Movie prime

ଗର୍ଭବତୀ ହେଲେ କଣ ହେଲା ମୁଁ ତୁମକୁ ହିଁ ବାହା ହେବି - ନିନା ଗୁପ୍ତା ଙ୍କୁ ସତିଶ ଙ୍କ ପ୍ରସ୍ତାବ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇବା ସହ ଓଲିଉଡ,
ବଲିଉଡ ଏବଂ ଅନେକ କଳାକାରମାନଙ୍କ ବିଷୟରେ ସବୁ ଖବର ଏହି ସୋସିଆଲ ମିଡିଆରେ ପାଇପାରିବେ । ଆପଣମାନେ ସମସ୍ତେ ତ ବଲିଉଡ ଜଗତର ଜଣେ ମହାନ୍ ଅଭିନେତା ଆଉ ନିର୍ଦ୍ଦେଶକ ସତୀଶ କୌଶିକଙ୍କୁ ଜାଣିଥିବେ ।
ଆପଣମାନେ ସମସ୍ତେ ଏହି ଅଭିନେତା ଜଣଙ୍କ ଅଭିନୟ ଦେଖି ବହୁତ ଖୁସି ଥିବେ । ଏହି ଅଭିନେତା ଜଣକ କମେଡିଆନ୍ ଭୂମିକାରେ ବି ଅଭିନୟ କରିଥାନ୍ତି । ଏହି ଅଭିନେତା ଜଣଙ୍କ ଆଉ ଏହି ଦୁନିଆରେ ନାହାଁନ୍ତି । ଏହି ଅଭିନେତା ଏବଂ ନିର୍ଦ୍ଦେଶକ ଜଣକ ଆମ ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲି ଯାଇଛନ୍ତି ।
ଏହି ଅଭିନେତା ଜଣଙ୍କୁ ନେଇ ଏବେ ଅନେକ ପ୍ରକାରର କଥା ଆସୁଛି । ଏହି ଅଭିନେତା ଜଣକ ଜଣେ ବହୁତ ଭଲ ହୃଦୟର ବ୍ୟକ୍ତି ଅଟନ୍ତି । ଏହି ଅଭିନେତା ଜଣକ ଯାହାଙ୍କୁ ବିବାହ କରିଥିଲେ ସେ ହେଉଛନ୍ତି ନେନା ଗୁପ୍ତା । ସେ ହେଉଛନ୍ତି ତାଙ୍କ ବେଷ୍ଟ ଫ୍ରେଣ୍ଡ୍ । 
ଆଉ ଏହି ଅଭିନେତ୍ରୀ ନିନା ଗୁପ୍ତା ଆଗରୁ ଜଣେ କ୍ରିକେଟରଙ୍କୁ ଭଲ ପାଉଥିଲେ । ଆଉ ସେ ଗର୍ଭବତୀ ବି ଥିଲେ । କିନ୍ତୁ ତାଙ୍କ ପ୍ରେମିକ ତାଙ୍କୁ ଛାଡି ପଳାଇଥିଲେ । ଆଉ ସେତେବେଳେ ନିନା ଏହି ଛୁଆକୁ ନଷ୍ଟ କରିବାକୁ ଚାହୁଁ ନଥିଲେ ।
ସେତେବେଳେ ତାଙ୍କ ସାଙ୍ଗ ସତୀଶ ତାଙ୍କୁ କହିଥିଲେ ତୁମେ ଗର୍ଭବତୀ ଥିଲେ ବି ସେ ତାଙ୍କୁ ନିଜର କରିବେ । ଏମିତି ଥିଲା ସତୀଶଙ୍କର ମହାନ୍ ହୃଦୟ । ଏବେ ଏହି କଥା ସବୁ ମନେ ପଡୁଛି ।
ବଲିଉଡ ଅଭିନେତା ଏବଂ ନିର୍ଦ୍ଦେଶକ ସତୀଶଙ୍କର ଦେହାନ୍ତ ଘଟିଛି । ତାଙ୍କ ସାଙ୍ଗ ଅଭିନେତା ଅନୁପମ ଖେର୍ ଏହି ବିଷୟରେ ଟୁଇଟ କରି କହିଥିଲେ । 
ମୃ-ତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ଏହି ଅଭିନେତା ଜଣଙ୍କର ହୃଦଘାତରେ ପରଲୋକ ଘଟିଛି । ସେ ଅନେକ ଚଳଚ୍ଚିତ୍ର ପାଇଁ ଚିତ୍ରନାଟ୍ୟ ବି ରଚନା କରିଥିଲେ ।
ଅଭିନେତା ସତୀଶ ରାମ ଲଖନ ଏବଂ ସାଜନ ଚଲେ ଶଶୁରାଲ ପାଇଁ ଶ୍ରେଷ୍ଠ ହାସ୍ୟ ଅଭିନେତା ଭୂମିକାରେ ଅଭିନୟ କରି ଫିଲ୍ମଫେୟାର ପୁରସ୍କାର ମଧ୍ୟ ପାଇଥିଲେ ।
ଏହି ଅଭିନେତା ଜଣକ ୧୩ ଏପ୍ରିଲ ୧୯୬୫ ମସିହାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ବିୟୋଗ ପରେ ଏବେ ଦୁଃଖରେ ଭାଙ୍ଗି ପଡ଼ିଛି ସାରା ସିନେ ଜଗତ । ଆଉ ତାଙ୍କ ମୃ-ତ୍ୟୁ ପରେ ଅଭିନେତ୍ରୀ ନିନା ଗୁପ୍ତାଙ୍କ କଥା ଆସୁଛି । ତାଙ୍କର ମହାନିକତା ଜଣାପଡୁଛି ।