Movie prime

ନିର୍ବାଚନ କୁ ଓହ୍ଲେଇଲେ ରାଣୀ ପଣ୍ଡା : ଏଥର ସବୁ ବିରୋଧୀ ଙ୍କ ମୁଁହ ଚୁପ୍ କରିବେ ରାଣୀ...

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡା ଙ୍କୁ ଜାଣି ଥିବେ।ତାଙ୍କ ଜୀବନ ରେ ସେ ବହୁତ କିଛି ଦୁଃଖ ଦେଖି ଛନ୍ତି।ହେଲେ ସେହି ଦୁଃଖ କୁ ନିଜ ଭିତରେ ଚାପି ରଖି ସେ ସମାଜ ର ଭଲ ପାଇଁ କାମ କରୁଛନ୍ତି।
Special report
ଗତ କିଛି ଦିନ ହେବ ଯାତ୍ରା ଜଗତ ରେ ଅନେକ ପରିବର୍ତନ ଦେଖା ଦେଇଛି।କିଛି ଦିନ ତଳେ ଧଉଳି ଗଣନାଟ୍ୟ ର ବସ୍ ଓଲଟି ଅନେକ ଲୋକ ମୃତ୍ୟୁ ବରଣ କରି ଥିଲେ।ଏଥିରେ ଆହତ ବ୍ୟକ୍ତି ମାନଙ୍କୁ ସାହାର୍ଯ୍ୟ କରିବା ପାଇଁ ଦଉଡ଼ି ଆସି ଥିଲେ ରାଣୀ ପଣ୍ଡା।ଯାହାକୁ ନେଇ ଏବେ ଅନେକ କଥା ଶୁଣିବାକୁ ମିଳୁଛି।
ସୂଚନା ଅନୁସାରେ ରାଣୀ ପଣ୍ଡା ଏବେ ସାରା ଓଡ଼ିଶା ରେ ପ୍ରଶଂସା ର ପାତ୍ରି ହୋଇଛନ୍ତି।ଅନେକ ଜନ ମଙ୍ଗଳ କାମ କରି ସେ ଏବେ ସବୁ ଠାରେ ପରିଚିତ ହୋଇଛନ୍ତି।ଏହି ସମୟ ରେ ଅନେକ ଯାତ୍ରା ଅଭିନେତ୍ରୀ ମାନେ ପରସ୍ପର ଉପର କୁ କାଦୁଆ ଫିଙ୍ଗିବାକୁ ଆରମ୍ଭ କରି ଥିଲେ।
ପରସ୍ପର କୁ ଖରାପ ଭାଷା ରେ ଗାଳି ଗୁଲଜ କରି ଥିଲେ।ପରେ ଯାତ୍ରା ଜଗତ ର ଅନ୍ୟ ତମ କଳାକାର ଦୈତାରି ପଣ୍ଡା ଓ ବାପି ପଣ୍ଡା ବିଜେଡି ଦଳ ରେ ପ୍ରବେଶ କରିଥିଲେ।ସେମାନଙ୍କର ରାଣୀ ପଣ୍ଡା ଉପରେ ବହୁତ ରାଗ ଥିଲା।
Special report
ସେମାନେ ଶାସକ ଦଳ ରେ ପ୍ରବେଶ କରି କହିଥିଲେ କି ଆମେ ଆମ ଯାତ୍ରା ର ଉନ୍ନତି ପାଇଁ ଅନେକ କିଛି କାମ କରିବୁ।ଏହା ପରେ ଦୈତାରି ପଣ୍ଡା ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ସହିତ ତୁଳନା କରିଥିଲେ।ଯାହାକୁ ସାରା ଓଡ଼ିଶା ବାସୀ ପସନ୍ଦ କରି ନ ଥିଲେ।
ଏଥିପାଇଁ ଦୈତାରି ଙ୍କ ନାମ ରେ ଥାନା ରେ ଅଭିଯୋଗ କରା ଯାଇ ଥିଲା।ତେବେ ଯାତ୍ରା ଜଗତ ରେ ରାଣୀ ପଣ୍ଡା ଙ୍କୁ ନେଇ ଅନେକ ଖରାପ କଥା କୁହା ଯାଇ ଥିଲା।ଏତେ ସବୁ ଘଟଣା ଘଟି ସାରିଲା ପରେ ମଧ୍ୟ ରାଣୀ ପଣ୍ଡା ନିଜ କର୍ମ ରୁ କେବେ ଅଲଗା ହୋଇ ନାହାନ୍ତି।
ସେ ଟିଭି ରେ ଦେଖି ଥିଲେ ଗୋଟିଏ ଛୋଟ ଝିଅ ଟି ପରିବାର ର ଅସୁବିଧା ହେତୁ ପାଠ ପଢ଼ି ପାରି ନ ଥିଲା।ଏହାକୁ ଦେଖି ସେ ସହି ପାରୁ ନ ଥିଲେ।ପ୍ରଥମେ କାନ୍ଦି ପକାଇ ଥିଲେ।ଏହା ପରେ ସେହି ଛୋଟ ଝିଅ ପାଖକୁ ଯାଇ ସାହାର୍ଯ୍ୟ ର ହାତ ବଢ଼ାଇ ଥିଲେ।
ତାକୁ ପାଠ ପଢ଼ାଇବେ ବୋଲି କଥା ଦେଇ ଥିଲେ।ଓ ବିବାହ କରାଇବେ ବୋଲି ତାର ପରିବାର ଲୋକ ଙ୍କୁ ପ୍ରତିଶ୍ରୁତି ଦେଇଥିଲେ।ଯାହାକୁ ଦେଖି ସମସ୍ତେ ତାଙ୍କର ଖୁବ୍ ପ୍ରଶଂସା କରିଥିଲେ।

Around The Web