Movie prime

ନିଜ ଝିଅ ପାଇଁ କାନ୍ଦି ପକେଇଲେ ଶାହରୁକ୍, ଲୋକ ମାନେ ଖାଲି ମୋ ଝିଅ କୁ ଚିଡାଉଛନ୍ତି

 
Special Report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଶାହାରୁଖ ଖାଁ ଙ୍କୁ ଜାଣି ଥିବେ।ଦିନ ଥିଲା ଯେତେବେଳେ ତାଙ୍କ ପାଖରେ କିଛି ବି ନ ଥିଲା।ଏବେ ସେ କୋଟି କୋଟି ଟଙ୍କା ର ମାଲିକ।ବଲିଉଡ ରେ ସେ ଅନେକ ଦିନ ଧରି କାମ କରିଛନ୍ତି।
ତାଙ୍କ ଅଭିନୟ କୁ ଲୋକ ମାନେ ଖୁବ୍ ପସନ୍ଦ କରନ୍ତି।ଓ ସେ ଏବେ ମଧ୍ୟ ତାଙ୍କ ଫିଲ୍ମ କ୍ୟାରିଅର କୁ ସେପରି ରଖିଛନ୍ତି।ନିକଟ ରେ ତାଙ୍କର ପଠାନ ଫିଲ୍ମ ରିଲିଜ୍ ହୋଇ ଥିଲା।ଯାହାକୁ ଦେଖିବା ପାଇଁ ବହୁତ ଲୋକ ଯାଇ ଥିଲେ।ଫିଲ୍ମ ଟି ଦର୍ଶକ ଙ୍କ ହୃଦୟ କୁ ଛୁଇଁ ପାରି ଥିଲା।
Special Report
ଆଜି ଆମେ ସେହି ବଲିଉଡ ର ବାଦଶାହା ଶାହାରୁଖ ଖାଁ ଙ୍କ ବ୍ୟକ୍ତି ଗତ ଜୀବନ କୁ କିଛି ଆପଣ ମାନଙ୍କୁ କହିବାକୁ ଯାଉଛୁ। ଶାହାରୁଖ ଖାଁ ଙ୍କୁ ଲୋକ ମାନେ ଖୁବ୍ ଭଲ ପାଆନ୍ତି ଓ ସମ୍ମାନ କରନ୍ତି।କିନ୍ତୁ ତାଙ୍କ ନିଜ ଘର ଲୋକ ମାନେ ତାଙ୍କ ସହିତ ଭଲ ବ୍ୟବହାର ଦେଖାନ୍ତି ନାହିଁ।
ଝିଅ ଶୁହାନା ତାଙ୍କ ପ୍ରତି ଖୁବ୍ ଖରାପ ବ୍ୟବହାର ଦେଖାନ୍ତି।ଯାହାକୁ ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଶାହରୁଖ ଖାଁ।ନିକଟ ରେ ସୁହାନା ଖାଁ ନିଜର ଫିଲ୍ମ କ୍ୟାରିଅର ଆରମ୍ଭ କରିଛନ୍ତି।ସେ ଯୋୟା ଅଖତର ଙ୍କ ଫିଲ୍ମ ଦି ଅର୍ଚିଜ୍ ରେ ଅଭିନୟ କରି ଥିଲେ।
ତାଙ୍କ ଅଭିନୀତ ଫିଲ୍ମ କୁ ଦର୍ଶକ ମାନେ ବହୁତ ଭଲ ପାଇବା ଦେଇଥିଲେ।ଏଥିରେ ସୁହାନା ଙ୍କ ଅଭିନୟ କୁ ଖୁବ୍ ପସନ୍ଦ କରା ଯାଇଚି।ନିଜେ ଶାହାରୁଖ ଖାଁ ମଧ୍ୟ ଝିଅ ର ଅଭିନୟ କୁ ଖୁବ୍ ପସନ୍ଦ କରିଛନ୍ତି।
Special Report
ହେଲେ ସେ ନିକଟ ରେ ଗଣ ମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି କି ସେ ନିଜେ କିମ୍ବା ଗୌରୀ ଖାଁ କେବେ ବି ତାଙ୍କ ଦୁଇ ପିଲା ଙ୍କ ଉପରେ କିଛି ବି ଚାପ ପକାଇ ନାହାନ୍ତି।ତାଙ୍କର ଦୁଇ ପିଲା ଏବେ ବହୁତ ବଡ ହୋଇ ଯାଇଛନ୍ତି।ସେମାନେ ନିଜ ନିଷ୍ପତି ନିଜେ ନେଉ ଛନ୍ତି।ଓ ଆଗକୁ ମଧ୍ୟ ସେମାନେ ନେବେ।
ମୁଁ ତାଙ୍କୁ କେବେ ବି କହି ନାହିଁ କି ସେମାନେ ଫିଲ୍ମ ଲାଇନ୍ ରେ ତାଙ୍କ କ୍ୟାରିଅର ତିଆରି କରନ୍ତୁ।ସେମାନେ ଯେଉଁ ଲାଇନ ରେ ଯିବା କଥା ଯାଆନ୍ତୁ ହେଲେ ମୋତେ ଟି କେ ସେମାନେ ସମ୍ମାନ ଦେଖାନ୍ତୁ।ତାଙ୍କର ଏଭଳି କଥା କୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।
କୁହା ଯାଉଚି କି ତାଙ୍କ ପିଲା ମାନେ ଏବେ ତାଙ୍କ ସହିତ ଭଲ ସେ କଥା ହେଉ ନାହାନ୍ତି। ସୁହାନା ବୋଧ ହୁଏ ତାଙ୍କ ସହିତ ଖରାପ ବ୍ୟବହାର ଦେଖାଉ ଚନ୍ତି।ସେଥିପାଇଁ ଶାହାରୁଖ ଖାଁ ଏଭଳି କିଛି ଗଣ ମାଧ୍ୟମ ଆଗରେ କହିଛନ୍ତି।