Movie prime

ନା ମ, ସୁର ଭାଇ ଆମ ସହ ଅଛନ୍ତି.. ସେ କଂଗ୍ରେସ ରେ ରହିବେ କୁଆଡେ ଯିବେନି..

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବିଧାୟକ ସୁର ରାଉତ ରାୟ ହେଉଛନ୍ତି ଜଣେ ଚର୍ଚ୍ଚିତ ଚେହେରା ତାଙ୍କୁ ନେଇ ପ୍ରାୟତଃ ସମୟରେ ଅନେକ ପ୍ରକାରର ଚର୍ଚ୍ଚା ମଧ୍ୟ ହୋଇଥାଏ।
ଏବେ ଗତ କିଛିଦିନ ହେବ ତାଙ୍କୁ ନେଇ ଏହା ଚର୍ଚ୍ଚା ହେବାରେ ଲାଗି ଥିଲା କି ସୁର ରାଉତ ରାୟ ବିଜେଡିରେ ଯୋଗ ଦେବେ ଓ ଶଙ୍ଖ ଧରିବେ ବୋଲି। ମାତ୍ର ତାଙ୍କର ଦଳ ପକ୍ଷରୁ ଏବେ ପ୍ରତିକ୍ରିୟା ଆସି ଯାଇଛି।
Uu
କୁହା ଯାଉଛି କି ସୁର ରାଉତ ରାୟ ହେଉଛନ୍ତି କଂଗ୍ରେସ ର ଜଣେ ବରିଷ୍ଠ କଂଗ୍ରେସ ନେତା। ସେ ସଦା ସର୍ବଦା କଂଗ୍ରେସ ଦଳ ପାଇଁ କାମ କରି ଆସିଛନ୍ତି। ଏବଂ ଏହା ସବୁବେଳେ କହି ଆସୁଛନ୍ତି କି ସେ ମଲା ପର୍ଯ୍ୟନ୍ତ କଂଗ୍ରେସ ଦଳ ଛାଡ଼ିବେ ନାହିଁ ବୋଲି।
କଂଗ୍ରେସ ର ସମସ୍ତ କର୍ମୀ ମାନଙ୍କର ତାଙ୍କ ପାଇଁ ଖୁବ୍ ଆସ୍ଥା ଓ ସମ୍ମାନ ମଧ୍ୟ ରହିଛି। ବିଭିନ୍ନ ନେତାମାନେ ମଧ୍ୟ ତାଙ୍କୁ ବେଶ ଭଲ ଭାବରେ ଜାଣିଛନ୍ତି। କି ସେ ହେଉଛନ୍ତି ବରିଷ୍ଠ କଂଗ୍ରେସ ନେତା,
ଏବଂ କଂଗ୍ରେସ ରେ ସେ ଶେଷ ପର୍ଯ୍ୟନ୍ତ ରହିବେ। ସେ କେବେ ହେଲେ ମଧ୍ୟ ବିଜେଡ଼ି ରେ ଶଙ୍ଖ ଧରି ଆଦୌ ହେଲେ ମଧ୍ୟ ବୁଲିବେ ନାହିଁ। ତାଙ୍କର ପରିବାର କଥା ଅଲଗା କଥା ହେଲେ ସେ ଦଳ କେବେ ହେଲେ ମଧ୍ୟ ଛାଡ଼ି ପାରିବେ ନାହିଁ।
Hy
କଂଗ୍ରେସ ବିରୁଦ୍ଧରେ ଯଦି କୌଣସି ଲୋକ କୌଣସି ପ୍ରକାରର ମତାମତ ଦେବେ ତେବେ ତାହାକୁ କେବେ ହେଲେ ମଧ୍ୟ କଂଗ୍ରେସ ବରଦାସ୍ତ କରି ପାରିବ ନାହିଁ ବୋଲି କଂଗ୍ରେସ ନେତା କହିଥିଲେ।
ତାଙ୍କର ଏକମାତ୍ର ହିଁ କଥା ଥିଲା ଯାହାକୁ ସେ ସମ୍ପୁର୍ଣ୍ଣ ଭାବରେ ଦାବୀ କରି କହୁଥିଲେ କି କଂଗ୍ରେସ ନେତା ସୁର ରାଉତ ରାୟ କେବେ ହେଲେ ମଧ୍ଯ ଶଙ୍ଖ ଧରିବେ ନାହିଁ ବୋଲି। ଏବେ ଏହାକୁ ନେଇ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି।
ଲୋକ ମାନେ ମଧ୍ୟ ଏହାକୁ ନେଇ ଭିନ୍ନ ଭିନ୍ନ ମତ ରଖିଥିଲେ ତେବେ ଏହାକୁ ନେଇ ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।