Movie prime

ନିର୍ବାଚନ ରେ ଠିଆ ହେବେ ନିଶା ମହାରଣା... ମତେ କଣ ଭାବୁଚ କି ... ଥରେ ଜିତେଇ କରି ଦେଖ..

 
Bb
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସୋସିଆଲ ମିଡ଼ିଆ ରେ ଏକ ଭିଡିଓ ଖୁବ ଭାଇରାଲ୍ ହେବାରେ ଲାଗିଛି। ଏହାକୁ ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।
କାରଣ ଏବେ ଏହା ସ୍ପଷ୍ଟ ହୋଇ ଯାଇଛି କି ନିର୍ବାଚନ ମଇଦାନ ଙ୍କୁ ନିଶା ମହାରଣା ଆସିବାକୁ ଯାଉଛନ୍ତି। କାରଣ ସେ କହିଥିଲେ କି କଂଗ୍ରେସ୍ କୁ ସେ ବଏ କଟ କରି ଦେଇଛନ୍ତି। ସେଥିପାଇଁ ସେ ଆଉ କଂଗ୍ରେସ୍ ରେ ମିଶିବେ ନାହିଁ।
Hj
ହେଲେ ଅନ୍ୟ ଦୁଇ ଦଳ ଭିତରୁ ସେ କେଉଁଥିରେ ମିଶିବେ ତାହା ଏପର୍ଯ୍ୟନ୍ତ ସ୍ଥିର କରି ନାହାଁନ୍ତି। ଏକଥା ସମୟ କହିବ ବୋଲି ସେ କହିଥିଲେ। ତାଙ୍କୁ ଯେଉଁମାନେ ଅନେକ ଅପମାନ, ଲାଞ୍ଛନା ଓ ତାଙ୍କର ଚରିତ୍ର ଉପରେ କଳଙ୍କ ଲଗାଇ ଦେଇଛନ୍ତି
ସେମାନେ ଦେଖିବେ ଯେ ନିଶା ମହାରଣା କଣ କରି ପାରେ। ଆଉ ଯଦି ତାଙ୍କର ଫ୍ୟାନ ମାନେ ଚାହିଁବେ କି ନିଶା ମହାରଣା ସେହି ସ୍ଥାନକୁ ଯିବା ପାଇଁ ଉପଯୁକ୍ତ ଅଟନ୍ତି ଆଉ ସେମାନେ ଚାହିଁଲେ ହିଁ,
ନିଶା ମହାରଣା ସମସ୍ତଙ୍କ ମନ ନେଇ କାମ କରି ପାରିବେ ବୋଲି ମଧ୍ୟ କହିଥିଲେ। ରାଜନୀତି କୁ ଯଦି ଓହ୍ଲାଇବେ ତେବେ ସେ ଜାତି ଭେଦଭାବ ବିରୁଦ୍ଧରେ ଆଗେ ପ୍ରଶ୍ନ ଉଠାଇବେ। କାରଣ ତାଙ୍କ ସହ ମଧ୍ୟ ସେଭଳି କରାଯାଇଅଛି।
Hh
ତାଙ୍କୁ ନୀଚ୍ଚ ଜାତି ବୋଲି କୁହା ଯାଇ ଅନେକ ଅପମାନ ମଧ୍ୟ ଦିଆ ଯାଇଛି। ଯେଉଁ ମାନେ ତାଙ୍କ ସହ ଏଭଳି ବ୍ଯବହାର କରିଥିଲେ ତାଙ୍କୁ ନିଶା ମହାରଣା ତାଙ୍କରି ଜବାବ ହିଁ ଦେବେ ବୋଲି କହିଥିଲେ।
ଆଉ କଂଗ୍ରେସ୍ କୁ ସେ ବଏ କଟ କରି ଦେଇଛନ୍ତି ଏବଂ ଆଉ ଯେଉଁ ଦଳ ରହିଲା ସାଢେ଼ ଚାରି କୋଟି ଓଡିଆ ଜାଣିବେ କି ନିଶା ମହାରଣା କେଉଁ ଦଳରୁ ବାହାରିବେ ବୋଲି। ଏହାକୁ ନେଇ ଏବେ ବିଭିନ୍ନ ଚର୍ଚ୍ଚା ହେବାରେ ଲାଗିଛି।
ଭିନ୍ନ ଭିନ୍ନ ଲୋକମାନେ ମଧ୍ୟ ଏଥିପ୍ରତି ଭିନ୍ନ ଭିନ୍ନ ମତ ମଧ୍ୟ ଦେଇଛନ୍ତି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ଆଉ ଆପଣ କଣ ନିଶା ମହାରଣା ଙ୍କୁ ସମର୍ଥନ କରିବେ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.