Movie prime

ନିର୍ବାଚନ ରେ ଜିତିବା ପରେ ପାଗଳ ହେଇଗଲେ ବାଂଲାଦେଶୀ ଖେଳାଳି ଶକିବ, ଗାଲ କୁ ଗାଲ ସେକି ଦେଇ ଗଲେ ସକିବ

 
Special Report
ନମସ୍କାର ପାଠକ ବନ୍ଧୁ।ନିଜ ପ୍ରଶଂସକ ଙ୍କୁ ଚାପୁଡ଼ା ମାରି ଏବେ ଚର୍ଚ୍ଚା ରେ ଜଣେ କ୍ରିକେଟ ଖେଳାଳି।କ୍ରିକେଟ ଖେଳାଳି ମାନଙ୍କୁ ଲୋକ ମାନେ ଖୁବ୍ ଭଲ ପାଆନ୍ତି।ସେମାନେ ଆମ ଦେଶ କୁ ଜିତାଇବା ପାଇଁ କେତେ କଷ୍ଟ କରି ଥାଆନ୍ତି।
Special Report
କେବଳ ନିଜ ପ୍ରିୟ କ୍ରିକେଟର ମାନଙ୍କ ସହିତ ନିଜର ଭଲ ଫଟୋ ଉଠାଇବା ପାଇଁ ପ୍ରଶଂସକ ମାନେ ଇଚ୍ଛା କରି ଥାଆନ୍ତି।ହେଲେ ସେହି କ୍ରିକେଟର ମାନଙ୍କ ବ୍ୟବହାର ଦିନ କୁ ଦିନ ଖରାପ ହେବାରେ ଲାଗିଛି।ଏଭଳି ଘଟଣା ଦେଖିବାକୁ ମିଳିଛି ବାଂଲାଦେଶ ଠାରେ।ତାଙ୍କ ଦେଶ ରେ କ୍ରିକେଟ ଖେଳାଳି ଶାକୁବ ଉଲ୍ ହାସନ୍ ଜଣେ କ୍ରିକେଟ ଖେଳାଳି।
ଅନେକ ଥର ସେ ଦଳ କୁ ଜିତି ବାରେ ସାହାର୍ଯ୍ୟ କରିଛନ୍ତି।ଲୋକ ମାନେ ତାଙ୍କ ଖେଳ କୁ ଖୁବ୍ ପସନ୍ଦ କରନ୍ତି।ହେଲେ ଏହି ଖେଳାଳି ଜଣକ ର ତାଙ୍କ ପ୍ରଶଂସକ ମାନଙ୍କ ପ୍ରତି ବ୍ୟବହାର ନ ଥାଏ।ସେ ଜଣେ ପ୍ରଶଂସକ ଙ୍କୁ ଏବେ ଚାପୁଡ଼ା ମାରିଛନ୍ତି।ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି।
ଆପଣ ମାନେ ଭାବୁଥିବେ ଏହା ସତ୍ୟ ନୁହେଁ।ତେବେ ଆମେ କହି ଦେବାକୁ ଚାହୁଁଚୁ ଯେ ଏହା ସତ୍ୟ।ସୂଚନା ଅନୁସାରେ ବାଂଲାଦେଶ ର ମଦୁରାଇ ଠାରେ ଏକ ସାଧାରଣ ସଭା ଚାଲି ଥିଲା।ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ଶାକୁବ୍ ଉଲ ହାଶନ ସେଠାକାର ନିର୍ବାଚନ ରେ ବିପୁଳ ସଂଖ୍ୟାରେ ଭୋଟ ପାଇ ବିଜୟୀ ହୋଇ ଛନ୍ତି।
Special Report
ସେଥିପାଇଁ ମଦୁରାଇ ଠାରେ ଏକ ସଭା ର ଆୟୋଜନ କରା ଯାଇଥିଲା।ତାଙ୍କ ଦେଶ ର ପ୍ରଧାନ ମନ୍ତ୍ରୀ ସେଠାକୁ ବୁଲିବାକୁ ଆସିଥିଲେ।ଏହା ଛଡ଼ା ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି ମାନେ ସେଠାକୁ ଆସି ଥିଲେ।ଯେତେବେଳେ ଶାକୁବ ଉଲ ହାସନ ଏହି ସଭା କୁ ଯାଇ ଥିଲେ।
ଏହି ସମୟ ରେ ତାଙ୍କର ଜଣେ ପ୍ରଶଂସକ ତାଙ୍କୁ ପଛ ପାଖରୁ ଜାବୁଡି ଧରି ଥିଲେ।ଓ ତାଙ୍କ ସହିତ ଫଟୋ ଉଠାଇବା ପାଇଁ କହିଥିଲେ।ଏଥିରେ ଶାକୁବ ଉଲ ହାସନ ବହୁତ ରାଗି ଯାଇଥିଲେ।ସେ ପଛକୁ ବୁଲି ପଡି ତାଙ୍କ ପ୍ରଶଂସକ ଙ୍କୁ ଏକ ଶକ୍ତ ଚାପୁଡ଼ା ମାରି ଥିଲେ।
ଏହାକୁ ଦେଖି ସଭା ରେ ଉପସ୍ଥିତ ଅନ୍ୟ ଲୋକ ମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।ସେମାନେ ଶାକୁବ ଙ୍କ ଏଭଳି ବ୍ୟବହାର କୁ ଖୁବ୍ ନିନ୍ଦା କରିଥିଲେ।କେହି କେହି କହିଛନ୍ତି କି ଏହି ଘଟଣା ଜାନୁୟାରୀ ତିନି ତାରିଖରେ ଘଟି ଥିଲା ବୋଲି।
ଆଉ କେହି କେହି କହିଛନ୍ତି କି ଏହି ଘଟଣା ଟି ଗତ କିଛି ଦିନ ର।ତେବେ ଏ ଯାଏଁ ଜଣା ପଡି ନାହିଁ।ଏହା କେଉଁ ଦିନ ର।ହେଲେ ଘଟଣା ଟି ସତ୍ୟ। ଶାକୁବ ତାଙ୍କ ପ୍ରଶଂସକ ମାନଙ୍କୁ ଖୁବ୍ ପିଟି ଛନ୍ତି ବୋଲି ଏବେ ଚର୍ଚ୍ଚା କରା ଯାଉଛି।ତାଙ୍କର ଅନ୍ୟ ପ୍ରଶଂସକ ମାନେ ତାଙ୍କୁ ସୋସିଆଲ ମିଡିଆରେ ଖୁବ୍ ନିନ୍ଦା କରିଛନ୍ତି।