Movie prime

ଅମ୍ବାନୀ ଙ୍କ ପତ୍ନୀ ପିଅନ୍ତି ସୁନା ର ଚା କପ୍ ରେ ଚାହା, କି କଥା ପଇସା ଅଛି ପିଇଲି, ତମେ ବି କିଣି କରି ପିଅ

 
Special Report
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆଜି ପୁଣି ଥରେ ନିତା ଅମ୍ବାନୀ ଙ୍କୁ ନେଇ ସୋସିଆଲ ମିଡ଼ିଆ ରେ ଖୁବ୍ ଚର୍ଚ୍ଚା କରା ଯାଉଛି।ଆପଣ ମାନେ ସମସ୍ତେ ତାଙ୍କୁ ଭଲ ଭାବେ ଜାଣି ଥିବେ।ସେ ହେଉଛନ୍ତି ଭାରତ ର ଏକ ନମ୍ବର ଧନୀ ମୁକେଶ ଅମ୍ବାନୀ ଙ୍କ ପତ୍ନୀ।
ଏହା ଛଡା ସେ ମୁକେଶ ଅମ୍ବାନୀ ଙ୍କ କମ୍ପାନୀ ରେ ଗୋଟିଏ ବଡ ପଦବୀ ରେ ରହିଛନ୍ତି।ତାଙ୍କର ବ୍ୟକ୍ତିଗତ ଜୀବନ କୁ ନେଇ ସୋସିଆଲ ମିଡ଼ିଆ ରେ ଖୁବ୍ ଚର୍ଚ୍ଚା କରା ଯାଉଛି।ଲୋକ ମାନେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟ ରେ ଜାଣିବା ପାଇଁ ବହୁତ ଆଗ୍ରହ ଦେଖାଇ ଥାଆନ୍ତି।ଏବେ ସେ ପିଉଥିବା ଚା କପ୍ କୁ ନେଇ ସୋସିଆଲ ମିଡ଼ିଆ ରେ ଏକ ଫଟୋ ଭାଇରାଲ୍ ହେଉଚି।
Special Report
ଆପଣ ମାନେ ସମସ୍ତେ ଜାଣି ଥିବେ ନିତା ଅମ୍ବାନୀ ସବୁବେଳେ ନିଜ ଜୀବନ କୁ ବିଳାସ ପୂର୍ଣ୍ଣ ଭାବରେ ବିତାଇ ବାକୁ ପସନ୍ଦ କରନ୍ତି ।ସେ ଦିନ କୁ ନିଜ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଦିଅନ୍ତି।ସେ ଦେଖିବାକୁ ମଧ୍ୟ ବହୁତ ସୁନ୍ଦର।ତାଙ୍କୁ ଏବେ ୫୩ ବର୍ଷ ହୋଇ ଥିଲେ ମଧ୍ୟ ଏବେ ସେ ବହୁତ ସୁନ୍ଦର।
ନିଜ ବ୍ୟକ୍ତିଗତ ଜୀବନ କୁ ନେଇ ସବୁବେଳେ ଚର୍ଚ୍ଚା ରେ ରହୁଥିବା ନିତା ଅମ୍ବାନୀ ଙ୍କ ବିଷୟ ରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ସେ ଯେଉଁ ଗାଡ଼ି ବ୍ୟବହାର କରନ୍ତି ତାହାର ମୂଲ୍ୟ କୋଟି କୋଟି ଟଙ୍କା।ସେଥିରେ ଅତ୍ୟାଧୁନିକ ବ୍ୟବସ୍ଥା ସବୁ ରହିଛି।
ଏବେ ତାଙ୍କ ଚା କପ୍ କୁ ନେଇ ଖୁବ୍ ଚର୍ଚ୍ଚା କରା ଯାଉଛି।ସେ ଯେଉଁ କପ୍ ରେ ଚା ପିଅନ୍ତି ତାହାର ମୂଲ୍ୟ ପାଖାପାଖି ଏକ କୋଟି ଟଙ୍କା ହେବ।ଏଥିରେ ସୁନା ମଧ୍ୟ ଲଗୁଛି।ଏହି ସ୍ୱତନ୍ତ୍ର କମ୍ପାନୀ ର ଚା କପ୍ ଟି ବିଦେଶ ରୁ ରପ୍ତାନି କରା ଯାଉଛି।
Special Report
ତାଙ୍କର ଏହି ପ୍ରକାର ସଉକ କୁ ନେଇ ସୋସିଆଲ ମିଡ଼ିଆ ରେ ସେ ସବୁବେଳେ ଚର୍ଚ୍ଚା ରେ ଥାଆନ୍ତି।ତାଙ୍କୁ ଚା ପିଇ ବାକୁ ବହୁତ ପସନ୍ଦ।ଏହି ଚା ମଧ୍ୟ ତାଙ୍କ ପାଇଁ ବିଦେଶ ରୁ ଅଣା ଯାଇ ଥାଏ।ଓ ତାଙ୍କ ଘରେ ଏବେ ପାଖାପାଖି ଏକ ହଜାର ଲୋକ କାମ କରିବା ପାଇଁ ରହୁଛନ୍ତି।ଯେଉଁ ମାନେ କି ସକାଳୁ ତାଙ୍କୁ ଆଗେ ଚା କରି ଦିଅନ୍ତି।
ଏହି ଚା କପ୍ ଛଡା ତାଙ୍କ ପାଖରେ ଏବେ ଅନେକ ସୁନ୍ଦର ସୁନ୍ଦର ଗାଡ଼ି ରହିଛି।ଏହି ଗାଡ଼ି ରେ ସେ ଅନେକ ସ୍ଥାନ କୁ ଯାଆନ୍ତି।ଆଜି ନିତା ଅମ୍ବାନୀ ଙ୍କୁ କିଏ ବା ନ ଜାଣେ।ସବୁବେଳେ ନିଜ ବ୍ୟକ୍ତିଗତ ଜୀବନ କୁ ନେଇ ସେ ଚର୍ଚ୍ଚା ରେ ଥାଆନ୍ତି।
ଆଜି ବି ନିତା ଦେଖିବାକୁ ବାକୁ ବହୁତ ସୁନ୍ଦର।ଏବେ ତାଙ୍କ ଚା କପ୍ ର ଗୋଟିଏ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।ଲୋକ ମାନେ ଏହାକୁ ନେଇ ଖୁବ୍ ଚର୍ଚ୍ଚା କରୁଛନ୍ତି।