Movie prime

ସ୍ତ୍ରୀ ନିତା ଙ୍କ ମନ ଖୋଲା ଖର୍ଚ୍ଚ ଦେଖି ରାଗିଗଲେ ଅମ୍ବାନୀ, ଶଳା ମୁ ଏଠି ଦିନ ରାତି କାମ କରିବି ଆଉ ୟେ ଉଡ଼େଇବ!!

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସମସ୍ତେ ନୀତା ଅମ୍ବାନୀ ଏବଂ ମୁକେଶ ଅମ୍ବାନୀଙ୍କୁ ବହୁତ ଭଲ ଭାବରେ ଜାଣିଛନ୍ତି। ସମସ୍ତେ ତାଙ୍କୁ ବହୁତ ସମ୍ମାନ ମଧ୍ୟ ଜଣାଇ ଥାଆନ୍ତି। ସେମାନେ ହେଉଛନ୍ତି ଆଜି ଭାରତର ସବୁଠାରୁ ବଡ଼ ଲୋକ।
Special report
ତାଙ୍କର କୋଟି କୋଟି ଟଙ୍କାର ଧନ ସମ୍ପତ୍ତି ମଧ୍ଯ ରହିଛି। ମୁକେଶ ଅମ୍ବାନୀ ଙ୍କ ଠାରୁ ତାଙ୍କର ପତ୍ନୀ ନୀତା ଅମ୍ବାନୀ ଖୁବ୍ ଚର୍ଚ୍ଚାରେ ରୁହନ୍ତି। ଏବେ ମଧ୍ୟ ନୀତା ଅମ୍ବାନୀ ଚର୍ଚ୍ଚାର ବିଷୟ ପାଲଟିଛନ୍ତି।
ବର୍ତ୍ତମାନ୍ ନୀତା ଅମ୍ବାନୀ ଯେଉଁ ଶାଢ଼ୀ ପିନ୍ଧିଛନ୍ତି ତାହା ମୁକେଶ ଅମ୍ବାନୀ ଙ୍କ ପସନ୍ଦ ଅନୁଯାୟୀ ନୁହେଁ ବରଂ ତାହା ଅନ୍ୟ ଜଣକ ପସନ୍ଦ ଅନୁଯାୟୀ। ଆଉ ଏହି ଶାଢୀ ଟିର ମୂଲ୍ୟ ମଧ୍ୟ କୋଟି କୋଟି ଟଙ୍କା ବୋଲି ମଧ୍ଯ କୁହା ଯାଇଛି।
Special report
ଏହି ସୁନ୍ଦର ଶାଢ଼ୀ କୁ ମଧ୍ଯ ହାତରେ ତିଆରି କରାଯାଇଛି। ନୀତା ଅମ୍ବାନୀ ଙ୍କୁ ପ୍ରାୟତଃ ସମୟରେ ଦେଖିବାକୁ ମିଳିଥାଏ କି ସେ ତାଙ୍କର ସୁନ୍ଦରତା ପଛରେ କୋଟି କୋଟି ଟଙ୍କା ବ୍ୟୟ କରି ଥାଆନ୍ତି।
ସେ ଖୁବ୍ ମୂଲ୍ୟବାନ ଓ ମହଙ୍ଗା ଜିନିଷ ପିନ୍ଧିବା ପାଇଁ ଖୁବ୍ ପଶନ୍ଦ ମଧ୍ୟ କରନ୍ତି।ନିକଟରେ ଏକ ଖବର ସାମ୍ନାକୁ ଆସିଛି ଯେ ନୀତା ଅମ୍ବାନୀ ଏକ ମହଙ୍ଗା ବନାରସୀ ସାରି ପିନ୍ଧିଛନ୍ତି। ଏହି ଶାଢୀ କୁ ମଧ୍ୟ ଐତିହାସିକ ଶାଢ଼ୀ ବୋଲି କୁହା ଯାଉଛି।
ଏହି ଶାଢୀ କୁ ତିଆରି କରିଛନ୍ତି ଇକବାଲ ଅହମ୍ମଦଙ୍କ। ଆଉ ଏହି ଶାଢୀ ଟି ଖୁବ୍ ପ୍ରାଚୀନ ଯୁଗରୁ ତିଆରି ଆରମ୍ଭ ହୋଇ ଯାଇଥିଲା।ଆଜ୍ଞା ହଁ ଏହା ଚତୁର୍ଦ୍ଦଶ ଶତାବ୍ଦୀ ରୁ ତିଆରି ଆରମ୍ଭ ହୋଇ ଯାଇଥିଲା।
Special report
ଏହି ଶାଢ଼ୀ ସାରା ଭାରତରେ ନୁହେଁ ବରଂ ଏହା ବିଦେଶରେ ମଧ୍ଯ ଲୋକ ମାନଙ୍କୁ ଏହା ଖୁବ୍ ପସନ୍ଦ ଅଟେ। ଏହି ଶାଢୀ ଗୁଡିକ ବାର୍ଷିକ ୭୦୦୦୦ କୋଟି ଟଙ୍କାରେ ବ୍ୟବସାୟ ହୋଇଥାଏ।
ତେବେ ଆମେ ଆପଣଙ୍କୁ ଯଦି ଏହି ଶାଢ଼ୀର ମୂଲ୍ୟ କହିବା ତେବେ ଏହି ଶାଢ଼ୀ ର ମୂଲ୍ୟ ହେଉଛି ୩ ଲକ୍ଷ ଟଙ୍କା। ଏହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବା ଆରମ୍ଭ ହୋଇ ଯାଇଛି। ସୋସିଆଲ ମିଡିଆରେ ମଧ୍ୟ ଏହି ଖବର ଖୁବ ଭାଇରାଲ୍ ହେବାରେ ଲାଗିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.