Movie prime

ହେ ପ୍ରଭୁ ରାସ୍ତା ରେ ଯାଉଥିବା ବେଳେ ଅଚାନକ ଗାଡି ଓଲଟି ଚାଲିଗଲା ଏତେ ଲୋକ ଙ୍କ ଜୀବନ..

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବାହାଘର ସାରି ଫେରୁଥିଲେ ଆଉ ଓଲଟି ପଡ଼ିଗଲା ବସ୍। ମାଛ ମାଂସ ଖାଇ ବାହାଘରରେ ମଜା କରୁଥିଲେ ଆଉ ଘରକୁ ଫେରିବା ବେଳକୁ ୫୦ ଜଣ ବରଯାତ୍ରୀଙ୍କୁ ନେଇ ଓଲଟି ପଡ଼ିଲା ବସ୍।
ହଁ ଦର୍ଶକ ବନ୍ଧୁ ରବିବାର ଦିନ ସନ୍ଧ୍ୟାରେ ବାହାଘର ଥିଲା। ଏହି ବସ୍ ମାଧ୍ୟମରେ ବରଯାତ୍ରୀ ମାନେ ବାହାଘରକୁ ଆସିଥିଲେ। ଆଉ ଡିଜେ, ବାଣ , ବରଯାତ୍ରୀ ରେ ବାହାଘର ର ଖୁବ୍ ମଜା ମଧ୍ଯ ନେଉଥିଲେ।
Nn
ହେଲେ ଘରକୁ ଫେରିବା ସମୟରେ ୫୦ ଜଣ ବରଯାତ୍ରୀଙ୍କୁ ନେଇ ମୋଡ଼ି ମାଡି ହୋଇ ବସ୍ ଟି ଓଲଟି ପଡ଼ିଥିଲା। କାହାର ଗୋଡ଼ ଭାଙ୍ଗି ଯାଇଛି ତ ଆଉ କାହାର ମୁଣ୍ଡରୁ ର-କ୍ତ ବାହାରୁଛି। କିଏ କିଏ ମଧ୍ୟ ହସ୍ପିଟାଲ ରେ ପଡି ଚିତ୍କାର କରିବାରେ ଲାଗି ପଡିଛନ୍ତି।
ବସ କୁ ଦେଖିବା ପରେ ହିଁ ଜଣା ପଡ଼ୁଛି କି ବସ୍ ଭିତରେ ବସିଥିବା ଲୋକଙ୍କ ଅବସ୍ଥା କଣ ଯେ ହୋଇଥିବ। ଆଉ ଏହି ବସ କୁ ଦେଖିଲେ ହିଁ ଲାଗୁଛି କି ଏତେବଡ଼ ଦୁର୍ଘଟଣା ସତରେ କେମିତି ଘଟି ଥିବ।
ରବିବାର ଦିନ ସନ୍ଧ୍ୟା ସମୟରେ ହିଁ ବାହାଘର ଥିଲା।୫୦ ଜଣ ବରଯାତ୍ରୀ ମଧ୍ୟ ଏହି ବସ ରେ ବସି ଯାଇଥିଲେ। ରାତି ପ୍ରାୟ ସାଢେ଼ ଦୁଇଟା ସମୟରେ ଘଟି ଯାଇଥିଲା ଏହି ଦୁର୍ଘଟଣା।
Hb
ଏହି ଦୁର୍ଘଟଣା ଯୋଗୁଁ ବରଯାତ୍ରୀ ମାନେ ଘରେ ପହଞ୍ଚିବା ବଦଳରେ ସେମାନେ ଯାଇ ହସ୍ପିଟାଲ ରେ ପହଞ୍ଚି ଯାଇଥିଲେ। ଏହି ଦୁର୍ଘଟଣା ଯୋଗୁଁ ମଧ୍ୟ ୫ ଜଣ ଯାତ୍ରୀ ଗୁରୁତର ଭାବରେ ଆହତ ହୋଇଥିବା ଜଣା ପଡ଼ିଛି।୪୫ ଜଣ ବରଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି।
ଜଗତସିଂହପୁର ଜିଲ୍ଲା ର ,ତିହିଡି ର , ସୋଭା ପେଟ୍ରୋଲ ପମ୍ପ ନିକଟରେ ଏହି ବସଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଏହାପରେ ଏହି ବସ ର ଅବସ୍ଥା ଏଭଳି ଅବସ୍ଥା ହୋଇଥିଲା।
ଆଉ ବସରେ ଥିବା ଯାତ୍ରୀ ମାନେ ଆହତ ହୋଇ ଯାଇଥିଲେ।୫ ଜଣ ଗୁରୁତର ଆହତଙ୍କୁ କଟକ ବଡ଼ ମେଡ଼ିକାଲ କୁ ପଠା ଯାଇଛି ବୋଲି ଜଣା ପଡିଛି। ଏହି ଦୁର୍ଘଟଣା କୁ ନେଇ ଏବେ ଚାରିଆଡ଼େ ଖୁବ୍ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.