Movie prime

ନିର୍ବାଚନ ପୂର୍ବ ରୁ ସୁପ୍ରିମୋ ଙ୍କ ଆଶୀର୍ବାଦ ପାଇଁ ନବୀନ ନିବାସ ଗଲେ କି ଦିପାଲି??

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ପୂର୍ବତନ ନବ ଦାସ୍ ଙ୍କ ହ-ତ୍ୟା ମାମଲା ଉପରୁ ବର୍ତ୍ତମାନ୍ ସୁଦ୍ଧା ପରଦା ଉଠି ପାରି ନାହିଁ। କାରଣ କଣ ପାଇଁ ତାଙ୍କୁ ଏଭଳି ନିର୍ମମ ଭାବରେ ହ-ତ୍ୟା କରାଗଲା
 ତାହାର ଉତ୍ତର କାହା ପାଖରେ ମଧ୍ଯ ନାହିଁ। ଏବେ ମଧ୍ୟ କୋକ ମାନଙ୍କ ମନରେ ଏହି ପ୍ରଶ୍ନ ଉଙ୍କି ମାରୁଛି କି କଣ ପାଇଁ ନବ ଦାସ୍ ଙ୍କୁ ଗୁଳି କରିଥିଲେ ASI ଗୋପାଳ କୃଷ୍ଣ ଦାସ। ଏବେ ମଧ୍ୟ ଏହି ଘଟଣାର ତଦନ୍ତ ଚାଲିଛି।
ଏବେ ଏହି ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜି ଥିବା ବେଳେ ଆଉ ଏକ ଖବର ସାମ୍ନାରେ ଏହା ଏବେ ଫିକା ପଡ଼ି ଯାଇଛି। ଯାହାକି ହେଉଛି ଆଗାମୀ ନିର୍ବାଚନ ରେ ନବ ଦାସ୍ ଙ୍କ ଝିଅ ଦିପାଳୀ ଦାସ ଙ୍କ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବା କଥା।
ଆଜ୍ଞା ହଁ ନବ ଦାସ ଙ୍କ ଝିଅ ଦୀପାଲୀ ଦାସ ବୋଧ ହୁଏ ଏବେ ନିର୍ବାଚନ ରେ ଛିଡ଼ା ହୋଇ ପାରନ୍ତି। କାରଣ ଆପଣ ମାନେ ଆଗରୁ ଅନେକ ଥର ଦେଖିଥିବେ କି ନବ ଦାସ ଙ୍କ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥାଏ।
ସେହି ଭିଡିଓ ଗୁଡିକ ମଧ୍ୟରୁ ଏକ ଭିଡିଓ ହେଲା ଯେଉଁଥିରେ ନବ ଦାସ କହିଥିଲେ ଆଗାମୀ ଦିନରେ ତାଙ୍କ ଝିଅ ଦୀପାଳୀ ପ୍ରତିନିଧିତ୍ଵ କରିବାକୁ ଯାଇଛନ୍ତି।
ଆଉ ଏହି କଥାରୁ ହିଁ ସ୍ପଷ୍ଟ ହୋଇ ଯାଇଛି କି ଦୀପାଳୀ ଏବେ ନିର୍ବାଚନ ରେ ଛିଡ଼ା ହେବାକୁ ଯାଉଛନ୍ତି। ଆଉ ଏବେ ସୋସିଆଲ ମିଡ଼ିଆରେ ଏକ ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଯେଉଁଥିରେ କି ଦେଖିବାକୁ ମିଳିଛି ଦିପାଳୀ ଦାସ ଏକ କାର ରେ,
ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସ ଭାବନକୁ ଯାଉ ଥିବାର। ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଚହଳ ସୃଷ୍ଟି କରିଛି। ଏବଂ ଏହାକୁ ଅନେକ ଲୋକ ମାନେ ମଧ୍ୟ ଦେଖିବା ପରେ
ଅନେକ ପ୍ରକାରର ପ୍ରଶ୍ନ କରି ଅନେକ କଥା ମଧ୍ୟ କହିଛନ୍ତି। ତେବେ ଏହି ଭିଡିଓ ଦେଖିବା ପରେ ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।