Movie prime

ନିଶା ମହାରଣା କରିଲେ interview, କହିଲେ ମୋର ଏଇ କିଛି ଦିନ ଭିତରେ ହେବ ସୁହାଗରାତ୍

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ସୋସିଆଲ ମିଡିଆରେ ଆପଣ ଅନେକ ପ୍ରକାରର ଭିଡିଓ ଦେଖିବାକୁ ପାଉଥିବେ। ଏଥି ମଧ୍ୟରୁ କିଛି ଭିଡିଓ ଦର୍ଶକ ମାନଙ୍କୁ ବହୁ ମାତ୍ରାରେ ପସନ୍ଦ ଆସୁଥିବା ବେଳେ ଆଉ କେତେକ ଭିଡିଓକୁ ଦର୍ଶକ ମାନେ ତୀବ୍ର ନିନ୍ଦା କରୁଛନ୍ତି।
ତେବେ ବର୍ତ୍ତମାନ ସମୟରେ ହଟ୍ ଏବଂ ବୋଲ୍ଡ ମଡେଲର ନିଶା ମହାରଣା ଖୁବ୍ ଚର୍ଚ୍ଚାରେ ରହିଛନ୍ତି। ଗଣମାଧ୍ୟମ ସାମ୍ନାରେ ନିଶାଙ୍କ ଏହି ବୋଲ୍ଡ ଅନ୍ଦାଜ ଓ ଖୋଲାଖୋଲି ଭାବରେ କଥାବାର୍ତ୍ତାକୁ ନେଇ ଅନେକ ତାଙ୍କୁ ସମାଲୋଚନା ମଧ୍ୟ କରୁଛନ୍ତି। 
ତେବେ ଆଜି ଆମେ ଆପଣ ମାନଙ୍କର ପ୍ରିୟ ଅଭିନେତ୍ରୀ ନିଶା ମହାରଣାଙ୍କ ବିଷୟରେ କହିବାକୁ ଯାଉଛୁ। ଆପଣମାନେ ଜାଣିଥିବେ ପ୍ରେମ ଦିବସରେ ନିଶା ବହୁତ ଖୁସି ଅଛନ୍ତି ତାଙ୍କର ବୟଫ୍ରେଣ୍ଡ ମଧ୍ୟ ରୋଜ ଡେରେ ରୋଜ ଦେଇଛନ୍ତି।
ଯାହାକୁ ନେଇ ସେ ମଧ୍ୟ ବହୁତ ଖୁସି ଅଛନ୍ତି। ନିଶା କହିଛନ୍ତି କି ତାଙ୍କୁ ସମସ୍ତେ ଭଲ ପାଆନ୍ତି। ଏବଂ ନିଶା ମହାରଣା କହିଛନ୍ତି ସେ ଯାହାକୁ ଦେଖିବେ ତା ହିଷ୍ଟ୍ରି ଆଉ ବାଓଡାଟା ବାହାର କରିଦେବେ। ସେ ଖଣ୍ଡଗିରିରେ ହୋଇଥିବା ଯାତ୍ରା ବିଷୟରେ କହିଛନ୍ତି ଯଦି ସେ ସେଠାକୁ ଯାଇଥାନ୍ତେ ତେବେ ଷ୍ଟେଜ ହଲାଇ ଦେଇଥାନ୍ତେ। 
ତେବେ ସେ କହିଛନ୍ତି ଏବେ ସେ ନିଜ କାମରେ ବ୍ୟସ୍ତ ଅଛନ୍ତି। ତେଣୁ ଏହି ସବୁ ଦିବସ ପାଳିବା ପାଇଁ ତାଙ୍କ ପାଖରେ ଟାଇମ ନଥାଏ। ସେ ଆହୁରି ଝିଅ ମାନଙ୍କୁ କହିଛନ୍ତି ଯଦି କୌଣସି ପୁଅ ସହ ନିଜର ଭବିଷ୍ୟତ ଦେଖୁନାହଁ ତେବେ ଖାଲି ଦେହ ସୁଖ ମେଣ୍ଟାଇବା ପାଇଁ ଭୁଲ୍ କାମ କର ନାହିଁ।
ସେହି କାମ କରିବା ପୂର୍ବରୁ ନିଜ ପରିବାର ବିଷୟରେ ଭାବିବା ଉଚିତ ବୋଲି ନିଶା ମହାରଣା କହିଛନ୍ତି। ଏବଂ ନିଶା ମହାରଣା କହିଛନ୍ତି ତାଙ୍କର ଯିଏ ବୟଫ୍ରେଣ୍ଡ ଥିଲେ, ସେ ପ୍ରଥମେ ଭଲ ବନ୍ଧୁ ଭଳି ଥିଲେ। ତାପରେ ସେ ତାଙ୍କର ବୟଫ୍ରେଣ୍ଡ ହୋଇଥିଲେ। 
ଦୁହିଁଙ୍କ ଭୀତରେ ଜେଲସ ହେଲା ପରେ ହିଁ ଲଭ ହୋଇଥିଲା ବୋଲି ନିଶା ମହାରଣା କହିଛନ୍ତି। ବନ୍ଧୁ ହେବା ପୂର୍ବରୁ ପ୍ରଥମ ଦେଖାରେ ନିଶା ମହାରଣାଙ୍କ ବୟଫ୍ରେଣ୍ଡ୍ ଭଲ ପାଉଥିଲେ ବୋଲି ପ୍ରପୋଜ୍ କରିଥିଲେ। କିନ୍ତୁ ନିଶା ମନା କରିଥିଲେ।
କାରଣ ଏସବୁ ଚକ୍କର ନିଶା ମହାରଣା ପଡିବାକୁ ଚାହୁଁ ନଥିଲେ। ଆଉ ନିଶା ମହାରଣା କେବଳ ସେଲିବ୍ରେଶନ ତାଙ୍କର ଜନ୍ମ ଦିନରେ ହିଁ କରନ୍ତି ବୋଲି କହିଛନ୍ତି। ତେବେ ବନ୍ଧୁଗଣ ନିଶା ମହାରଣାଙ୍କ ଏହିସବୁ କଥା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।