Movie prime

କେତେ ଆଗ୍ରହ ରେ ନିଜ ଝିଅ କୁ ବାହା ଦେଇଥିଲେ ଧର୍ମେନ୍ଦ୍ର ଆଉ ହେମା , ହେଲେ ଝିଅ ଶେଷରେ କଲା ଏମିତି କାଣ୍ଡ

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ବଲିଉଡ ଅଭିନେତ୍ରୀ ହେମା ମାଳିନୀ ଓ ତାଙ୍କ ସ୍ଵାମୀ ଅଭିନେତା ଧର୍ମେନ୍ଦ୍ର ଙ୍କୁ ଭଲ ଭାବେ ଜାଣି ଥିବେ।ସେମାନେ ବଲିଉଡ ରେ ଜଣେ ଜଣେ ଆଗ ଧାଡ଼ି ର କଳାକାର।ଉଭୟ ସ୍ବାମୀ ଓ ସ୍ତ୍ରୀ ଙ୍କୁ ନେଇ ବର୍ତ୍ତମାନ ସମୟ ରେ ଅନେକ କଥା ଶୁଣିବାକୁ ମିଳୁଛି।
ହେମା ମାଳିନୀ ଓ ତାଙ୍କ ସ୍ଵାମୀ ଏବେ ବହୁତ ଦୁଃଖ ରେ ଅଛନ୍ତି।ଏହାର କାରଣ ହେଉଛି ତାଙ୍କ ଝିଅ ଇଶା ଦେୱାଲ୍।ଯାହାଙ୍କ ବିଷୟ ରେ ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ।ଆଜି ଆମେ ସେହି ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।
Special report
ସୂଚନା ଅନୁସାରେ ଦୀର୍ଘ ୧୧ ବର୍ଷ ତଳେ ହେମା ମାଳିନୀ ଙ୍କ ଝିଅ ଇଶା ଦେୱଲ ଭରତ ଙ୍କୁ ବିବାହ କରିଥିଲେ।ବିବାହ ସମୟରେ ଉଭୟ ଙ୍କ ମଧ୍ୟରେ ଖୁବ୍ ଭଲ ସମ୍ପର୍କ ଥିଲା।ଉଭୟ ପରସ୍ପର କୁ ଖୁବ୍ ଭଲ ପାଉ ଥିଲେ।ହେଲେ ଏପରି କିଛି ହେବ ବୋଲି କେହି ଆଶା କରି ନ ଥିଲେ।
କୌଣସି ଏକ କାରଣ ପାଇଁ ଈଶା ଓ ଭରତ ଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା।ଶେଷ ରେ ଉଭୟ ଛାଡ ପତ୍ର ପାଇଁ ନିଷ୍ପତି ନେଇଛନ୍ତି।ଯାହାକୁ ଶୁଣି ହେମା ମାଳିନୀ ଓ ଧର୍ମେନ୍ଦ୍ର ଦୁଃଖ ରେ ଭାଙ୍ଗି ପଡିଛନ୍ତି।ସେମାନେ କେବେ ବି ଚାହୁଁ ନ ଥିଲେ ତାଙ୍କ ଝିଅ ର ଘର ଭାଙ୍ଗି ଯାଉ।
ଦୀର୍ଘ ଏଗାର ବର୍ଷ ର ବୈବାହିକ ଜୀବନ ବିତାଇବା ପରେ ସେମାନେ ଅଲଗା ହେବା ପାଇଁ ନିଷ୍ପତି ନେଇଛନ୍ତି। ଯାହାକୁ ନେଇ ଏବେ ସୋସିଆଲ ମିଡିଆ ଆକାଉଣ୍ଟ ରେ ଏକ ପୋଷ୍ଟ କରା ଯାଇଛି।ତାଙ୍କ ପ୍ରଶଂସକ ମାନେ ଏହାକୁ ଶୁଣି ବହୁତ କାନ୍ଦି ପକାଇ ଥିଲେ।
Special report
ହେମା ମାଳିନୀ ଝିଅ କୁ ଯେତେ ବୁଝାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ତାହା ହୋଇ ପାରି ନ ଥିଲା। ଇଶା ଓ ଭରତ ଙ୍କ ର ଦୁଇଟି ସନ୍ତାନ ରହିଛି।ସେମାନଙ୍କୁ ଭରତ ଓ ଇସା ଖୁବ୍ ଭଲ ପାଆନ୍ତି।
ତେବେ ଧର୍ମେନ୍ଦ୍ର ଓ ହେମା ମାଳିନୀ ଙ୍କ ଅଭିନୟ ଆପଣ ମାନେ ସମସ୍ତେ ଦେଖି ଥିବେ। ଦୁହିଁ ଙ୍କ ଫିଲ୍ମ ଦେଖିବା ପାଇଁ ଲୋକ ଙ୍କ ମଧ୍ୟରେ ଭିଡ ଜମି ରହୁ ଥିଲା।ହେଲେ ଆଜି ଏହି ଦୁଇ ଜଣ ବହୁତ ଦୁଃଖ ରେ ଅଛନ୍ତି।
ଝିଅ ର ଏଭଳି ନିଷ୍ପତି କୁ ସେମାନେ ନା ପସନ୍ଦ କରିଛନ୍ତି।ଏବେ ଦେଖିବାକୁ ବାକି ରହିଲା ଇସା ଦେୱଲ କେବେ ନିଜ ଶାଶୁ ଘର ଛାଡ଼ି ବାପ ଘର କୁ ଆସୁଛନ୍ତି।