Movie prime

କୋଟିପତି ଅମ୍ବାନୀ ଙ୍କ ନିତା ଅମ୍ବାନୀ ପିଅନ୍ତି ୨୪ କ୍ୟାରେଟ ସୁନା ବୋତଲ ର ପାଣି, ଦାମ ମାତ୍ର ୨ କୋଟି

 
Special report
ନମସ୍କାର ପାଠକ ବନ୍ଧୁ।ବର୍ତ୍ତମାନ ସମୟ ରେ ନିତା ଅମ୍ଭାନି ଙ୍କୁ କିଏ ବା ନ ଜାଣେ।ସେ ଭାରତ ର ନମ୍ବର ୧ ବ୍ୟବସାୟୀ ମୁକେଶ ଅମ୍ବାନୀ ଙ୍କ ପତ୍ନୀ।ସେ ସବୁବେଳେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ରେ ରହିଥାନ୍ତି।
Special report
ନିତା ଅମ୍ବାନୀ ସବୁବେଳେ ନିଜ ଅଜବ ପ୍ରକାର ସୌକ କୁ ନେଇ ଚର୍ଚ୍ଚା ରେ ଥାଆନ୍ତି।ସେ ଦେଖିବାକୁ ବହୁତ ସୁନ୍ଦର।ଆଜି ସେ ସାରା ପୃଥିବୀ ରେ ସୁନ୍ଦରୀ ଭାବେ ପରିଚିତ।
ସେ ନିଜକୁ ସୁନ୍ଦର ଦେଖାଇବା ପାଇଁ କୋଟି କୋଟି ଟଙ୍କା ନିଜ ଉପରେ ଖର୍ଚ୍ଚ କରି ଦିଅନ୍ତି।ସେ ସବୁବେଳେ ଦାମୀ ଶାଢ଼ି,ଓ ଗହଣା ପିନ୍ଧିବାକୁ ପସନ୍ଦ କରନ୍ତି।ସେ ମୁକେଶ ଅମ୍ବାନୀ ଙ୍କ କମ୍ପାନୀ ରେ କାର୍ଯ୍ୟ କରନ୍ତି।
Special report
ଆଜି ତାଙ୍କର ଆଉ ଏକ ସଉକ ବିଷୟ ରେ ଆମେ ଆପଣ ଙ୍କୁ କହିବାକୁ ଯାଉଛୁ।ସେ ପ୍ରତିଦିନ ଯେଉଁ ପାଣି ପିଉଛନ୍ତି ସେହି ପାଣି ର ମୂଲ୍ୟ କୋଟି କୋଟି ଟଙ୍କା।ଏହି ପାଣି ବିଦେଶ ରୁ ଆସି ଥାଏ।ଏହି ପାଣି ର ମୂଲ୍ୟ ଗୋଟିଏ ବଙ୍ଗଳା ର ମୂଲ୍ୟ ଠାରୁ ବହୁତ ଅଧିକ।
ଆପଣ ପାଣି ବଦଳ ରେ ଏକ ସୁନ୍ଦର ବଙ୍ଗଳା ତିଆରି କରି ପାରିବେ।ତାଙ୍କ ର ଏହି ସଉକ ପାଇଁ ତାଙ୍କୁ ଦିନ କୁ ବହୁତ ଅର୍ଥ ଖର୍ଚ୍ଚ କରିବାକୁ ପଡେ।ଏହି ପାଣି ର ନାମ ହେଉଚି ଆକୁୟା ଡି କ୍ରିଷ୍ଠାଲୋ ଟ୍ରିବୁଟୋ ଏ ମୋଡ଼ିଗଲାନୀ।ଗୋଟିଏ ବୋତଲ ରେ ୭୫୦ ଏମ ଏଲ ପାଣି ଥାଏ।
Special report
ଏହାର ମୂଲ୍ୟ ୫୦ ଲକ୍ଷ ଟଙ୍କା।ଯେ କେହି ବି ତାଙ୍କର ଏହି ସଉକ ବିଷୟରେ ଶୁଣିଛି ଆଶ୍ଚର୍ଯ୍ୟ ହୋଇ ଯାଉଚି।ବର୍ତ୍ତମାନ ସମୟ ରେ ତାଙ୍କୁ ସମସ୍ତେ ପ୍ରାୟ ଭଲ ରେ ଜାଣିଛନ୍ତି।ସେ ଏବେ କୋଟି କୋଟି ଟଙ୍କାର ମାଲିକ।
ତାଙ୍କ ସ୍ଵାମୀ ମୁକେଶ ଅମ୍ବାନୀ ଏବେ ସାରା ବିଶ୍ଵ ରେ ଧନୀ ରୂପେ ପରିଚିତ।ସେଥିପାଇଁ ନିତା ଅମ୍ବାନୀ ଯେ କୌଣସି ଜିନିଷ ପିନ୍ଧନ୍ତି ତାର ମୂଲ୍ୟ ବହୁତ ଅଧିକ।ସେ ଏଥିପାଇଁ ଦିନକୁ ବହୁତ ଅର୍ଥ ଖର୍ଚ୍ଚ କରନ୍ତି।ଆଉ ସବୁବେଳେ ସୋସିଆଲ ମିଡ଼ିଆ ଚର୍ଚ୍ଚା ରହନ୍ତି।
Special report
ଏତେ ସବୁ ଭିତରେ ସେ ସବୁବେଳେ ନିଜ ପରିବାର କୁ ସମୟ ଦେବାକୁ ଭଲ ପାଆନ୍ତି।ସେ ସବୁବେଳେ ଇଚ୍ଛା କରନ୍ତି ନିଜ ପରିବାର କୁ ଖୁସୀ ରେ ରଖିବେ।
ଏକଜୁଟ କରି ରଖିବେ।ଯେମିତି କେବେ କାହାରି ଭିତରେ ଝଗଡ଼ା ହେବ ନାହିଁ।ତାଙ୍କ ର ଏହି ଗୁଣ ଲୋକ ମାନଙ୍କୁ ଖୁବ୍ ପସନ୍ଦ ଆସେ।ସେଥିପାଇଁ ଲୋକ ମାନେ ତାଙ୍କର ଖୁବ୍ ପ୍ରଶଂସା କରନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.