Movie prime

ମା ଙ୍କ ମୃତ୍ୟୁ ପରେ ଭାଙ୍ଗି ପଡ଼ିଲେ ଲୁବୁନ - ଟୁବୁନ , ନୂଆ ବୋହୂ ର ମୁଁହ ନ ଚାହିଁ ମୋ ବୋଉ ଚାଲିଗଲା...

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଘରେ ଶାହାନାଇ ବାଜିବା ପୂର୍ବରୁ ଉଠିଗଲା କୋକେଇ। ଘରକୁ ବୋହୂ ଆସିବା ପୂର୍ବରୁ ଘରକୁ ସବୁଦିନ ପାଇଁ ଛାଡ଼ି ଚାଲିଗଲେ ମୂରବୀ। ଆପଣ ମାନେ ଜାଣି ପାରୁ ଥିବେ ଏହା ଏକ କେତେବଡ ଦୁଃଖଦ ଘଟଣା ଅଟେ।
Special Report
ଏବେ ସେହି ଅଗଣା ମନେ ପଡ଼ିବ ଯେଉଁ ଅଗଣା ରେ ମାଆ ଙ୍କ ସହ ଥଟ୍ଟା ତାମସା କରୁଥିଲେ ଲୁବୁନ ଟୁବୁନ। ସେହି ଥଟ୍ଟା ରେ ମଧ୍ୟ ସେ ପୁଅ ର ବାହାଘର ବିଷୟରେ କଥା ହେଉଥିଲେ।
ପୁଅ ମଧ୍ୟ ମାଆ କୁ ଏହି ଆଶା ଦେଉଥିଲା କି ମାଆ ର ଦେହ ଭଲ ହେବା ପରେ ହିଁ ସେ ମାଆ ର ଆଶା କୁ ପୂରଣ କରି ଦେବ ବୋଲି। କାରଣ ମାଆ ର ଆଶା ଥିଲା କି ଘରକୁ ନୁଆ ବୋହୂ ଆସିବ ଆଉ ବୋହୂର ହାତ ପରସା ମଧ୍ୟ ଖାଇବ।
ସେଥିପାଇଁ ବଡ଼ ପୁଅ ଲୁବୁନ ର ବାହାଘର ମଧ୍ୟ ଖୋଜା ଚାଲିଥିଲା। ହେଲେ ସେ ସୁଖ କିନ୍ତୁ ମାଆ ଙ୍କ ଭାଗ୍ୟ ରେ ନଥିଲା ବୋହୂ କୁ ଦେଖିବା ପୂର୍ବରୁ ହିଁ ମାଆ ଦୁନିଆ ଛାଡ଼ି ଚାଲି ଯାଇଛନ୍ତି।
Special Report
କେତେକଣ ଆଶା କରିଥିଲେ କେତେ କଣ ସ୍ବପ୍ନ ମଧ୍ୟ ଦେଖିଥିଲେ ଆଉ ଏବେ ସେହି ସବୁ ସ୍ବପ୍ନ ମଧ୍ୟ ମରୀଚିକା ଭଳି ଲାଗୁଛି। ତିନି ପୁଅ ଓ ତିନି ବୋହୂ ରେ ତାଙ୍କର ଘର ଅଗଣା ଫାଟି ପଡି ଥାଆନ୍ତା।
ହେଲେ କାହାର ନଜର ଲାଗି ଯାଇଥିଲା କାରଣ ମାଆ ହାତ ଛାଡ଼ି ଚାଲି ଯାଇଥିଲେ। ଲୁବୁନ୍ ଟୁବୁନ ଙ୍କ ମାଆ ଙ୍କର ବିୟୋଗ ହୋଇଛି। ପୁରୀ ସ୍ବର୍ଗଦ୍ବାର ରେ ତାଙ୍କର ଶେଷକୃତ୍ୟ ମଧ୍ୟ ସମ୍ପନ୍ନ ହୋଇ ସାରିଛି।
ଆଉ ସେଠାରେ ତାଙ୍କର ତିନି ପୁଅ କୁ ଅସହାୟ ଅବସ୍ଥାରେ ଦେଖିବାକୁ ମିଳିଥିଲା। ଅସୁସ୍ଥତା କାରଣରୁ ତାଙ୍କୁ ଡ଼ାକ୍ତର ମଧ୍ୟ ଦେଖା ଯାଉଥିଲା। ହେଲେ ବିଧିର ବିଧାନ କୁ କେହି ହେଲେ ମଧ୍ୟ ଟାଳି ପାରିବେ ନାହିଁ।
କାରଣ ଯାହା ଦିନେ ହେବାର ଥିବ ତାହା ନିଶ୍ଚିତ ଭାବରେ ହିଁ ହବ। ତିନିପୁଅ କୁ ଏକା କରି ଏବେ ମାଆ ଚାଲି ଯାଇଛନ୍ତି। ଏହି ଦୃଶ୍ୟ ଦେଖିଲେ ଆପଣ ମାନେ ମଧ୍ୟ ଆଦୌ ସମ୍ଭାଳି ହୋଇ ରହି ପାରିବେ ନାହିଁ।