Movie prime

ନିଜ ସ୍ତ୍ରୀ କୁ ପାଇବାକୁ ଥାନା ରେ ପଶି ହଂଗାମା କଲା ସ୍ୱାମୀ, ଜବରଦସ୍ତି ଆଣିଲା ସ୍ତ୍ରୀ କୁ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୁନ୍ଦରୀ ପ୍ରେମିକା କୁ ବାହା ହେବା ପାଇଁ ପାଞ୍ଚ ଦିନ ପର୍ଯ୍ୟନ୍ତ ଥାନାରେ ରହିଥିଲା ପ୍ରେମିକ। ପ୍ରଥମେ ନିଜର ପ୍ରେମିକା କୁ ଘରୁ ଧରି ଫେରାର ହୋଇ ଯାଇଥିବା ବେଳେପରେ ସେହି ପ୍ରେମିକା କୁ ବାହା ହେବା ପାଇଁ ଥାନାକୁ ନେଇ ଆସିଥିଲା।
Special Report
ହେଲେ ପ୍ରେମିକା କୁ ବୟସ ହୋଇ ନଥିଲା ବୋଲି ପ୍ରେମିକା ପାଞ୍ଚ ଦିନ ପର୍ଯ୍ୟନ୍ତ ଥାନାରେ ବସି ରହିଥିଲା। ପ୍ରେମୀ ଯୁଗଳ ଦୁଇଜଣ କିଛି ଦିନ ହେବ ଘରୁ ଲୁଚି ଫେରାର ହୋଇ ଯାଇଥିଲେ।
ଏହାପରେ ଦୁହେଁ ମିଶି କୋର୍ଟ ମ୍ୟାରେଜ୍ ମଧ୍ୟ କରିଥିଲେ। ହେଲେ ପୋଲିସ୍ ଯୁବକର ଘର ଲୋକଙ୍କୁ ଗିରଫ କରି ନେଇ ଯାଇଥିଲା। ତାଙ୍କ ଉପରେ ଅପହରଣର କେସ ମଧ୍ୟ ରୁଜୁ କରି ଦେଇଥିଲା।
ଏପରି କି ଯେତେବେଳ ପର୍ଯ୍ୟନ୍ତ ଏହି ଦୁଇଜଣ ଥାନାକୁ ଆସି ନାହାଁନ୍ତି ସେତେଦିନ ପର୍ଯ୍ୟନ୍ତ ତାଙ୍କୁ ଥାନାରୁ ଯିବାକୁ ଦିଆଯିବ ନାହିଁ ବୋଲି କହି ତାଗିଦ୍ ମଧ୍ୟ କରାଯାଇ ଥିଲା। ଏପଟେ ଯୁବତୀଙ୍କ ବିବାହ ବୟସ ହୋଇ ଯାଇଥିଲା ଆଉ ସେ କୋର୍ଟ ମ୍ୟାରେଜ କରି ଦେଇଥିଲେ।
Special Report
ହେଲେ ପୋଲିସ କିନ୍ତୁ ଯୁବତୀଙ୍କୁ ନାବାଳିକା ସଜାଇ ତାଙ୍କର ଘର ଲୋକଙ୍କୁ ଅଟକ ରଖି ଥିଲେ। ଘଟଣା ସଂପର୍କରେ ଜାଣିବା ପରେ ଦୁହେଁ ଏକାଠି ଆସି ଥାନାରେ ପହଞ୍ଚି ଯାଇଥିଲେ। ଦୁହେଁ ପୂର୍ବରୁ ବିବାହ କରି ଥିବାର ସବୁ ପ୍ରମାଣ ମଧ୍ୟ ଥାନାରେ ଦେଖାଇ ଥିଲେ।
ହେଲେ ଏତେ ସବୁ ପରେ ମଧ୍ୟ ପୋଲିସ ର ଜେରା ଶେଷ ହୋଇ ନଥିଲା। ଏହାପରେ ତାଙ୍କର ସ୍ବାମୀଙ୍କୁ ନେଇ ଥାନା ହାଜତ ରେ ରଖି ଦେଇଥିଲେ। ଏଭଳି ଘଟଣା ଭଦ୍ରକ ଜିଲ୍ଲା, ଭଣ୍ଡାରିପୋଖରୀ ରେ ଦେଖିବାକୁ ମିଳିଛି।
ରାମଚନ୍ଦ୍ରପୂର ର ସର୍ପଦା ଗ୍ରାମର କୁଷ ବାରିକ ଏବଂ ଇପ୍ସିତା ରାଉତ୍ ପ୍ରେମ ବିବାହ କରିବା ପରେ ଘରୁ ଫେରାର ହୋଇ ଯାଇଥିଲେ। ଏହାପରେ ତାଙ୍କର ସଂପର୍କୀୟ ଙ୍କୁ ଥାନାରେ ଆଣି ଅଟକ ରଖା ଯାଇଥିଲା।
ଏହାପରେ ଖବର ପାଇ ସବୁ କଥା ପୋଲିସ୍ ଙ୍କ ନିକଟରେ ସ୍ବୀକାର ମଧ୍ୟ କରି ଦେଇଥିଲେ। ଏବେ ଏହି ଘଟଣା ସଂପର୍କରେ ମଧ୍ୟ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଦୁହେଁ ପରସ୍ପର କୁ ଭଲ ପାଉଥିବା ବେଳେ କୋର୍ଟ ମ୍ୟାରେଜ କରି ସାରିଛନ୍ତି ବୋଲି ଜଣାଇ ଥିଲେ।