Movie prime

ନିଜ ଭାଣିଜି ସହ ମାମୁଁ କଲା ଏମିତି କାଣ୍ଡ ଦେଖିଲେ ଆଖିରୁ ଲୁହ ଆସିଯିବ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଭାଣିଜୀକୁ ହ-ତ୍ୟା କରିବା ଅଭିଯୋଗରେ ବନ୍ଧା ହେଲା କଂସ ମାମୁ। ମାମୁଁକୁ ଗିରଫ କଲା ଇନ୍ଫୋସିଟି ଥାନା ପୋଲିସ। ହ-ତ୍ୟା କରିବା ପରେ ପ୍ରମାଣ ନଷ୍ଟ ପାଇଁ ଭାଣିଜୀର ମୃତ ଦେହକୁ ଏକ ପରିତ୍ୟକ୍ତ ଘରେ ଫିଙ୍ଗି ଦେଇଥିଲା।
Special report
ମୃ-ତ ଦେହ ଫିଙ୍ଗିବାରେ ମାମୁଁକୁ ସହ ଯୋଗ କରିଥିବା ଅନ୍ୟ ଜଣେ ସହଯୋଗୀ ମଧ୍ୟ ଗିରଫ।ଅ-ଭି-ଯୁ-କ୍ତ ହେଲା ଶୁଖଲାଲ ସଏ ଓ ନରେନ୍ଦ୍ର ସିଂ,ଉଭୟଙ୍କ ଘର ନନ୍ଦନ ବିହାର ଅଞ୍ଚଳରେ। ମୃ-ତ ନାବାଳିକା ହେଲେ ମାମା ସଏ,ବୟସ ୧୩ ବର୍ଷ। 
ଗତ ୧୧ ତାରିଖରେ ଘଟିଥିଲା ଏହି ହ-ତ୍ୟା-କା-ଣ୍ଡ। ବହୁ ଦିନ ହେବ ମାମୁ ଘରେ ରହୁଥିଲେ ମାମା। କଥା କଟା କଟିକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ଏହି ସମୟରେ ଏକ କାଠ ଫାଳିଆରେ ମାମୁଁ ଆ-କ୍ର-ମ-ଣ କରିଥିଲା। ଆ-କ୍ର-ମ-ଣ ପରେ ସେଠାରେ ମାମା ମୃ-ତ୍ୟୁ ଘଟିଥିଲା।
Special report
ଏହାପରେ ମାମର ମୃ-ତ ଦେହକୁ ଘରେ ଲୁଚାଇ ରଖିଥିଲେ। ପ୍ରମାଣ ନଷ୍ଟ କରିବାକୁ ସେହି ଦିନ ରାତିରେ ମୃ-ତଦେହକୁ କଞ୍ଜରଭାନ୍ସି ଲେନର ଏକ ଶୌଚାଳୟରେ ଫିଙ୍ଗି ଦେଇଥିଲେ। 
ଏହି ଘଟଣାର ଦୁଇ ଦିନ ପରେ ପୋଲିସ ମୃ-ତ ଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ସ୍ଥାନୀୟ ଲୋକ ଓ ସିସି ଟିଭିରୁ ବିଭିନ୍ନ ପ୍ରମାଣ ପାଇଛି ପୋଲିସ। ଇନ୍ଫୋସିଟି ଥାନା ପୋଲିସ ଏକ ଅପମୃ-ତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ
Special Report
 ଏବେ ସେହି କେସରେ ହ-ତ୍ୟା ମାମଲା ରୁଜୁ କରି ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଶେଷରେ ଉକ୍ତ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ ପୁରା ଘଟଣା ସାମ୍ନାକୁ ଆସିଥିଲା। 
ମୃ-ତଦେହକୁ ଦୁଇ ଜଣ ନେଉଥିବାର ଦୃଶ୍ୟ ସିସିଟିଭି ରେ କଏଦ୍ ହୋଇଥିଲା। ପରେ ଉଭୟ ସୁଖଲାଲ ଓ ନରେନ୍ଦ୍ର ବୋଲି ଚିହ୍ନଟ କରାଯାଇଥିଲା। ଏବଂ ଉଭୟଙ୍କୁ ପଚରାଉଚରା ପରେ ସତ ସାମ୍ନାକୁ ଆସିଥିଲା।
ବନ୍ଧୁଗଣ ସୁଖଲାଲ ସଏ ଓ ନରେନ୍ଦ୍ର ସିଂ କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।