Movie prime

ହେ ପ୍ରଭୁ କୁନି ପିଲା ଟି ର ଦୋଷ କଣ..କାହିଁକି ତାକୁ ଏତେ ଭ-ୟା-ନକ୍ ଦଣ୍ଡ ଦେଲ

 
Jj
ନମସ୍କାର ପାଠକ ବନ୍ଧୁ।ରୋଗ ଯନ୍ତ୍ରଣା ରେ ଛଟ ପଟ ହେଉଚି ଛୋଟ ପିଲା ଟି।ଛୋଟ ପିଲା ଟି ଯେଉଁ ବୟସ ରେ ହସି ଖେଳି ସମୟ ବିତାଇବା କଥା ସେହି ବୟସ ରେ ଆଜି ରୋଗ ଗ୍ରସ୍ତ ହୋଇ ଘରେ ପଡ଼ି ରହିଛି।
ଆପଣ ମାନେ ମଧ୍ୟ ତାଙ୍କୁ ଦେଖିଲେ ଆଖିରୁ ଲୁହ ଆସି ଯିବ।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ରେ।ସେଠାରେ ବାସୁ ଙ୍କ ର ଗୋଟିଏ ଛୋଟିଆ ପରିବାର ରହିଛି।ଯେଉଁ ପରିବାର ରେ ବାପା ମା ଓ ତିନି ସନ୍ତାନ ଖୁବ୍ ଖୁସି ରେ ଥିଲେ।
Hh
ହେଲେ ଜୀବନ ରେ ଏମିତି ଅନ୍ଧକାର ଚାଲି ଆସିବ ବୋଲି କେହି ଜାଣି ନ ଥିଲେ।ବାସୁ ଓ ତାଙ୍କ ପତ୍ନୀ ହେଉଛନ୍ତି ଜଣେ ଶ୍ରମିକ ଶ୍ରେଣୀ ର ଲୋକ।ଅନ୍ୟ ର ଘରେ କାମ କରି ସେମାନେ କିଛି ଟଙ୍କା ରୋଜଗାର କରନ୍ତି।
ହେଲେ ଭଗବାନ ତାଙ୍କ ପରିବାର ସୁଖ କୁ ଦେଖି ପାରିଲେ ନାହି।ବାସୁ ଙ୍କ ର ଦୁଇ ପୁଅ ଓ ଗୋଟିଏ ଝିଅ।ବଡ ପୁଅ ହେଉଚି ସଞ୍ଜୀବ ।ଯାହାର ବୟସ ପାଖାପାଖି ନ ବର୍ଷ।ହେଲେ ହଟାତ ଦିନେ ତାଙ୍କ ଅଣ୍ଟା ଜୋର୍ ରେ ବିନ୍ଧା ହେଲା।
ସେଠାରେ ଗୋଟିଏ ବଡ ବଥ ହୋଇ ଥିଲା।ପ୍ରଥମେ ପ୍ରଥମେ ବାପା ସେହି ବଥ କୁ ସାମାନ୍ୟ ବୋଲି ଧରି ନେଇ ଥିଲେ।ହେଲେ ଦିନ କୁ ଦିନ ଏହି ବଥ ଟି ବଢିବାରେ ଲାଗିଲା।ଏହା ପରେ ବାସୁ ଓ ତାଙ୍କ ପତ୍ନୀ ପୁଅ ସଞ୍ଜୀବ କୁ ନେଇ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା କରାଇ ଥିଲେ।
Nn
ହେଲେ ତାଙ୍କର ସେଠାରେ କୌଣସି ପ୍ରକାର ସୁବିଧା ମିଳିଲା ନାହିଁ ।ଏହା ପରେ ସଞ୍ଜୀବ ଙ୍କୁ କଟକ ବଡ ମେଡିକାଲ ନିଆ ଯାଇ ଥିଲା ହେଲେ ସେଠାରେ ମଧ୍ୟ ଡାକ୍ତର ମାନେ ଚିକିତ୍ସା କରିବା ପାଇଁ ମନା କରି ଦେଇ ଥିଲେ।
ଧୀରେ ଧିରେ ପିଲା ଟି ଦୁର୍ବଳ ହେବାକୁ ଲାଗିଲା।ସେମାନଙ୍କର ରାସନ୍ କାର୍ଡ ନାହିଁ।ସେଥିପାଇଁ ବିଜୁ ସ୍ବାସ୍ଥ୍ୟ କାର୍ଡ ମଧ୍ୟ ହୋଇ ପାରି ନାହିଁ।ସେଥିପାଇଁ ସଞ୍ଜୀବ ଙ୍କ ଚିକିତ୍ସା ପାଇଁ ଅର୍ଥ ହିଁ ବାଧକ ସାଜିଛି।
ତେବେ ଯେ କେହି ଏବେ ଏହି ଘଟଣା ବିଷୟ ରେ ଶୁଣିଛି ଆଖିରୁ ଲୁହ ଆସି ଯାଉଚି।ସରକାର ତାଙ୍କ ପ୍ରତି ଦୃଷ୍ଟି ଆକର୍ଷଣ କଲେ ପିଲା ଟି ବଞ୍ଚି ଯାଇ ପାରନ୍ତା ବୋଲି ବାସୁ ଓ ତାଙ୍କ ପତ୍ନୀ କହିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.