Movie prime

ନୀତିଶ ଗୋଟେ ବହୁ ରୁପି ଏଣ୍ଡୁଅ, ସେ ସ୍ବାର୍ଥ ଅଛି ବୋଲି ବୋଧେ ବିଜେପି ରେ ମିଶିଗଲା...

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଧୋକା କେମିତି ଦିଆଯାଏ ତାହା ଶିଖାଇ ଦେଲେ ଧୃତ ନୀତିଶ କୁମାର୍। ନୀତିଶ କୁମାର ଙ୍କୁ ବହୁରୂପୀ ଏଣ୍ଡୁଅ ର ରତ୍ନ ପୁରସ୍କାର ଦେବେ ତେଜ ପ୍ରତାପ ଯାଦବ।
Special report
ନୀତିଶ ଙ୍କ ଉପରେ ରାଗିଗଲେ ପ୍ରଶାନ୍ତ କିଶୋର, କହିଲେ ଏଠି ବି ନୁହେଁ ବେଶୀ ଦିନ। ଏବେ ଧକ୍କା ଖାଇବାକୁ ରେଡ୍ଡୀ ହୋଇ ରୁହନ୍ତୁ ନରେନ୍ଦ୍ର ମୋଦୀ। ରାଜନୀତିରେ କିଭଳି ଧକ୍କା ଦିଆଯାଏ ତାହା ନୀତିଶ କୁମାର ଶିଖାଇ ଦେଇଛନ୍ତି।
ତାଙ୍କୁ ଏବେ ବହୁରୂପୀ ଏଣ୍ଡୁଅ ର ପୁରସ୍କାର ଦେବାକୁ ଯାଉଛନ୍ତି ତାଙ୍କର ପୁରୁଣା ଭାଗୁଆଳି ତେଜ ପ୍ରତାପ ଯାଦବ। ତାଙ୍କ ମେଣ୍ଟ ଭାଙ୍ଗି ଥିବାରୁ ତେଜ ପ୍ରତାପ ଏବେ ରକ୍ତ ଚାଉଳ ଚିବାଉ ଛନ୍ତି।
ଏବେ ନୀତିଶ କୁମାର୍ ପୁଣି ଥରେ ବିହାର ମୂଖ୍ୟମନ୍ତ୍ରୀ ଆସନ ଅକ୍ତିଆର କରିଛନ୍ତି। ବିହାର ରେ ନୀତିଶ କୁମାର୍ ଙ୍କ ଦଳ ବଦଳ ରାଜନୀତି କୁ ନେଇ ତାଙ୍କୁ ଟାର୍ଗେଟ କରିଛନ୍ତି ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିଶନ।
Special report
ନୀତିଶ କୁମାର୍ ଙ୍କ ବନ୍ଧୁ ଥିବା ପ୍ରଶାନ୍ତ କିଶନ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି। ନୀତିଶ କୁମାର ବାରମ୍ୱାର ଲୋକଙ୍କୁ ବୋକା ବନେଇଥିବା କଥା ସେ କହିଛନ୍ତି।
ଆସନ୍ତା ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ସେ ବିଜେପି ସହ ମେଣ୍ଟ ରେ ରହିବେ ନାହିଁ। ଆଉ ପୁଣି ବଦଳି ଯିବେ ବୋଲି ଏବେ ଭବିଷ୍ୟବାଣୀ କରିଛନ୍ତି ପ୍ରଶାନ୍ତ କିଶନ। ବିଧାନ ସଭାର ନିର୍ବାଚନରେ ୨୦ ରୁ କମ ଜେଡି ବିଧାୟକ ମାନେ ଜିତିବେ ବୋଲି କହିଛନ୍ତି।
ଆଉ କହିଥିଲେ କି ଯଦି ଏହା ନହୁଏ ତେବେ ସେ ସନ୍ନ୍ୟାସ ନେଇ ଯିବେ। ଆଉ ନୀତିଶ କୁମାର୍ ଚତୁର ନୁହଁନ୍ତି ବରଂ ସେ ଖୁବ ଧୃତ ଅଟନ୍ତି। ସମଗ୍ର ବିହାର ର ତେର କୋଟି ଲୋକଙ୍କ ସେ ବୋକା ବନାଉ ଛନ୍ତି।
ଆଉ ସେମାନଙ୍କୁ ଧୋକା ମଧ୍ୟ ଦେଉଛନ୍ତି। ନିର୍ବାଚନରେ ଲୋକମାନେ ମଧ୍ୟ ଗୋଟି ଗୋଟି କରି ଜବାବ ଦେବେ ବୋଲି ମଧ୍ୟ ଏହା କହିଥିଲେ। ଏବେ ଏହା ସମ୍ପର୍କରେ ଖୁବ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି।