Movie prime

ନୂଆ ନୂଆ ଫିଲ୍ମ ଦୁନିଆ କୁ ଆସୁ ଆସୁ ମାଧୁରୀ ଙ୍କ ସହ ହୋଇଥିଲା ଏମିତି, ପୁରା ଗୋଟେ ରାତି କାନ୍ଦି କାନ୍ଦି ରହିଥିଲେ ସେ....

 
Special report
ନମସ୍କାର ପାଠକ ବନ୍ଧୁ।ବଲିଉଡ ର ଜଣା ଶୁଣା ଅଭିନେତ୍ରୀ ମାନଙ୍କ ମଧ୍ୟରେ ମାଧୁରୀ ଦୀକ୍ଷିତ ଅନ୍ୟ ତମ।୯୦ ଦଶକ ରେ ମାଧୁରୀ ଙ୍କ ନୃତ୍ୟ ରେ ଲୋକ ମାନେ ପାଗଳ ହୋଇ ଯାଉ ଥିଲେ।ତାଙ୍କୁ ଦେଖିବା ପାଇଁ ଲୋକ ଙ୍କ ଭିଡ ଜମୁ ଥିଲା।
ଆଜି ଏହି ଅଭିନେତ୍ରୀ ଙ୍କ ବିଷୟ ରେ ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ତାଙ୍କ ସହିତ ସେ ସମୟ ରେ ଏପରି କିଛି ଘଟଣା ଘଟି ଥିଲା।ଯାହାକୁ ନେଇ ସେ ନିଜକୁ କେବେ ବି କ୍ଷମା କରି ପାରିବେ ନାହିଁ।ଜଣେ ଅଭିନେତା ତାଙ୍କ ସହିତ ବହୁତ ଖରାପ ବ୍ୟବହାର ଦେଖାଇ ଥିଲେ।
Special report
ସୂଚନା ଅନୁସାରେ ମାଧୁରୀ ଦୀକ୍ଷିତ ବଲିଉଡ ର ଅନ୍ୟତମ ଅଭିନେତ୍ରୀ।ଯିଏ କି ତାଙ୍କ ଅଭିନୟ ମାଧ୍ୟମ ରେ ଲୋକ ଙ୍କ ମନ ଜିଣି ନେଇ ଥାଆନ୍ତି।ଲୋକ ମାନେ ତାଙ୍କୁ ଦେଖିବା ପାଇଁ ହଲ ରେ ଭିଡ ଜମାଇ ଥାଆନ୍ତି।
ତାଙ୍କ ବିବାହ କୁ ନେଇ ସେ ସମୟ ରେ ଅନେକ ଖବର ଶୁଣିବାକୁ ମିଳି ଥିଲା।ବିବାହ ପରେ ସେ ଅଭିନୟ ଦୁନିଆ ଠାରୁ ସମ୍ପୂର୍ଣ୍ଣ ରୂପେ ଦୂରେଇ ଯାଇ ଥିଲେ।ନିଜ ପରିବାର କୁ ସମ୍ଭାଳିବାକୁ ସେ ଅଧିକ ସମୟ ଦେଇଥିଲେ।ବର୍ତ୍ତମାନ ସମୟ ରେ ସେ ନିଜ ବ୍ୟକ୍ତିଗତ ଜୀବନ କୁ ନେଇ ଚର୍ଚ୍ଚା ରେ ଅଛନ୍ତି।
ଶୁଣିବାକୁ ମିଳୁଚି ଯେ ଯେତେବେଳେ ସେ ଦୟାବାନ୍ ଫିଲ୍ମ ର ସୁଟିଂ କରୁ ଥିଲେ।ତାଙ୍କ ସହିତ ଏଭଳି କିଛି ଘଟଣା ଘଟି ଥିଲା ଯାହାକୁ ନେଇ ସେ କେବେ କାହାକୁ ମୁହଁ ଦେଖାଇ ପାରି ନ ଥିଲେ।ବିନୋଦ ଖାନ୍ ଙ୍କ ସହିତ ତାଙ୍କର ଗୋଟିଏ କିସିଂ ସିନ ଥିଲା।
Special report
ଏହି ସମୟ ରେ ବିନୋଦ ନିଜ କୁ ସମ୍ପୂର୍ଣ୍ଣ ରୂପେ ଭୁଲି ଯାଇ ଥିଲେ।ସେ ଅଭିନୟ ରେ ମଜ୍ଜି ଯାଇ ଥିଲେ।ଏହା ପରେ ସେ ମାଧୁରୀ ଦୀକ୍ଷିତ ଙ୍କୁ କିସ୍ କରି ଥିଲେ।ଉପସ୍ଥିତ ଲୋକ ମାନେ ତାଙ୍କର ଏଭଳି ଅଭିନୟ କୁ ଦେଖି ତାଳି ମାରି ଥିଲେ।ହେଲେ ମାଧୁରୀ ଙ୍କୁ ବହୁତ ଖରାପ ଲାଗି ଥିଲା।
ସେ ଉକ୍ତ ସ୍ଥାନ ଛାଡ଼ି ପ୍ରଥମେ ଚାଲି ଯାଇ ଥିଲେ।ଏହା ପରେ ସେ ଆସି ପୁଣି ଆଉ ଠାରେ ସୁଟିଂ କରି ଥିଲେ।ତେବେ ଏହି ଦୟାବାନ୍ ଫିଲ୍ମ ଟି ତାଙ୍କୁ ଅଧିକ ସଫଳତା ଦେଇ ଥିଲା।
ଏବେ ମଧ୍ୟ ଏହି ଫିଲ୍ମ କୁ ଦେଖିବା ପାଇଁ ଲୋକ ମାନେ ପସନ୍ଦ କରନ୍ତି।ମାଧୁରୀ ଦୀକ୍ଷିତ ଏହି ଫିଲ୍ମ କରିବା ପରେ ତାଙ୍କ ପାଖକୁ ଅନେକ ଫିଲ୍ମ ର ଅଫର୍ ଆସି ଥିଲା।ଯେଉଁଥିପାଇଁ ସେ ଖୁବ୍ ଖୁସି ହୋଇ ଯାଇ ଥିଲେ।