Movie prime

ବୁଢ଼ୀ ବୟସ ରେ ନିଜ ପୁରୁଷ ବନ୍ଧୁ ସହ ଲିଭ୍ ଇନ୍ ରେ ରହୁଛନ୍ତି ରେଖା, ରାତି ରେ ଘର ଭିତରୁ ଶୁଣା ଯାଉଚି ଅଜିବ ଶଦ୍ଦ

 
Special report
ନମସ୍କାର ପାଠକ ବନ୍ଧୁ। ଫରଜନା ଓ ରେଖା ଙ୍କ ସମ୍ପର୍କକୁ ନେଇ ପୁଣି ଥରେ ଚର୍ଚ୍ଚା ହେବାରେ ଲାଗିଛି। ସବୁ କାମ କରିବା ପାଇଁ ଫରଜନା ଙ୍କ ଅନୁମତି ନିଅନ୍ତି ରେଖା। ରେଖା ଙ୍କ ବ୍ୟକ୍ତିଗତ ସେକ୍ରେଟାରୀ ହେଉଛନ୍ତି ଫରଜନା।
Special report
ତାଙ୍କର ବ୍ୟକ୍ତିଗତ ଜୀବନକୁ ନେଇ ସଦା ସର୍ବଦା ଚର୍ଚ୍ଚାରେ ରହି ଥାଆନ୍ତି ରେଖା। ବଲିଉଡ ର ଯଦି ଏଭର୍ ଗ୍ରୀନ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ସର୍ବ ପ୍ରଥମେ ଯାହାର ନାମ ଆସିଥାଏ ସେ ଆଉ କେହି ନୁହେଁ ସେ ହେଉଛନ୍ତି ରେଖା।
ସେ ହେଉଛନ୍ତି ସୁନ୍ଦର ଓ ଦକ୍ଷ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଅନ୍ୟତମ। ସେ ଅଭିନୟ ଜଗତକୁ ଅନେକ ହିଟ୍ ସିନେମା ମାନ ମଧ୍ୟ ଭେଟି ଦେଇଛନ୍ତି। ସେ ନିଜର ଷ୍ଟାଇଲ ପାଇଁ ମଧ୍ୟ ବେଶ ଜଣାଶୁଣା।
Special report
ତାଙ୍କର ଷ୍ଟାଇଲ ସମ୍ପର୍କରେ ସର୍ବଦା ଖୁବ୍ ଚର୍ଚ୍ଚା ମଧ୍ୟ ହୋଇଥାଏ। ଅଭିନେତ୍ରୀ ଜଣକ ବ୍ୟକ୍ତିଗତ ଜୀଵନ ସଦା ସର୍ବଦା ବିବାଦ ଘେରରେ ହିଁ ରହି ଆସିଛି। ପ୍ରେମ ଠାରୁ ବିବାହ ପର୍ଯ୍ୟନ୍ତ ରେଖା ଙ୍କ ଜୀବନରେ ଅନେକ ରହସ୍ୟ ରହିଛି।
ଅମିତାଭ ବଚ୍ଚନ ଙ୍କ ସହ ତାଙ୍କର ଥିବା ପ୍ରେମ ସମ୍ପର୍କ ବିଷୟରେ ସମସ୍ତେ ବେଶ ଭଲ ଭାବରେ ଜାଣିଥିବେ। ଏବେ ଅଭିନେତ୍ରୀ ଙ୍କ ସମ୍ପର୍କରେ ଆଉ ଏକ ଖବର ମଧ୍ୟ ଜଣା ପଡ଼ିଛି।
Special report
ତାଙ୍କର ସେକ୍ରେଟାରୀ ଫରଜନା ଙ୍କ ସହ ରେଖା ଙ୍କ ଅତି ଘନିଷ୍ଠ ସଂପର୍କ ଅଛି ବୋଲି ଶୁଣିବାକୁ ମିଳିଛି। କେବଳ ଏତିକି ନୁହେଁ ତାଙ୍କ ଜୀବନକୁ ନେଇ ମଧ୍ଯ ଅନେକ କଥା କୁହା ଯାଉଛି। କିଛି ଦିନ ପୂର୍ବରୁ ଏହା ଜଣା ପଡ଼ିଥିଲା କି ସେ ତାଙ୍କର ସେକ୍ରେଟାରୀ ଙ୍କ ସହ ଲିଭ୍ ଇନ ରେ ରୁହନ୍ତି।
Special report
ରେଖା ଙ୍କ ସେକ୍ରେଟାରୀ ଙ୍କ ନାମ ହେଉଛି ଫରଜନା। ସେ ରେଖା ଙ୍କ ସହ ଛାଇ ଭଳି ସର୍ବଦା ରୁହନ୍ତି। ସେ ରେଖା ଙ୍କ ସହ ଅନେକ ପାର୍ଟି ଏବଂ କାର୍ଯ୍ୟରେ ଯାଇଥାନ୍ତି। କୁହାଯାଏ କି ଯେବେ କେହି ରେଖା ଙ୍କୁ ଭେଟିବାକୁ ଚାହାଁନ୍ତି
ତେବେ ତାଙ୍କୁ ସର୍ବ ପ୍ରଥମେ ଫରଜନା ଙ୍କ ସହ ଦେଖା କରିବାକୁ ପଡ଼ିଥାଏ। ତାଙ୍କର ସମ୍ପର୍କ ମଧ୍ୟ ସ୍ୱାମୀ ସ୍ତ୍ରୀ ଙ୍କ ଭଳି କୁହା ଯାଇଥାଏ। ତେବେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.