Movie prime

ଦେହ ଦେଖେଇ ଅଧା ଲଙ୍ଗଳା ହୋଇ ନାଚୁଥିଲେ ନିଶା... ପଛ ପଟୁ କିଏ ଗୋଟେ ନିଶା ନିଶା କହି...

 
Special report
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଓଡ଼ିଆ ଯାତ୍ରା କଳାକାର ନିଶା ମହାରଣା ଙ୍କୁ ଆପଣ ମାନେ ସମସ୍ତେ ଜାଣି ଥିବେ।ଯାତ୍ରା ମଞ୍ଚ ରେ ସେ ନିଜ ଜଲୱା ଦେଖାଇ ଅନେକ ପୁରୁଷ ମାନଙ୍କ ମନ କିଣି ନେଇ ଯାଆନ୍ତି।କିଛି ଦିନ ତଳେ କୁହା ଯାଉ ଥିଲା କି ନିଶା ମହାରଣା ଉପରେ ଚିଆର ଫୋପାଡି ଆକ୍ରମଣ କରା ଯାଇଚି।
Special report
ତେବେ ଏ ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ନିଶା ମହାରଣା।ସେ କହିଛନ୍ତି କି ମୋତେ ଲୋକ ମାନେ ଭଲ ପାଆନ୍ତି।ମୁଁ ଷ୍ଟେଜ ଉପରକୁ ଆସିଲେ ଦର୍ଶକ ମାନେ ଜୋର୍ ରେ ଚିତ୍କାର କରି ଉଠନ୍ତି।କିଛି ଲୋକ ମାନେ ମୋତେ ନେଇ ରୋଷ୍ଟ କରୁଛନ୍ତି।
ସୂଚନା ଅନୁସାରେ ନିଶା ମହାରଣା କିଛି ଦିନ ତଳେ ଧଉଳି ଠାରେ ହେଉଥିବା ଏକ ଯାତ୍ରା ମଞ୍ଚ କୁ ଯାଇ ଥିଲେ।ସେଠାରେ ଶୁଣିବାକୁ ମିଳି ଥିଲା ନିଶା ମହାରଣା ଙ୍କୁ ଚେୟାର ଫୋପାଡି ଥିଲେ ଦର୍ଶକ ମାନେ।ତେବେ ନିଶା ମହାରଣା ଏହାକୁ ମିଛ ବୋଲି କହି ଥିଲେ।
ସେ କହି ଥିଲେ କି ମୁଁ ମୋ ଦର୍ଶକ ମାନଙ୍କୁ ଯେତିକି ଭଲ ପାଏ ସେମାନେ ମଧ୍ୟ ମୋତେ ସେତିକି ଭଲ ପାଆନ୍ତି।ମୁଁ ଷ୍ଟେଜ ଉପରକୁ ଆସିଲେ ସମସ୍ତେ ମୋତେ ଦେଖିବା ପାଇଁ ଆସନ୍ତି।ବୁଢା ଓ ଟୋକା ଲୋକ ମାନେ ମୋତେ ଦେଖିବାକୁ ବେଶୀ ପସନ୍ଦ କରନ୍ତି।
Special report
ଯେତେବେଳେ ମୁଁ ଷ୍ଟେଜ ଉପରେ ଥାଏ ସେତେବେଳେ ମୁଁ କୌଣସି ମାଉସୀ ଙ୍କ ପାଖକୁ ଯାଏ ନାହିଁ।ସେହି ବୁଢା ଓ ଟୋକା ମାନଙ୍କ ସହିତ ରହିବାକୁ ଭଲ ଲାଗେ।କିଛି ସ୍ଥାନ ରେ ମୁଁ ଦେଖିଚି ମୋତେ ନେଇ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ବିବାଦ ଲାଗି ରହେ।
ଯାତ୍ରା ଚାଲି ଥିବା ସମୟ ରେ ଜଣେ ସ୍ବାମୀ ସ୍ତ୍ରୀ ଝଗଡ଼ା ଲାଗି ଗଲେ।ଯାହାକୁ ଦେଖି ମୁଁ ବହୁତ ହସି ଥିଲି।କିଛି ରୋଷ୍ଟର ମାନେ ଅଛନ୍ତି ମୋତେ ନେଇ ବଦନାମ କରିଛନ୍ତି।ହେଲେ କେହି ମୋର କିଛି ବି କରି ପାରିବେ ନାହିଁ।ମୋ କାମ ମୁଁ ସେପରି କରୁ ଥିବି।ଲୋକମାନେ ଏ ସବୁ କୁ ପସନ୍ଦ କରୁଛନ୍ତି।
ସୂଚନା ଅନୁସାରେ ଏହା ପୂର୍ବ ରୁ ଗୋଟିଏ ଟିଭି ଚ୍ୟାନେଲ ନିଶା ମହାରଣା ଙ୍କ ବିରୋଧ ରେ ଅଭିଯୋଗ ଆଣି ଥିଲେ।ତାଙ୍କ ବିରୋଧ ରେ ମାନ ହାନି ମୋକଦମା ଲାଗୁ କରା ଯାଇ ଥିଲା।
ସେ ନିଶା ମହାରଣା ଙ୍କୁ ୫୦୦୦୦ ଟଙ୍କା ଦେଇ ଥିଲେ।ଏବେ ପୁଣି ଥରେ ନିଶା ମହାରଣା ଙ୍କୁ ନେଇ ସେପରି କଥା କୁହା ଯାଉଛି।ଏବେ ତାଙ୍କର ଅନେକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.