Movie prime

ହୋଲି ରେ ସୁର ଅଜା ଙ୍କୁ ରଙ୍ଗ ଲଗେଇବାକୁ ଯାଇଥିଲେ ନିଶା..ଧକ୍କା ମାରି ବାହାର କଲେ କଂଗ୍ରେସ କର୍ମୀ..

 
Hh
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଆପଣମାନେ ଯାତ୍ରୀ ଅଭିନେତ୍ରୀ ନିଶା ମହାରଣା ଙ୍କୁ ବେଶ ଭଲ ଭାବରେ ଜାଣିଥିବେ।ସେ ୧୯୯୯ ମସିହା ରେ ଜନ୍ମ ଗ୍ରହଣ କରିଥିଲେ।
ସେ ବର୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବେଶ ଚର୍ଚ୍ଚାରେ ରହିଛନ୍ତି।ନିଜର କଥାବାର୍ତ୍ତା କୁ ନେଇ ନିଜର ଭାଷା ଶୈଳୀ କୁ ନେଇ ଏହା ସହିତ ନିଜର ଫଟୋ ଆଉ ଭିଡିଓ କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଛନ୍ତି।
Rt
ତାଙ୍କର ଅଭିନୟ ଦର୍ଶକ ମାନଙ୍କୁ ବେଶ ପସନ୍ଦ ଆସିଥାଏ।କିନ୍ତୁ କିଛି କିଛି ଲୋକ ମାନଙ୍କୁ ତାଙ୍କ ଅଭିନୟ ଆଉ କଥାବାର୍ତ୍ତା ପସନ୍ଦ ଆସି ନଥାଏ।ଅନେକ ସମୟରେ ହଟ ଲୁକ୍ ରେ ନଜର ଆସିଥାନ୍ତି ଯାତ୍ରୀ ଅଭିନେତ୍ରୀ ନିଶା ମହାରଣା।
ନିଶା ମହାରଣା ଙ୍କ ର ବାପା ମା ଏବଂ ଜଣେ ଭାଇ ଅଛନ୍ତି।ନିଜ ମନରେ ଅନେକ କିଛି ଆଶା ରହିଛି କି ସେ ଦ୍ୱିତୀୟ ସନି ଲିଅନି ହେବେ ଓଡ଼ିଶାର।ସେ ସନି ଲିଅନି ଙ୍କ ର ବହୁତ ବଡ଼ ପ୍ରଶଂସକ ଅଟନ୍ତି।
Ht
ଏବଂ ଅଶ୍ଳୀଳ କଥା ମଧ୍ୟ କହିବା ରେ ସେ କାହାଠୁ ଭି କମ୍ ହୋଇ ନାହାଁନ୍ତି।କିଛି ଦିନ ତଳେ ନିଶା ମହାରଣା ଙ୍କ ର ଏହି କାର୍ଯ୍ୟ କଳାପ କୁ ନେଇ ତାଙ୍କର ପରିବାର ଲୋକେ ମଧ୍ୟ ତାଙ୍କଠୁ ଦୂରେଇ ଯାଇ ଥିବାର ସୋସିଆଲ ମିଡ଼ିଆ ରେ ବେଶ ଚର୍ଚ୍ଚା ର ବିଷୟ ପାଲଟି ଯାଇଥିଲା।
ଏହା ସହିତ ନିଶା ମହାରଣା ଙ୍କ ର ଅସଲି ନାମ ରହିଛି ନିଶା ମଲ୍ଲିକ। ବର୍ତମାନ ଏଭଳି ଖବର ଆସିଛି ଯାହାକୁ ଶୁଣି ଦର୍ଶକ ମାନେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି।ମହିଳା ମାନେ ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ପବିତ୍ର ଦିନ ରେ ପବିତ୍ର ହୋଲି ଉତ୍ସବ ସେମାନେ ପାଳନ କରୁଛନ୍ତି।
ଅଭିନେତ୍ରୀ ନିଶା ମହାରଣା ଏଠିକି ଆସି ଜାଗା କୁ ଅପବିତ୍ର କରିବାକୁ ଚାହୁଁଛନ୍ତି।ସେ ସେହି ସ୍ଥାନ ରେ କାହିଁକି ଏପରି ନାଚିବେ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି।ଏହି ଖବରଟି ବର୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.