Movie prime

ଏବେ ଏବେ ଆସିଲା ବହୁତ୍ ବଡ ଖବର ଦେଖନ୍ତୁ ମାଓବାଦୀଙ୍କୁ ଗୋଡେଇ ଗୋଡେଇ ମା-ରି-ଲେ ଯବାନ

 
Vv
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ଏବେ ଯବାନମାନଙ୍କୁ ନେଇ ଆସିଥିବା ଖବର ଜାଣିପାରିବେ । ଆପଣମାନେ ସମସ୍ତେ ତ ଯବାନଙ୍କ କଥା ଜାଣିଥିବେ । ତାଙ୍କମାନଙ୍କ ପାଇଁ ଆଜି ଆମେ ସୁରକ୍ଷିତ ଅଛୁ । ଏବେ ତାଙ୍କୁ ନେଇ କିଛି ଖବର ଆସିଛି । ବଡ ଏନକାଉଣ୍ଟର ହୋଇଛି । 
Gg
ଆଉ ଯବାନଙ୍କ ଗୁଳିରେ ୫୦ ମାଓବାଦୀ ମୃ-ତ ହୋଇଛନ୍ତି । ଯବାନମାନେ ଜଙ୍ଗଲ ଭିତରେ ପଶି ଏନକାଉଣ୍ଟର କରିଛନ୍ତି । ଜଙ୍ଗଲ ଭିତରେ ପଶି ଗୋଡ଼ାଇ ଗୋଡ଼ାଇ ମାରୁଛନ୍ତି ଯବାନ । ଆଉ ମାଓବାଦୀମାନେ ଏବେ ଯବାନଙ୍କ ଗୋଡ଼ ଧରୁଛନ୍ତି ।
ଦିନରାତି ୨୪ ଘଣ୍ଟା ମାଓବାଦୀମାନଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଚଳାଇଛନ୍ତି ଯବାନମାନେ । ମାଓବାଦୀଙ୍କୁ ଲକ୍ଷ୍ୟ କରି ଗୁଳି ଚାଳନା କରାଯାଉଛି । ଏବେ ଏହା ହେଉଛି ସବୁଠାରୁ ବଡ ଏନକାଉଣ୍ଟର। 
ଜଙ୍ଗଲ ଭିତରେ ଟଳି ପଡୁଛନ୍ତି ଜଣକ ପରେ ଜଣେ ମାଓବାଦୀ । ଏହି ଅପରେସନରେ ତିନି ମାସ ଭିତରେ ୫୦ ରୁ ଅଧିକ ମାଓବାଦୀ ମୃ-ତ୍ୟୁବରଣ କରି ସାରିଲେଣି । ଏବେ ଆକ୍ସନ ମୁଡ଼ରେ ରହିଛନ୍ତି ସୁରକ୍ଷା କର୍ମୀ ।
Hh
ଯେଉଁ ମାଓବାଦୀ ସାମ୍ନାକୁ ଆସିବ ସେ ମୃ-ତ୍ୟୁବରଣ କରିବ କାହାରିକୁ ଛଡ଼ା ହେବ ନାହିଁ । ଏବେ ମାଓବାଦୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ମାଓବାଦୀମାନେ ଆତଙ୍କ କରି ତାଙ୍କ ରାଜ ଆରମ୍ଭ କରିଥିଲେ । ମାଓବାଦୀମାନେ ଯବାନମାନଙ୍କୁ ଗୁଳି କରୁଥିଲେ ।
ଆଉ ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣ କରି ଅନେକ ଯବାନଙ୍କ ପ୍ରାଣ ମଧ୍ୟ ନେଇଛନ୍ତି । ଏହି ଯବାନମାନେ ତିନିମାସ ହେଲା ଅପରେସନ କରୁଥିଲେ । ଛତିଶଗଡ଼ର ମାଓଗଡ ଏବେ ଭାଙ୍ଗିବାରେ ଲାଗିଲାଣି । ମାଲକାନଗିରି ଜିଲ୍ଲାରେ ଥିବା ଜଙ୍ଗଲ ଏବେ ସୁରକ୍ଷା କର୍ମୀଙ୍କ ହାତରେ ରହିଛି ।
ଆସନ୍ତା ୧୫ ତାରିଖରେ ଭାରତ ବନ୍ଦ ଡାକରା ଦେଇଛନ୍ତି ମାଓବାଦୀମାନେ । ମାଓବାଦୀମାନଙ୍କ କମାଣ୍ଡରମାନଙ୍କୁ କରିଦେବାରୁ ସେମାନେ ଏଭଳି ବନ୍ଦ ଡାକରା ଦେଇଛନ୍ତି ବୋଲି ଖବର ଆସୁଛି ।