Movie prime

ନିଶାଙ୍କ ନାଚିବା ଡେରି ହେଲା ଶେଷରେ ଚେୟାର ମାରିଲେ ଦର୍ଶକ ଦେଖନ୍ତୁ - Exclusive

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଓଡିଆ ଯାତ୍ରା ଲୋକମାନଙ୍କ ମନୋରଂଜନର ଏକ ମାଧ୍ୟମ। ଯାତ୍ରାପେଣ୍ଡାଲରେ ଦର୍ଶକମାନଙ୍କୁ ବାନ୍ଧି ରଖିଥାନ୍ତି ନିଶା। କିନ୍ତୁ ବିଗତ କିଛିଦିନ ହେବ ଏହି ଯାତ୍ରା ମଞ୍ଚରେ ବିଭିନ୍ନ ଆଇଟମ ଗାର୍ଲମାନଙ୍କ ବୋଲ୍ଡ ନୃତ୍ୟ ଯୁବପିଢିମାନଙ୍କ ପାଇଁ ଏକ ଭିନ୍ନ ଧରଣର ମନୋରଂଜନର ମାଧ୍ୟମ ପାଲଟିଛି।
Special report
ଏବେ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚିତ ଆଇଟମ ଡାନ୍ସର୍‌ ନିଶା ମହାରଣା। ତେବେ ବନ୍ଧୁଗଣ ବର୍ତ୍ତମାନ ଦେଖିବାକୁ ମିଳିଛି ଯାତ୍ରା ପେଣ୍ଡାଲରେ ନିଶା ମହାରଣାଙ୍କ ପାଇଁ ଉଡିଲା ଚେୟାର। 
ଯାତ୍ରା ପେଣ୍ଡାଲକୁ ଅଳ୍ପ ସମୟ ପାଇଁ ଆସି ଫେରିଗଲେ ନିଶା। ଉତ୍‌କ୍ଷିପ୍ତ ହୋଇ ଉଠିଲେ ଦର୍ଶକ। ଆଉ ଷ୍ଟେଜକୁ ଫୋପଡିଲେ ଚେୟାର। କାହିଁକି ଯାତ୍ରା ପେଣ୍ଡାଲରେ ଅଳ୍ପ ସମୟ ରହି ଫେରିଗଲେ ନିଶା ତାହାକୁ ନେଇ ତାତିଲେ ଦର୍ଶକ।
Special report
ଆଉ ପେଣ୍ଡାଲକୁ ଚେୟାର ଫୋପାଡିବା ସହ କରିଥିଲେ ହୋହାଲ୍ଲା। ଫଳରେ କିଛି ସମୟ ପାଇଁ ନାଟକ ବନ୍ଦ ରହିଥିଲା। ଆୟୋଜକଙ୍କ ବୁଝାସୁଝା ପରେ ପୁଣି ଆରମ୍ଭ ହୋଇଥିଲା ନାଟକ। 
Special report
ସୂଚନା ଅନୁଯାୟୀ, ଅନୁଗୋଳ ଜିଲ୍ଲା କିଶୋରନଗର ବରପଡ଼ିଆର ଚାଲିଥିବା ଯାତ୍ରାରେ ନିଶା ମହାରଣାଙ୍କ ପାଇଁ ଉଡ଼ିଲା ଚେୟାର। କିଛି ସମୟ ପାଇଁ ଷ୍ଟେଜକୁ ଆସିବାକୁ ନେଇ ଦର୍ଶକଙ୍କ ହଟଗୋଳ ଦେଖିବାକୁ ମିଳିଥିଲା।
ଷ୍ଟେଜକୁ ଚେୟାର ଫିଙ୍ଗିବାକୁ ଲାଗିଲେ ଦର୍ଶକେ। ଅଳ୍ପ ସମୟ ପାଇଁ ଆସିଲେ ନିଶା ମହାରଣା, ଆଉ ଚାଲିଗଲେ। ଯାହା ଦର୍ଶକମାନଙ୍କୁ ପସନ୍ଦ ଆସିଲାନି। ନିଶା ଆଉ କିଛି ସମୟ ରହି ମନୋରଂଜନ କରିବାକୁ ଚାହୁଁଥିଲେ ଦର୍ଶକେ। 
Special report
ହେଲେ ନିଶା ଖୁବ୍ କମ୍ ସମୟ ରହି ଫେରିଯାଇଥିଲେ। ତେବେ ନିଶା ଯିବା ପରେ ପରେ ଯାତ୍ରା ପେଣ୍ଡାଲ୍ ଉପରେ ଉଡ଼ିଲା ଚେୟାର। ହଠାତ୍ ଉତକ୍ଷିପ୍ତ ହୋଇପଡ଼ିଲେ ଯାତ୍ରା ଦେଖୁଥିବା ଉପସ୍ଥିତ ଦର୍ଶକ। ରାଗିକି ନିୟନ୍ତ୍ରଣ ହରାଇ ବସିଲେ।
ନିଶାଙ୍କ ପାଇଁ ଷ୍ଟେଜ ଉପରକୁ ଚେୟାର ଫିଙ୍ଗିଲେ। ଏହାପରେ କିଛି ସମୟ ପାଇଁ ନାଟକ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା। କିଛି ସମୟ ଭିତରେ ଆୟୋଜକଙ୍କ ବୁଝାସୁଝା ପରେ ପୁଣି ନାଟକ ଆରମ୍ଭ ହୋଇଥିଲା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.