Movie prime

ନିର୍ଯାତନାର ଶିକାର ହେଲେ ପ୍ରଭୁ ଶ୍ରୀକୃଷ୍ଣ ଦେଖନ୍ତୁ ଶେଷରେ ଆଉ ସହି ନପାରି ଖୋଲିଲେ ମୁଁହ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ତ ଅନେକ ଧାରାବାହିକ ଦେଖିଥିବେ ।
Special report
ପୌରାଣିକ କଥାକୁ ନେଇ ମଧ୍ୟ ଅନେକ ଧାରାବାହିକ ଆସିଥାଏ । ଆପଣମାନେ ଶ୍ରୀକୃଷ୍ଣ ଧାରାବାହିକ ତ ଦେଖିଥିବେ । ଏବେ ସେହି ଧାରାବାହିକରେ ଅଭିନୟ କରିଥିବା ଅଭିନେତାଙ୍କୁ ନେଇ କିଛି ଖବର ଆସିଛି ।
ଏବେ କାନ୍ଦୁଛନ୍ତି ଶ୍ରୀକୃଷ୍ଣ ଆଉ ମାନସିକ ନିର୍ଯାତନାର ଶିକାର ହୋଇଛନ୍ତି । ତାଙ୍କ ସ୍ତ୍ରୀ ତାଙ୍କୁ ମାନସିକ ନିର୍ଯ୍ୟାତନା ଦେଉଛନ୍ତି ବୋଲି ସେ କହିଛନ୍ତି । ତାଙ୍କ ପିଲାମାନଙ୍କ ସହିତ ମଧ୍ୟ ତାଙ୍କର ଦେଖା କରାଇ ଦେଉ ନାହାନ୍ତି ତାଙ୍କ ସ୍ତ୍ରୀ ।
Special report
ସେ ବହୁତ କଷ୍ଟରେ ଅଛନ୍ତି । ସେ ଆଉ ଏହି କଷ୍ଟ ସମ୍ଭାଳି ପାରୁ ନାହାଁନ୍ତି ବୋଲି ସେ କହିଛନ୍ତି । ତାଙ୍କୁ ଷଡଯନ୍ତ୍ରରେ ଫସାଇ ଦିଆଯାଇଛି ବୋଲି ସେ କହିଛନ୍ତି । ଅଭିନେତା ଜଣକ କହିଛନ୍ତି ସେ ଆଉ ଧର୍ଯ୍ୟ ସହ୍ୟ କରି ପାରୁନାହାନ୍ତି । 
ଏଭଳି ଅନେକ କଥା କହିଛନ୍ତି ଶ୍ରୀକୃଷ୍ଣ ଧାରାବାହିକରେ ଶ୍ରୀକୃଷ୍ଣ ଭୂମିକାରେ ଅଭିନୟ କରିଥିବା ନୀତିଶ ଭରଦ୍ୱାଜ । ପଦବୀର ଫାଇଦା ଉଠାଇ ତାଙ୍କୁ ମାନସିକ ନିର୍ଯ୍ୟାତନା ଦିଆଯାଉଛି । ତାଙ୍କ ପରିବାର ଠାରୁ ତାଙ୍କୁ ଦୂରେଇ ରଖା ଯାଉଛି ।
Special report
ଏବେ କୃଷ୍ଣଙ୍କ ଜୀବନରେ କିଛି ଠିକ୍ ଚାଲୁ ନାହିଁ । ତାଙ୍କର ହସଖୁସିର ସଂସାରରେ କାହାର ନଜର ଲାଗି ଯାଇଛି । ଏବେ ତାଙ୍କର ଜୀବନରେ କିଛି ବି ଠିକ୍ ହେଉ ନାହିଁ । ଏଭଳି ଅନେକ ଅଭିଯୋଗ ନେଇ ଅଭିନେତା ନୀତିଶ ଭୋପାଲର କମିଶନର ହରିନାରାୟଣ ମିଶ୍ରଙ୍କ ପାଖରେ ଅଭିଯୋଗ କରିଛନ୍ତି ।
ଏବେ ଅଭିନେତା ନୀତିଶ ଆଉ ତାଙ୍କ ସ୍ତ୍ରୀ ଆଇଏଏସ୍ ସ୍ମିତା ଅଲଗା ଅଲଗା ରହୁଛନ୍ତି । ପଦବୀର ଫାଇଦା ଉଠାଇ ପୋଲିସ ସହାୟତାରେ ତାଙ୍କ ଯାଆଁଳା ଛୁଆକୁ ତାଙ୍କ ଠାରୁ ଦୂରେଇ ରଖିଛନ୍ତି । ତାଙ୍କର ସବୁ ନମ୍ବରକୁ ବ୍ଲକ୍ କରି ଦେଇଛନ୍ତି । ଅଭିନେତା ନୀତିଶ ଛୁଆଙ୍କ ସହିତ ସମୟ ବିତାଇବାକୁ ଅନୁରୋଧ କରିଛନ୍ତି ।
୨୦୧୪ ମସିହାରେ ନୀତିଶ ସ୍ମିତାଙ୍କୁ ବିବାହ କରିଥିଲେ । ଉଭୟଙ୍କର ୧୧ ବର୍ଷୀୟ ଯାଆଁଳା ଝିଅ ଅଛନ୍ତି । କିନ୍ତୁ ଏବେ ତାଙ୍କ ସ୍ତ୍ରୀ ତାଙ୍କ ସହ ଏଭଳି କରିଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି । ଏହି ସମସ୍ୟାର ସମାଧାନ କମିଶନର କରିବେ ବୋଲି କହିଛନ୍ତି ।