ରଶଂସକ ମାନେ ଦେଖୁ ଥିଲେ।ଏବେ ତାଙ୍କ ଶାଶୁ ଘରେ ପ୍ରଥମ ଦିନ ର ଭିଡିଓ ଆସି ଯାଇଛି।
ଏଥିରେ ପରିଣିତି ଶୋଇ ଛନ୍ତି।ଓ ସକାଳୁ ତାଙ୍କ ସ୍ଵାମୀ ରାଘବ ତାଙ୍କୁ ବନ୍ଦାପନା କରିବା ସହିତ ତାଙ୍କ ଉପରକୁ ଫୁଲ ଓ ଦୁବ ଅର୍ପଣ କରୁଛନ୍ତି।ଏହାକୁ ଦେଖି ପରିଣିତି ବହୁତ ଖୁସି ହୋଇ ଯାଇଛନ୍ତି।
ଏହା ଛଡା ଶାଶୁ ଘର କୁ ଆସିଲା ପରେ ପରିଣିତି ଙ୍କୁ ସମସ୍ତେ ବହୁତ ଭଲ ପାଉ ଛନ୍ତି।ଓ ତାଙ୍କୁ ବହୁତ ପ୍ରକାର ଉପହାର ମଧ୍ୟ ଦେଉଛନ୍ତି। ଯାହାକୁ ଦେଖି ତାଙ୍କ ପ୍ରଶଂସକ ମାନେ କହୁଛନ୍ତି କି ପରିଣିତି ଙ୍କୁ ଗୋଟିଏ ବହୁତ ଭଲ ଶାଶୁ ଘର ମିଳି ଯାଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.