ନିଜ କମ୍ ବୟସ ର ବୋହୂ କୁ ରାତି ରେ ଶୁଆଇ ଦେଉନି ଶଶୁର, ପୁଅ କୁ ନିଦ ବଟିକା ଦେଇ ଅନୈତିକ କାମ ରେ ବ୍ୟସ୍ତ ସ୍ତ୍ରୀ
Updated: Jul 24, 2023, 11:41 IST

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଚାଣକ୍ୟ ହେଉଛନ୍ତି ଏକ ପ୍ରସିଦ୍ଧ ରାଜନୀତିଜ୍ଞ ଯିଏକି ଅଗାଧ ପାଣ୍ଡିତ୍ୟ ଲାଭ କରିଛନ୍ତି। ତାଙ୍କର ଦିଗ ଦର୍ଶନ ବଳରେ ହିଁ ଚନ୍ଦ୍ରଗୁପ୍ତ ମୋର୍ୟ୍ଯ ମଗଧ ଜୟ କରି ପାରିଥିଲେ।

ଆଜି ଆମେ ଆପଣଙ୍କୁ ଜିବନର କିଛି ନିରାଟ ସତ୍ୟ କଥା ସମ୍ପର୍କରେ କହିବାକୁ ଯାଉଛୁ ଯାହା ସମ୍ପର୍କରେ ଆପଣ ପୂର୍ବରୁ କେବେ ହେଲେ ମଧ୍ୟ ଜାଣି ନଥିବେ। ଆଉ ବର୍ତ୍ତମାନ୍ ଏହା ସମ୍ପର୍କରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି।
ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ କପଟୀ ଏବଂ ଲୋଭୀ କିଛି ପାଇବା ପାଇଁ ଅନେକ ସୀମା ଅତିକ୍ରମ କରିଥାଆନ୍ତି। ଜଣେ ଲୋଭି ମିଠା ମିଠା କଥା କହି ଅନ୍ୟକୁ ନିଜ ଜାଲରେ ପକାଇ ଫସାଇ ଦେଇ ଥାଆନ୍ତି।

ଏହିପରି ଲୋକଙ୍କୁ ଟଙ୍କା ଦେଇ ନିୟନ୍ତ୍ରଣ କରାଯାଇପାରିବ। ଆଉ ଟଙ୍କା ଦେବା ଦ୍ବାରା ସେମାନେ ଲୋଭର ବସଭୁକ୍ତ ହୋଇ ଯିବେ ଆଉ ଆପଣ ମାନେ ମଧ୍ୟ ତାଙ୍କୁ ନିୟନ୍ତ୍ରଣ କରି ପାରିବେ। କାରଣ ସେମାନେ କେବଳ ଟଙ୍କା ଙ୍କୁ ଭଲ ପାଆନ୍ତି।
ଅହଂକାରୀ କୋକ କୁ ଆପଣ ତାର ଅହଙ୍କାର ନଭାଙ୍ଗି ତାଙ୍କୁ ପ୍ରଶଂସା ମଧ୍ୟମରେ ହିଁ ନିଜ ଅଧୀନରେ କରି ପାରିବେ। ଅହଙ୍କାରୀ ବ୍ୟକ୍ତି ମାନଙ୍କୁ ସେମାନଙ୍କର ପ୍ରସାଂଶ କରିବା ଖୁବ ପଶନ୍ଦ ହୋଇଥାଏ। ସେଥିପାଇଁ ଆପଣ ମାନେ ତାଙ୍କର ପ୍ରଶଂସା କରି ତାଙ୍କୁ ନିୟନ୍ତ୍ରଣ କରି ପାରିବେ।

ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ଜଣେ ମୂର୍ଖ ଯିଏ କି ସମାଜ ବିଷୟରେ କିମ୍ବା ନିଜ ବିଷୟରେ ଜ୍ଞାନ ନାହିଁ ,ଏହିପରି ବ୍ୟକ୍ତିମାନେ ଖୁବ ଖରାପ୍ ମନ୍ତବ୍ୟ ଦେବାରେ ମଧ୍ୟ ପଛଘୁଞ୍ଚା ଦିଅନ୍ତି ନାହିଁ।
ମୂର୍ଖମାନେ ସର୍ବଦା ସେମାନଙ୍କ ପଥରୁ ବିପଥଗାମୀ ହୁଅନ୍ତି ଏବଂ ଛୋଟ ଭୁଲ ଦ୍ୱାରା ବଡ଼ ଅସୁବିଧା କୁ ଡ଼ାକି ଥାଆନ୍ତି, ମୂର୍ଖମାନେ ସର୍ବଦା ବିଫଳ ହୁଅନ୍ତି । ଆଉ ସେମାନେ ସର୍ବଦା ତାଙ୍କୁ ଯାହା ଠିକ୍ ଲାଗିଥାଏ ତାହା ହିଁ କରନ୍ତି।
ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି କି ଜଣେ ଜ୍ଞାନୀ ବ୍ୟକ୍ତିଙ୍କୁ ମଧ୍ୟ ନିୟନ୍ତ୍ରଣ କରାଯାଇପାରିବ। କାରଣ ଜଣେ ବିଦ୍ୱାନ ବ୍ୟକ୍ତି ସତ୍ୟ କୁ ସର୍ବଦା ପସନ୍ଦ କରୁଥିବା ବେଳେ ସର୍ବଦା ସେ ସତ୍ୟ ମାର୍ଗରେ ଯିବା ପାଇଁ ମଧ୍ଯ ଖୁବ୍ ପସନ୍ଦ କରନ୍ତି। ସତ୍ୟ ମାର୍ଗ ରେ ସର୍ବଦା ସେ ଛିଡ଼ା ହୋଇ ରହିବାକୁ ଚାହାଁନ୍ତି।
ଜଣେ ବୁଦ୍ଧିମାନ ବ୍ୟକ୍ତି କୁ ସେଥିପାଇଁ ସତ୍ୟ ଦ୍ବାରା ହିଁ ନିଜ ଆୟତ କୁ ଅଣାଯାଇ ପାରିବ। ଯଦି ସବୁବେଳେ ସତ କହିବେ ତେବେ ଥରେ ମିଛ କହିଲେ ମଧ୍ଯ ସେମାନେ ତାହାକୁ ସତ ମାନି ନେବେ କାରଣ ସେହି ସମୟରେ ବିଦ୍ୱାନ ବ୍ୟକ୍ତି ଆପଣଙ୍କ ଆୟତ୍ତରେ ଥିବେ।