Movie prime

ନିଜ ପ୍ରେମିକା କୁ ସାହାଯ୍ୟ କରିବାକୁ ପରୀକ୍ଷା ହଲ ରେ ଝିଅ ବେଶ ଧରି ଯାଇଥିଲା ପ୍ରେମିକ, ଧରିଲା ସ୍କ୍ୱାର୍ଡ

 
Special Report
ନମସ୍କାର ପାଠକ ବନ୍ଧୁ।ପ୍ରେମିକା ପାଇଁ ପରୀକ୍ଷା ଦେବାକୁ ଆସି ଫସିଲେ ପ୍ରେମିକ।ବର୍ତ୍ତମାନ ସମୟ ରେ ପ୍ରେମିକ ମାନେ ନିଜ ପ୍ରେମ ପାଇଁ କିଛି ବି କରି ଦେଉଛନ୍ତି।ତେବେ ଆଜି ଆମେ ଏଭଳି ଏକ କଥା ଆପଣ ମାନଙ୍କୁ କହିବାକୁ ଯାଉଛୁ ଯାହାକୁ ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ।
Special Report
ପ୍ରେମିକା ପାଇଁ ପରୀକ୍ଷା ହଲ ଭିତରକୁ ଚାଲି ଯାଇଥିଲେ ପ୍ରେମିକ। ଶେଷ ରେ ବାୟୋମେଟ୍ରିକ ରେ ଧରା ପଡ଼ି ଏବେ ପ୍ରେମିକ ଜେଲ ରେ ଅଛନ୍ତି।ଯେ କେହି ଏହି କଥାକୁ ପ୍ରଥମେ ଶୁଣିବ ସେ ଆଶ୍ଚର୍ଯ୍ୟ ହେବ।କିନ୍ତୁ ଏହା ସତ।ନିଜ ପ୍ରେମିକା ପାଇଁ ଫସି ଛନ୍ତି ଜଣେ ପ୍ରେମିକ।
ସୂଚନା ଅନୁସାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପଞ୍ଜାବ ର ଫରିଦାକୋର୍ଟ ଠାରେ।ଏଠାରେ ଜଣେ ପରମଜିତା ସିଂହ ମେଡିକାଲ ର ଛାତ୍ରୀ।ତାଙ୍କ ଦେହ ଅସୁସ୍ଥ ଥିବାରୁ ସେ ଚଳିତ ମାସ ଜାନୁୟାରୀ ସାତ ତାରିଖ ରେ ହେଉଥିବା ପରୀକ୍ଷା ଦେଇ ନ ଥିଲେ।
ଯାହା ଫଳ ରେ ତାଙ୍କ ପ୍ରେମିକ ଅବିକଳ ଝିଅ ରୂପ ରେ ପୋଷାକ ପିନ୍ଧି ଆଖି ରେ କାଜଲ ଲଗାଇ ମୁଣ୍ଡ ରେ ଟିକିଲି ଲଗାଇ ପରୀକ୍ଷା ହଲ ଭିତରକୁ ଆସି ଥିଲେ।ଏହାକୁ ପ୍ରଥମେ କେହି ବି ଜାଣି ପାରି ନ ଥିଲେ।ସେ ପୁଅ ବୋଲି ଟିକେ ହେଲେ ବି ଜଣା ପଡୁ ନ ଥିଲା।
Special Report
ଏହା ପରେ ସମସ୍ତ ଙ୍କ ଫିଙ୍ଗର ପ୍ରିଣ୍ଟ ନିଆ ଯାଇଥିଲା।ଏଥିରେ ସେ ଧରା ପଡ଼ି ଯାଇଥିଲେ।ତାଙ୍କ ପ୍ରେମିକା ର ଫିଙ୍ଗର୍ ପ୍ରିଣ୍ଟ ସହିତ ତାଙ୍କ ଫିଙ୍ଗର ପ୍ରିଣ୍ଟ ମ୍ୟାଚ୍ କରି ନ ଥିଲା।ଯାହା ଫଳ ରେ ପରୀକ୍ଷା ପରିଚାଳକ ତାଙ୍କୁ ଧରି ପକାଇ ଥିଲେ।
ସେମାନେ ଦେଖିଥିଲେ କି ପ୍ରେମିକ ନିଜର ନୂଆ ଆଧାର କାର୍ଡ,ଭୋଟର ପରିଚୟ ପତ୍ର ଓ ଅନ୍ୟ ସମସ୍ତ ପରିଚୟ ପତ୍ର ଆଣି ଥିଲେ।ଏହାକୁ ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ।ଜଣେ ବ୍ୟକ୍ତି ଙ୍କ ର ତାଙ୍କ ପ୍ରେମିକା ପାଇଁ ଏଭଳି କାର୍ଯ୍ୟ କୁ ସମସ୍ତେ ନିନ୍ଦା କରିଥିଲେ।
ଏହି ଘଟଣା ଟି ଏବେ ସେହି ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟି ଯାଇଚି।ଏହା ପରେ ପ୍ରେମିକ ଜଣକ ସମସ୍ତଙ୍କ ପାଖରେ ଭୁଲ ମାଗି ଥିଲେ ମଧ୍ୟ କେହି ତାଙ୍କ କଥା ଶୁଣି ନ ଥିଲେ।ତାଙ୍କୁ ସଙ୍ଗେ ସଙ୍ଗେ ପୋଲିସ ର ଜିମା ରେ ଦିଆ ଯାଇ ଥିଲା।
ପୋଲିସ ତାଙ୍କୁ ଗିରଫ କରି ଏବେ ଜେଲ ପଠାଇ ଦେଇଛନ୍ତି।କିଛି ଲୋକ କହିଛନ୍ତି ତାଙ୍କୁ ଉପଯୁକ୍ତ ଦଣ୍ଡ ଦିଆ ଯାଉ।ଯେପରି ଆଗକୁ ଏଭଳି ଆଉ କେହି କରିବେ ନାହିଁ।