Movie prime

ଓଡିଶାରୁ ବିଦାୟ ନେବେ ନିଶା ମହାରଣା ଦେଖନ୍ତୁ ଉଠିଲା ଚର୍ଚ୍ଚା ଏହି କାରଣ ପାଇଁ କାନ୍ଦୁଛନ୍ତି ନିଶାଙ୍କ ଫ୍ୟାନ !!!

 
Gg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଆପଣମାନେ ଯାତ୍ରା ଅଭିନେତ୍ରୀ ନିଶା ମହାରଣାଙ୍କୁ ନେଇ ଆସୁଥିବା ଖବର ଜାଣି ପାରୁଛନ୍ତି ।
ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ନିଶା ମହାରଣାଙ୍କୁ ନେଇ କଣ ସବୁ ଖବର ଆସିଛି ତାହା ଜାଣିପାରିବେ । ନିକଟରେ ଅର୍ଥାତ୍ ହୋଲି ଦିନ ନିଶା ମହାରଣା କଂଗ୍ରେସ ଭବନ ଯାଇଥିଲେ । ଆଉ ସେଠାରେ ସେ ହୋଲି ଖେଳିଥିଲେ । 
Bb
ଆଉ ଏହାପରେ ତାଙ୍କୁ କିଛି କଂଗ୍ରେସ ମହିଳା କର୍ମୀ କଂଗ୍ରେସ ଭବନରୁ ଧକ୍କା ମାରି ବାହାର କରି ଦେଇଥିଲେ । ଏହାପରେ ଏହି ମହିଳା କଂଗ୍ରେସ ଥାନାର ଦ୍ୱାରସ୍ଥ ହୋଇଥିଲା । ତାଙ୍କ ନାଁରେ ମହିଳା ଥାନାରେ ଅଭିଯୋଗ କରିଥିଲେ ମହିଳା କଂଗ୍ରେସ ।
ଆଉ ସେମାନେ ଦାବି କରିଥିଲେ କି ନିଶା ମହାରଣା ଓଡ଼ିଶାରୁ ବାହାରି ଯିବା ଉଚିତ୍ । ଆଉ ଏବେ ଏହି କଥାକୁ ନେଇ ଅନେକ କଥା ଆସିଛି । ନିଶା ମହାରଣା ପେଟ ପାଇଁ ଆଉ ଲୋକଙ୍କ ସେବା କରିବା ପାଇଁ ଦେହ ଦେଖାଇ ନାଚ କରୁଥିଲେ । 
ଆଉ ସେ ହୋଲି ଦିନ କଂଗ୍ରେସ ଭବନରେ ଏଭଳି କାମ କରିଥିଲେ । ତାପରେ ମହିଳା କଂଗ୍ରେସ ତାଙ୍କୁ ଧକ୍କା ମାରିଥିଲେ ଏବଂ ଏହାପରେ ତାଙ୍କୁ ଓଡ଼ିଶାରୁ ବାହାର କରିବାକୁ କହିଥିଲେ । ତାଙ୍କୁ ଅପମାନ ଦେଇ ଏଭଳି ଅନେକ କିଛି କହିଥିଲେ କଂଗ୍ରେସ କର୍ମୀ ।
Hh
ନିଶା ମହାରଣା ସୋସିଆଲ ମିଡିଆରେ ଖରାପ ଭାଷା କହିଥାନ୍ତି ଆଉ ଛୋଟ ଛୋଟ ପୋଷାକ ପିନ୍ଧି ସେ ନାଚ କରିଥାନ୍ତି । ଏହି କଥାକୁ ନେଇ ସେ ଅନେକ କିଛି କହିଥିଲେ । ତାପରେ ମହିଳା କର୍ମୀଙ୍କୁ ନିଶା ମଧ୍ୟ ଅନେକ କିଛି ଗଣମାଧ୍ୟମ ଆଗରେ କହିଥିଲେ । 
ଏବେ ଏହି ଘଟଣା ପରେ ନିଶା ମହାରଣା ଓଡ଼ିଶା ଛାଡିବେ ବୋଲି ସୂଚନା ମିଳିଛି । ଏବେ ତାଙ୍କ ଫ୍ୟାନ୍ସମାନେ ବହୁତ ଦୁଃଖରେ ଅଛନ୍ତି । କଂଗ୍ରେସ ଭବନରୁ ଆସିବା ପରେ ଏଭଳି ସବୁ ଘଟିଥିଲା । ନିଶା ମହାରଣା ଅନେକ କିଛି କଥା ମହିଳା କଂଗ୍ରେସ କର୍ମୀଙ୍କୁ କହିଥିଲେ । ଆଉ ମହିଳା କଂଗ୍ରେସ ଏହି କଥା ଶୁଣିଥିଲେ ।
ଏବେ ସେ ଥାନାରେ ଅଭିଯୋଗ ଦେବା ସହ ଓଡ଼ିଶାରୁ ନିଶାଙ୍କୁ ବାହାର କରିବା ପାଇଁ ମଧ୍ୟ କହିଥିଲେ । ଏବେ ଦେଖିବାକୁ ବାକି ରହିଲା ଓଡ଼ିଶା କେବେ ଛାଡୁଛନ୍ତି ନିଶା ମହାରଣା । ଆଉ ଏବେ ଏହି ପ୍ରସଙ୍ଗକୁ ନେଇ କିଛି କହି ନାହାଁନ୍ତି ନେତା ସୁର ରାଉତରାୟ ।