Movie prime

ନୂଆ ବର୍ଷରେ ହେଲା ବଡ ଅଘଟଣ ପ୍ରେମିକ ଫୋନ ବ୍ଲାକଲିଷ୍ଟ ରେ ପକେଇଲା ବୋଲି ପ୍ରୀତି ନେଇଗଲେ ଏହି ଚରମ ନିଷ୍ପତି

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆଜିକାଲି ସମାଜରେ ଏଭଳି ଅନେକ ଘଟଣା ଘଟୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
Special Report
ଏବେ ଏଭଳି କିଛି ଖବର ସାମ୍ନାକୁ ଆସିଛି ଯାହା ଶୁଣିଲେ ମନରେ ଅନେକ କଥା ଆସିବ ।ଏହି ଖବର ହେଉଛି ପ୍ରେମିକ ଆଉ ପ୍ରେମିକା ପରସ୍ପରକୁ ବହୁତ ଭଲ ପାଉଥିଲେ କିନ୍ତୁ ଏହି ପ୍ରେମିକ ଜଣଙ୍କ ପ୍ରେମିକାକୁ ଭଲ ପାଇ ତା ସହ ପ୍ରତାରଣା କରିଛନ୍ତି । 
ଏହି ପ୍ରେମିକ ଜଣକ ମିଠା ମିଠା କଥା କହି ପ୍ରେମିକା ଜଣଙ୍କୁ ଭଲ ପାଇଲା ଆଉ ତାଙ୍କ ସହ ସମ୍ପର୍କ ବି ରଖିଥିଲା । ସମ୍ପର୍କ ରଖିବା ପରେ ଆଜି ସେହି ପ୍ରେମିକ ତାଙ୍କୁ ଛାଡି ଦେଇଛି।
Special Report
ଆଉ ଏବେ ପ୍ରେମିକା ଜଣକ ପ୍ରତାରଣା ପାଇଥିବାରୁ ସେ ଜୀବନ ହାରି ଦେଇଛି । ଏବେ ଏହି ଯୁବତୀଙ୍କ ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିଛନ୍ତି । ଯୁବତୀଙ୍କ ପରିବାର ଲୋକେ ଯୁବତୀଙ୍କ ପ୍ରେମିକ ଜଣଙ୍କୁ ତାଙ୍କ ମୃ-ତ୍ୟୁର କାରଣ ବୋଲି କହିଛନ୍ତି ।
ଏହି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ସଦର ଥାନା ଅନ୍ତର୍ଗତ ଚାନ୍ଦୋଳ ଗୌଡବିଶ ଗାଁରେ । ଏହି ଯୁବତୀ ଜଣକ ହେଉଛନ୍ତି ପ୍ରିୟଦର୍ଶିନୀ ବେହେରା । ଘରେ ତାଙ୍କୁ ପ୍ରୀତି ବୋଲି ଡାକିଥାନ୍ତି । ସେ ବାପା ମାଆଙ୍କର ଗେଲ ବସରିଆ ଝିଅ ଥିଲେ ।
Special
ସେ ବଡ ହେଲେ ତାର ବାପା ମାଆଙ୍କୁ ପୋଷିଥାନ୍ତା କିନ୍ତୁ ଆଜି ପ୍ରେମ କରି ପ୍ରତାରଣା ପାଇ ସେ ସବୁଦିନ ପାଇଁ ଚାଲି ଯାଇଛି । ପ୍ରୀତି ସେହି ଗାଁର ରୁଦ୍ର ଦାସକୁ ଭଲ ପାଉଥିଲା । ସେ ୬ ମାସ ହେବ ଭଲ ପାଉଥିଲା । ସେହି ଯୁବକ ଜଣକ ଯୁବତୀଙ୍କୁ ଭଲ ପାଇଥିଲେ ଆଉ ତାଙ୍କ ଭିତରେ ସମ୍ପର୍କ ବି ଥିଲା । ।
ଯୁବତୀ ଜଣକ ସେହି ଯୁବକଙ୍କୁ ବହୁତ ଭଲ ପାଉଥିଲେ । ଆଉ ଯୁବକ ଜଣକ ପ୍ରେମିକାର ମୋବାଇଲ୍ ନମ୍ବରକୁ ବ୍ଲାକଲିଷ୍ଟରେ ପକାଇଥିଲେ । ଆଉ ଏହାପରେ ଯୁବତୀ ଜଣକ ଏହା ସହି ପାରିନଥିଲେ ।
ଏହାପରେ ଯୁବତୀ ଜଣକ ନେଇଥିଲେ ଚରମ ନିଷ୍ପତି । ସେ ସବୁଦିନ ପାଇଁ ଏହି ଦୁନିଆ ଛାଡ଼ି ଚାଲିଗଲେ । ନୂଆ ବର୍ଷ ଦିନ ଏଭଳି କାମ କରିଥିଲେ ପ୍ରୀତି । ଏବେ ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହୋଇଛନ୍ତି ତାଙ୍କ ପରିବାର ଲୋକେ । ପ୍ରେମିକ ରୁଦ୍ର ନାଁରେ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ ।