Movie prime

ଆହା ଭାଗ୍ୟ ର କି ବିଡମ୍ବନା, ପୁତୁରା ର ଶବ ପୋଡ଼ିବାକୁ ଯାଇଥିଲେ ହେଲେ ନିଜେ ଶବ ହୋଇ ସେଇ ମଶାଣି ରେ ପୋଡା ହେଲେ

 
Special Report
ନମସ୍କାର ପାଠକ ବନ୍ଧୁ।ପୁତୁରା ର ଶବ ସତ୍କାର କରିବାକୁ ଯାଇ ମୃତ୍ୟୁ ମୁଖରେ ପଡିଛନ୍ତି ଜଣେ ବଡ ବାପା।ଆଖିରେ ଆଖି ଏ ଲୁହ ନେଇ ପୁତୁରା ର ଶବ କୁ ସତ୍କାର କରିଥିଲେ ବଡ ବାପା।ହେଲେ କିଏ ଜାଣି ଥିଲା ସେଠାରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇ ଯିବ।
Special Report
ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଠାରେ।ସେଠାରେ ଦୁଇ ଜଣ ବ୍ୟକ୍ତି ଙ୍କ ଶବ ଏକ ରେଳ ଧାରଣା ପାଖରୁ ଉଦ୍ଧାର କରା ଯାଇଥିଲା।ସେହି ଦୁଇ ଜଣ ବ୍ୟକ୍ତି ଙ୍କୁ କେହି ଜଣେ ମାରି ସେଠାରେ ପକାଇ ଦେଇଥିଲେ।
ରେଳ ଧାରଣା ନିକଟ ରୁ ସମ୍ପୁକ୍ତ ଦୁଇ ଯୁବକ ଙ୍କ ମନି ପର୍ସ ଓ ଏଟିଏମ୍ ଉଦ୍ଧାର କରା ଯାଇଥିଲା।ପୋଲିସ ତଦନ୍ତ କରିବା ପରେ ସେହି ଦୁଇ ଯୁବକ ଙ୍କ ବିଷୟ ରେ ଜଣା ପଡ଼ି ଥିଲେ।ସେଥିରୁ ଜଣେ ହେଉଛନ୍ତି ରୁଦ୍ର ପ୍ରସାଦ ମହାନ୍ତି।
Special Report
ତାଙ୍କ ପରିବାର ଲୋକଙ୍କୁ ଏ ବିଷୟରେ ସୂଚନା ଦିଆ ଯାଇ ଥିଲା।ଶବ ବ୍ୟବଚ୍ଛେଦ ପରେ ତାଙ୍କ ବାପା ଓ ବଡ ବାପା ଗାଁ ଙ୍କୁ ନ ନେଇ ପୁରୀ ସ୍ବର୍ଗ ଦ୍ବାର ନିକଟରେ ଶବ ସତ୍କାର କରିବା ପାଇଁ ଯାଇଥିଲେ।
ସେଠାରେ ତାଙ୍କ ବାପା ଓ ବଡ ବାପା କାନ୍ଦି କାନ୍ଦି ପୁଅ ର ଶବ ସତ୍କାର କରିଥିଲେ।ଏହା ପରେ ସେମାନେ ସମୁଦ୍ର ରେ ପାଣି ଛିଞ୍ଚି ହେବାକୁ ଯାଇଥିଲେ।ଏହି ସମୟରେ ରୁଦ୍ର ଙ୍କ ବଡ ବାପା ସେହି ସମୁଦ୍ର ଭିତରେ ଟଳି ପଡ଼ି ଥିଲେ।
ସଙ୍ଗେ ସଙ୍ଗେ ତାଙ୍କୁ ପୁରୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରା ଯାଇ ଥିଲା।ଡାକ୍ତର ମାନେ ସେଠାରେ ତାଙ୍କୁ ମୃ-ତ ବୋଲି ଘୋଷଣା କଲେ।ଯେ କେହି ଏହି ଘଟଣା ବିଷୟରେ ଶୁଣିଛି ତାର ଆଖିରୁ ଲୁହ ଚାଲି ଆସୁଛି।
ତାଙ୍କୁ ସେଠାରୁ ଗାଁ କୁ ନିଆ ଯାଇଥିଲା।ଏବେ ଗାଁ ରେ ଶବ ସତ୍କାର କରା ଯାଇ ଅଛି।ତାଙ୍କ ପରିବାର ରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।ଏକ ସମୟ ରେ ବଡ ବାପ ଓ ପୁତୁରା ସମସ୍ତ ଙ୍କୁ ଛାଡି ଚାଲି ଯାଇଛନ୍ତି।ଏହି ଘଟଣାରେ ଏବେ ସାରା ଗାଁ ର ଲୋକମାନେ କାନ୍ଦୁଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.