Movie prime

ନିଜ ଘର ଚଳେଇବାକୁ ଏହି ଯୁବତୀ ବିକୁଛି ନିଜ ଦେହ ର ଏହି ଅଙ୍ଗ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ପଇସା ରୋଜଗାର ପାଇଁ ବିଭିନ୍ନ ପ୍ରକାରର ଉପାୟ ମାନ ଥାଏ। ଆଉ କିଛି ଝିଅ ମଧ୍ଯ ପଇସା ରୋଜଗାର କରିବା ପାଇଁ ବାର୍ ଗାର୍ଲ୍ ହେବାକୁ ପସନ୍ଦ କରିଛନ୍ତି।
କାରଣ ସେମାନେ ଜାଣିଛନ୍ତି କି ସମାଜରେ ବଞ୍ଚି ରହିବାକୁ ହେଲେ ପଇସା ତ ନିହାତି ଆବଶ୍ୟକ ଅଟେ। ସେଥିପାଇଁ ଯଦି ସେମାନେ କୌଣସି ଚାକିରୀ କରିବେ ତେବେ ୧୦ ରୁ ୧୫ ହଜାର ଦରମା ପାଇବେ।
Special report
ମାତ୍ର ଯଦି ସେମାନେ ବାର୍ ଗାର୍ଲ୍ ଭାବରେ ଡାନ୍ସ କରିବେ ତେବେ ସେମାନଙ୍କୁ ଏଥିପାଇଁ ଅଧିକ ପଇସା ମିଳିବ। ଆଉ ଏହି ସମ୍ପର୍କରେ ଯେତେବେଳେ କିଛି ବାର୍ ଗାର୍ଲ୍ ଙ୍କୁ ପଚରା ଯାଇଥିଲା ସେମାନେ ମଧ୍ୟ ଏହି ସମାନ ଭାବରେ ଉତ୍ତର ଦେଇଥିଲେ।
ସମସ୍ତେ କହିଥିଲେ କି କେହି ଏହି ଲାଇନ କୁ ଖୁସୀ ରେ ଆସି ନାହାଁନ୍ତି ତାଙ୍କର ଏହି ଲାଇନ କୁ ଆସିବା ପଛରେ ପରିବାର ର ଆର୍ଥିକ ସ୍ଥିତି କାରଣ ସାଜିଛି। ନିଜ ପରିବାର ଓ ନିଜ ଖର୍ଚ୍ଚ ଉଠାଇବା ପାଇଁ ସେମାନେ ଏହି ଲାଇନ କୁ ଆସିଛନ୍ତି।
Special report
ଆଜ୍ଞା ହଁ ସେଥି ମଧ୍ୟରୁ ଜଣେ ଯୁବତୀ ଏହା କହିଥିଲେ କି ଯେତେବେଳେ ତାଙ୍କର ବାପା ଙ୍କ ଦୁର୍ଘଟଣା ହୋଇଗଲା ସେତେବେଳେ ସେ ବେଡ଼ ରେ ପଡି ରହିଲେ। ଆଉ ତାଙ୍କର ବାପା ତାଙ୍କ ଘରେ ଏକମାତ୍ର ରୋଜଗାର କ୍ଷମ ଥିଲେ।
ଏଥିପାଇଁ ପରିବାର ର ଭାର ଉଠାଇବା ପାଇଁ ତାଙ୍କୁ ବାର୍ ଗାର୍ଲ୍ ହେବାକୁ ପଡ଼ିଲା। ଆଉ ଏବେ ମଧ୍ୟ ସେ ଏହି ବାର୍ ରେ ନାଚି ଖୁବ୍ ଖୁସିରେ ଅଛନ୍ତି। ମାସକୁ ପାଖା ପାଖି ୫୦ ହଜାର ଟଙ୍କା ରୋଜଗାର କରି ପାରୁଛନ୍ତି।
Special report
ସେମାନେ ଏଭଳି କାମ ସେମାନଙ୍କ ପରିବାର ପାଇଁ ନିଜ ଇଚ୍ଛାରେ କରୁ ଥିବାର କହିଛନ୍ତି। ଆଉ ସେମାନେ ମଧ୍ଯ ଏହି କାମ କରି ଖୁବ୍ ଖୁସୀ ରେ ଅଛନ୍ତି।କେହି କେହି ନିଜେ ରୋଜଗାର କରି ନିଜ ଖର୍ଚ୍ଚ ଓ ନିଜର ପରିବାର ଖର୍ଚ୍ଚ ଉଠାଇବାକୁ ଚାହୁଁଛି ତ
 ଆଉ କେହି ଆଗକୁ ପାଠ ପଢିବା ପାଇଁ ଏଭଳି କରୁଛନ୍ତି ବୋଲି କହିଥିଲେ। ତେବେ ତାଙ୍କ କଥା ଶୁଣିବା ପରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।