Movie prime

ହେ ପ୍ରଭୁ ଏହା କେମିତି ଘଟିଗଲା...ଖାଇ ପିଇ ଶୋଇଥିଲେ ଆଉ ସକାଳୁ ମ-ରି-ଗଲେ

 
Fg
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ମୃତ୍ୟୁ କେତେବେଳେ କାହାର ହେବ ତାହା କେହି ଜାଣି ନାହାଁନ୍ତି।ଆମେ ଆଜି ଆପଣ ମାନଙ୍କୁ ସେଭଳି ଏକ ଘଟଣା ବିଷୟ ରେ କହିବାକୁ ଯାଉଛୁ।ସନ୍ଦେହ ଜନକ ଭାବେ ବ୍ୟବସାୟୀ ଙ୍କ ମୃ-ତ ଦେହ କୁ ଉଦ୍ଧାର
କରା ଯାଇଛି ଗେଷ୍ଟ ହାଉସ ଭିତରୁ।ଯାହାକୁ ନେଇ ଏବେ ସବୁଠାରେ ଚର୍ଚ୍ଚା କରା ଯାଉଚି।ଓଡ଼ିଶା ର ଜଣେ ନାମୀ ଦାମୀ ଶିଳ୍ପପତି ତପନ କୁମାର ଆଚାର୍ଯ୍ୟ ଙ୍କ ମୃ-ତ ଦେହ ଗତ କାଲି ଉଦ୍ଧାର କରା ଯାଇଛି।
Bb
ସୂଚନା ଅନୁସାରେ ତପନ ଙ୍କ ର ଘର ହେଉଚି ଫୁଲବାଣୀ ଅଞ୍ଚଳ ରେ।ସେ ଜଣେ ପ୍ରାଇଭେଟ୍ କମ୍ପାନୀ ର ମାଲିକ।କର୍ପୋରେଟ ମାନଙ୍କ ମିଟିଂ ପାଇଁ ସେ ଭୁବନେଶ୍ୱର ଆସି ଥିଲେ।ଗତ ତିନି ଦିନ।ହେବ ସେ ଏକ ଗେଷ୍ଟ ହାଉସ ରେ ରହିଥିଲେ।
ତେବେ ଆଜି ସକାଳେ ତାଙ୍କର ମୃ-ତ ଦେହ ସେହି ଗେଷ୍ଟ ହାଉସ ଭିତରୁ ଉଦ୍ଧାର କରା ଯାଇଚି।ଯାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।ରୁମ୍ ଭିତରେ ସବୁ ଜିନିଷ ସେପରି ପଡ଼ି ରହି ଥିଲା।କୌଣସି ଜିନିଷ ଏପଟ ସେପଟ ହୋଇ ନାହିଁ।
ଏହାକୁ ଦେଖି ପୋଲିସ ର ସନ୍ଦେହ ବଢି ଚାଲିଛି।ଏହା ପରେ ତାଙ୍କ ପରିବାର ଲୋକ ଙ୍କୁ ଡକା ଯାଇ ଥିଲା।ସେମାନେ ଆସି ମୃ-ତ ଦେହ କୁ ଦେଖିଥିଲେ।ତାଙ୍କ ସ୍ତ୍ରୀ କାନ୍ଦି କାନ୍ଦି ନିଜ ଚେତା ହରାଇ ବସି ଥିଲେ।
Bb
ଅନ୍ୟ ପଟେ ପୋଲିସ ସଙ୍ଗେ ସଙ୍ଗେ ତାଙ୍କ ମୃ-ତ ଶରୀର କୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇ ଥିଲା।ଏବେ ସେହି ପୋଷ୍ଟ ମର୍ଟମ ରିପୋର୍ଟ କୁ ଅପେକ୍ଷା ରହିଲା।ବର୍ତ୍ତମାନ ସମୟ ରେ ଭୁବନେଶ୍ୱର ଠାରେ ଅନେକ ଏପରି କାର୍ଯ୍ୟ କରା ଯାଉଚି ଯାହାକୁ।
ଆପଣ ମାନେ କେବେ ବି ବିଶ୍ଵାସ କରି ପାରିବେ ନାହିଁ।ତେବେ ତପନ ଙ୍କ ମୃ-ତ୍ୟୁ ରେ ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରୁଚି।ଖୁବ୍ ଶୀଘ୍ର ଅଭିଯୁକ୍ତ ଙ୍କ ର ସନ୍ଧାନ ମିଳିବ ବୋଲି ପୋଲିସ ସୂଚନା ଦେଇଛନ୍ତି।
ତେବେ ଏହି କଥା ଟି ଏବେ ସେଠାରେ ଖୁବ୍ ଚର୍ଚ୍ଚା ର ବିଷୟ ପାଲଟିଛି।ତପନ ଙ୍କ ମୃ-ତ୍ୟୁ ରେ ତାଙ୍କ ପରିବାର ରେ ଶୋକ ର ଛାୟା ଖେଳି ଯାଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.