Movie prime

ହେ ପ୍ରଭୁ.. ଏମିତି କଣ ହେଇଗଲା ଯେ ଅଚାନକ...ମ-ରି-ଯି-ବା କଥା ଶୁଣି କାନ୍ଦି ପକେଇଲେ ସୁର..

 
Ft
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Rr
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି।
ଆଗକାଳରେ ଲୋକ ମାନେ ଯେଉଁସବୁ ଘଟଣା ଘଟିଥିଲା ସେ ବିଷୟରେ ସହଜରେ ଜାଣି ପାରିନଥିଲେ କାରଣ ସେତେବେଳେ ଏତେ ସୁବିଧା ନଥିଲା। ତେବେ ବନ୍ଧୁଗଣ ଆପଣମାନେ ସୁର ରାଉତରାୟଙ୍କୁ ଭଲ ଭାବରେ ଜାଣିଥିବେ। 
Gh
ତେବେ ସୁର ରାଉତରାୟ ପ୍ରଯୋଜକ ଅମରଙ୍କ କଲେ ବଡ ପ୍ରଶଂସା। କହିଲେ ଅମର ଯଦି ହିନ୍ଦୀ ଫିଲ୍ମ କରିବ ତାହାଲେ ସବୁ ଲୋକ ଦେଖିବେ। ଏବଂ ସୁର ରାଉତରାୟ କହିଛନ୍ତି ଯଦି ଯେଉଁମାନେ ସିନେମା ଦେଖୁନ ତେବେ ସେମାନେ କମେଣ୍ଟ ଦେବାକୁ କିଏ।
ଅମର ଆତ୍ମହତ୍ୟା କରିବା କଥାକୁ ନେଇ ସୁର ରାଉତରାୟ କହିଛନ୍ତି ଯେଉଁମାନେ ଆତ୍ମହତ୍ୟା କରିବା କଥା କୁହନ୍ତି ସେମାନେ ହେଉଛନ୍ତି ପିମ୍ପୁଡି। ଆଉ କଳିଙ୍ଗ ଷ୍ଟୁଡ଼ିଓ ରେ ଗୁଡ଼ାଏ ଗୀତ ରେକଡିଂ ହେବ। ଏହାସହିତ ନୂଆ କଳାକାରଙ୍କୁ ନେଇ ଆନେକ ଗୀତ ସୁଟିଂ ହେବ।
ଏବଂ ନୂଆ ସିନେମା କରିବା ପାଇଁ ଲୋନ ଦିଆଯିବ ସରକାରଙ୍କ ତରଫରୁ। ଓଡ଼ିଆ ଯୁବକ ଯୁବତୀମାନଙ୍କ ପାଖରେ ଯେଉଁ ପ୍ରତିଭା ରହିଯାଇଛି ସେମାନେ ଲୋନ ନେଇ ସିନେମା କରନ୍ତୁ ଆଉ ସୁନାମ ଅର୍ଜନ କରି ଓଡ଼ିଆର ଟେକ ରଖନ୍ତୁ ବୋଲି ସୁର ରାଉତରାୟ କହିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.