Movie prime

କିଏ ଏହି ବ୍ୟକ୍ତି କାହିଁକି ନିଜ ସ୍ତ୍ରୀଙ୍କ ବିରୁଦ୍ଧରେ କହିଲେ ଏମିତି କଥା ଜାଣନ୍ତୁ ପ୍ରକୃତ ସତ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ଜାଣିବାକୁ ପାଇବେ ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ ।
Special Report
ସମାଜରେ ଏଭଳି ମହିଳା ଅଛନ୍ତି ଯେଉଁମାନେ ଏହି ସମାଜ ପାଇଁ କଳଙ୍କ ଅଟେ । ଆପଣମାନେ ଏହି ଭିଡିଓରେ ଦେଖିପାରିବେ କି ଜଣେ ଯୁବକ ତାଙ୍କ ସ୍ତ୍ରୀଙ୍କୁ ନେଇ କିଛି କଥା କହିଛନ୍ତି ।
ଏହି ବ୍ୟକ୍ତି ଜଣକ କହିଛନ୍ତି କି ତାଙ୍କ ସ୍ତ୍ରୀ ତାଙ୍କ ଛଡା ଅନେକ ଯୁବକଙ୍କ ସହିତ ସମ୍ପର୍କ ରଖିଛନ୍ତି । ତାଙ୍କ ସ୍ତ୍ରୀ ତାଙ୍କ ପାଖରେ କାମ କରୁଥିବା ପିଲାଙ୍କ ସହିତ ସମ୍ପର୍କ ରଖୁଛନ୍ତି । ଏହି ମହିଳା ଜଣକ ଏହି ସମାଜ ପାଇଁ ଖରାପ ଅଟନ୍ତି ।
Special Report
ଏହି ସ୍ବାମୀ ଜଣକ ତାଙ୍କ ସ୍ତ୍ରୀ ବିଷୟରେ ତାଙ୍କ ଶାଶୁ ଆଉ ଶଳା ଭାଉଜକୁ କହିଥିଲେ କିନ୍ତୁ ସେମାନେ କୌଣସି କଥା ଉପରେ କିଛି ପଦକ୍ଷେପ ନେଲେ ନାହିଁ । ଏବେ ଏହି ସ୍ବାମୀ ଜଣକ କହିଛନ୍ତି ତାଙ୍କ ସ୍ତ୍ରୀ ଅପେକ୍ଷା ସେ ମାଳିସାହି ଯିବେ ଭଲ ।
ସେ ସମସ୍ତ ନାରୀ ଜାତିକୁ ଖରାପ ବୋଲି ଭାବି ନେଇଛନ୍ତି । ଆଉ ସେ ତାଙ୍କ ସ୍ତ୍ରୀ ଅପେକ୍ଷା ମାଳିସାହି ଝିଅମାନେ ଭଲ ବୋଲି କହିଛନ୍ତି । ଲଗାତାର ପୁରୁଷମାନଙ୍କ ଉପରେ ଅତ୍ୟାଚାର ବଢ଼ି ଚାଲିଛି । ନାରୀମାନେ କେବଳ ଅତ୍ୟାଚାର ହୁଅନ୍ତି ନାହିଁ
Special Report
ପୁରୁଷ ବି ଅତ୍ୟାଚାର ହୋଇଥାଏ । କିନ୍ତୁ ପୁରୁଷମାନଙ୍କର ଅତ୍ୟାଚାର ସେ କାହାକୁ କୁହନ୍ତି ନାହିଁ କି ସହି ପାରନ୍ତି ନାହିଁ । ଏହି ପୁରୁଷ ଜଣକର ସ୍ତ୍ରୀ ତାଙ୍କୁ ଛାଡି ଚାଲି ଯାଇଛନ୍ତି । ତାଙ୍କର ଝିଅଟିଏ ବି ଅଛି ।
Special Report
୭ ବର୍ଷର ଝିଅ ଥାଇ ଏହି ଯୁବକ ଜଣଙ୍କୁ ତାଙ୍କ ସ୍ତ୍ରୀ ଛାଡ଼ି ଚାଲି ଯାଇଛନ୍ତି । ପୁରୁଷଙ୍କର କିଛି ଇଚ୍ଛା ଅଛି ଆଉ ସେହି ଇଚ୍ଛା ସ୍ତ୍ରୀ ପୂରଣ କରିଥାଏ କିନ୍ତୁ ନିଜ ସ୍ତ୍ରୀ ଯଦି ପର ପୁରୁଷ ସହିତ ସମ୍ପର୍କ ରଖିବ ତାହେଲେ ମାଳିସାହି ଝିଅ ବହୁତ ଭଲ ବୋଲି ଏହି ବ୍ୟକ୍ତି ଜଣକ କହିଛନ୍ତି ।
ସେ କହିଛନ୍ତି ବାଧ୍ୟ ହୋଇ ସେ ମାଳିସାହି ଆସିଲେ । ତାଙ୍କ ଶାଶୂଘର ପାଇଁ ତାଙ୍କର ପରିବାର ଭାଙ୍ଗି ଯାଇଛି ବୋଲି ସେ କହିଛନ୍ତି । ଏହି ବ୍ୟକ୍ତି ଜଣକ ବହୁତ ଦୁଃଖରେ ଅଛନ୍ତି । ସେ ତାଙ୍କ ମନର କଥା ଗଣମାଧ୍ୟମ ଆଗରେ କହିଛନ୍ତି । ଏହାସହ ଏହି ବ୍ୟକ୍ତି ଜଣକ ଅନେକ କଥା କହିଛନ୍ତି ।