Movie prime

ନିର୍ବାଚନ ଆଗରୁ ବୁଢ଼ା ବୁଢ଼ୀ ଙ୍କୁ ଖୁସି କରିଦେଲେ ନବୀନ, ଏଣିକି ଭତ୍ତା ପଇସା ବଢ଼ିଗଲା.. ଓଡ଼ିଶା ରେ ବୁଢ଼ା ବୁଢ଼ୀ ଭାଗ୍ୟବାନ..

 
Special report
ନମସ୍କାର ପାଠକ ବନ୍ଧୁ।ଆସିଲା ବଡ ଖବର।ରାଜ୍ୟ ସରକାର ଗରିବ ଲୋକ ମାନଙ୍କ ପାଇଁ ପୁଣି ଠାରେ ଗୋଟିଏ ବଡ ଯୋଜନା କରିଛନ୍ତି।ଏହି ଯୋଜନା ରେ ଗରିବ ଲୋକ ମାନଙ୍କ ଭତ୍ତା ଟଙ୍କା କୁ ବୃଦ୍ଧି କରା ଯାଇଚି।
Special report
ଭତ୍ତା ଟଙ୍କା କୁ ବୃଦ୍ଧି କରିବା ପରେ ଲୋକ ମାନେ ବହୁତ ଖୁସି ଅଛଟି।ଏ ନେଇ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି।ଭତ୍ତା ଟଙ୍କା କୁ ୫୦୦ ଟଙ୍କା ବଢାଇ ଦେଇଛନ୍ତି ରାଜ୍ୟ ସରକାର।ରାଜ୍ୟ ସରକାର ଙ୍କ ଏଭଳି କାର୍ଯ୍ୟ ପାଇଁ ସମସ୍ତେ ବହୁତ ଖୁସି ଅଛନ୍ତି।
ସୂଚନା ଅନୁସାରେ ଗତ କାଲି ଏହି ଯୋଜନା କରିଛନ୍ତି।ସମସ୍ତ ଭତ୍ତା ହିତାଧିକାରୀ ଏଥର ୫୦୦ ଟଙ୍କା ଅଧିକ ଭତ୍ତା ପାଇବେ।ଆଗରୁ ସେମାନେ ୫୦୦,୭୦୦,୯୦୦ ଟଙ୍କା ପାଉ ଥିଲେ।ଏବେ ଏହା ବୃଦ୍ଧି ଘଟି ୧୦୦୦,୧୨୦୦ ଓ ୧୪୦୦ ଟଙ୍କା ପାଇବେ।
ଏହି ବୃଦ୍ଧି ସେମାନେ ଚଳିତ ମାସ ଫେବୃଆରୀ ଠାରୁ ପାଇବେ।ତେବେ ଏମାନଙ୍କ ପାଇଁ ରାଜ୍ୟ ସରକାର ମଧୁବାବୁ ପେନସନ ଯୋଜନା ରେ ଏହି ଟଙ୍କା କୁ ବୃଦ୍ଧି କରିଛନ୍ତି।ଏହି ବର୍ଦ୍ଧିତ ପେନସନ ପାଇଁ ରାଜ୍ୟ ସରକାର ବାର୍ଷିକ ୩୬୮୩ କୋଟି ଟଙ୍କା ଖର୍ଚ୍ଚ କରିବେ।
Special report
୫ ଟି ସଚିବ ଭି କେ ପାଣ୍ଡିଆନ ଙ୍କ ବିଭିନ୍ନ ଜିଲ୍ଲା ଗ୍ରସ୍ତ ସମୟ ରେ ଲୋକ ମାନେ ତାଙ୍କୁ ଏହି ପେନସନ ରାଶି ବୃଦ୍ଧି କରିବା ପାଇଁ କହି ଥିଲେ।ଲୋକ ଙ୍କ ଏଭଳି ଅନୁରୋଧ କୁ ମନା କରି ପାରି ନ ଥିଲେ ଭି କେ ପାଣ୍ଡିଆନ।
ସେ ସେମାନଙ୍କ କଥା କୁ ରଖି ପେନସନ ଟଙ୍କା ରେ ବୃଦ୍ଧି କରିଛନ୍ତି।ଏହି ପେନସନ ରାଶି ଫେବୃଆରୀ ୨୫ ରୁ ୩୦ ତାରିଖ ମଧ୍ୟରେ ସମସ୍ତେ ପାଇ ଯିବେ।ଗତ ବର୍ଷ ଏଥିରେ ଚାରି ଲକ୍ଷ ହିତାଧିକାରୀ ଯୋଗ ଦେଇ ଥିଲେ।ଏବେ ପୁଣି ଥରେ ଏହି ହିତାଧିକାରୀ ଙ୍କ ସଂଖ୍ୟା ବୃଦ୍ଧି ଘଟିଛି।
ବର୍ତ୍ତମାନ୍ ସମୟ ରେ ୩୬.୬୫ ହିତାଧିକାରୀ ଏହି ଯୋଜନା ର ଲାଭ ପାଉ ଛନ୍ତି।ଏହି ପେନସନ ଯୋଜନା ରେ ଅନେକ ଲୋକ ଉପକୃତ ହେଉଛନ୍ତି।
ରାଜ୍ୟ ସରକାର ବିଭିନ୍ନ ବର୍ଗ ର ଲୋକ ମାନଙ୍କ ପାଇଁ ଏହି ଯୋଜନା କରିଛନ୍ତି।ଏଥିରେ ବରିଷ୍ଠ ନାଗରିକ ଭିନ୍ନ କ୍ଷମ ବ୍ୟକ୍ତି ଅବିବାହିତ ମହିଳା ବିଧବା ସମସ୍ତ ଙ୍କ ପାଇଁ ବ୍ୟବସ୍ଥା ରହିଛି।ସମସ୍ତେ ଏଥିରେ ଟଙ୍କା ପାଇ ପାରିବେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.