Movie prime

ନୀତା ଅମ୍ବାନୀ ଙ୍କ ବୟସ ଯେତେ ବଢ଼ି ବଢ଼ି ଯାଉଛି ସେ ସେତେ ସୁନ୍ଦରୀ ହେବାକୁ ଲାଗିଛନ୍ତି, ମାସକୁ ଖର୍ଚ୍ଚ ମାତ୍ର ୨୦୦ କୋଟି..

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ନୀତା ଅମ୍ବାନୀଙ୍କୁ ବେଶ ଭଲଭାବେ ଜାଣି ଥିବେ।ସେ ହେଉଛନ୍ତି ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ପତ୍ନୀ। ଯିଏ କି କୋଟି କୋଟି ଟଙ୍କା ସମ୍ପତ୍ତି ଓ ନିଜର ଜୀବନଶୈଳୀ ପାଇଁ ଗଣମାଧ୍ୟମରେ ଖୁବ୍ ଚର୍ଚ୍ଚାର ରୁହନ୍ତି।
ନୀତା ଅମ୍ବାନୀ ବର୍ତ୍ତମାନ ଏଭଳି କାମ କରିଛନ୍ତି ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଆପଣ ମାନେ ଜାଣିଥିବେ କି ମୁକେଶ ଅମ୍ବାନୀ ହେଇଛନ୍ତି ଆଇପିଏଲ ଟିମ ମୁମ୍ବାଇ ଇଣ୍ଡିଆନ୍ସ୍ ର ମାଲିକ।
Special Report
ସୋସିଆଲ ମିଡ଼ିଆ ଏହା ଚର୍ଚ୍ଚା ହେବାରେ ଲାଗିଛି ସେ ତାଙ୍କ ଦଳ ଟାଇଟଲ ଜିତିବା ପାଇଁ କିଛି ବି କରି ପାରିବେ। ଏବେ ଏହା ଜଣା ପଡ଼ିଛି କି ତାଙ୍କ ଦଳକୁ ଜିତାଇବା ପାଇଁ ସେ କେଉଁ ପ୍ରକାର ର ଭୁଲ କାମ କରି ଥାଆନ୍ତି।
ଯେତେବେଳେ ଷ୍ଟାଡିୟମ୍ କୁ ନୀତା ଅମ୍ବାନୀ ଖେଳ ଦେଖିବାକୁ ଆସନ୍ତି ସେତେବେଳେ ଖେଳାଳୀ ମାନଙ୍କ ମନରେ ଏକ ପ୍ରକାରର ଭିନ୍ନ ଉତ୍ସାହ ଦେଖିବାକୁ ମିଳେ। ତାଙ୍କ ଦଳକୁ ନେଇ ପ୍ରାୟ ସମୟରେ ଚର୍ଚ୍ଚା ହୁଏ କାରଣ ତାଙ୍କର ଦଳ ଖୁବ୍ ଭଲ ପ୍ରଦର୍ଶନ କରିଥାଏ।
ଏଭଳି ଚର୍ଚ୍ଚା ହେଉଛି କି ନୀତା ଅମ୍ବାନୀ ପଡ଼ିଆରେ ଖେଳାଳୀ ମାନଙ୍କୁ ଏଭଳି କିଛି ଦିଅନ୍ତି ଯାହା ଦ୍ବାରା ତାଙ୍କର ଖେଳାଳୀ ମାନେ ଖୁବ୍ ଭଲ ପ୍ରଦର୍ଶନ କରି ପାରନ୍ତି। ଅନେକ ବର୍ଷ ଧରି ତାଙ୍କ ଦଳ ଖୁବ ଭଲ ପ୍ରଦର୍ଶନ କରୁଛି।
Special Report
ଆଉ ଏବେ ଏହା ଉପରୁ ରହସ୍ୟ ଉଠିଛି କି ନୀତା ଅମ୍ବାନୀ ଖେଳାଳୀ ମାନଙ୍କୁ କଣ ଦିଅନ୍ତି ବୋଲି। ସେ ବାସ୍ତବରେ ଖେଳାଳୀ ମାନଙ୍କୁ ଆତ୍ମବିଶ୍ବାସ ଦିଅନ୍ତି। ଯାହାକି ପ୍ରତ୍ୟେକ ଖେଳାଳୀ ଙ୍କୁ ଦରକାର୍।
ଆଉ ଆତ୍ମା ବିଶ୍ଵାସ ଦ୍ବାରା ହିଁ ସେମାନେ ମଇଦାନ ଉପରେ ବେଶ ଭଲ ପ୍ରଦର୍ଶନ କରି ପାରନ୍ତି। ଏହା ସେମାନଙ୍କ ପାଇଁ ଖୁବ୍ ଲାଭ ଦାୟକ ମଧ୍ୟ ହୋଇ ଥାଏ।
ଏବେ ଏହା ସମ୍ପର୍କରେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଲୋକମାନେ ମଧ୍ୟ ନୀତା ଅମ୍ବାନୀ ଙ୍କ ଖୁବ୍ ପ୍ରଶଂସା କରିଛନ୍ତି। ଏହା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।